Femily Tips – ଗାଧୋଇବା ପୂର୍ବରୁ ବେକରେ ଲଗାନ୍ତୁ ଏହି ଜିନିଷ ,ପୁରା ସଫା ହୋଇଯିବ ଆପଣଙ୍କ ବେକର କଳା ପଣ ୧୦୦% ଗ୍ୟାରେଣ୍ଟି !

ଆଜି ଆମେ ଏମିତି କିଛି କଥା ଜାଣିବା ପାଇଁ ଯାଉଛେ , ଯାହା ଆପଣ ଜାଣିବା ନିହାତି ଆବଶ୍ୟକ ଅଟେ । ତେବେ ମଣିଷ ଯେତେ ଗୋରା ସଫା ହେଉ ନା କାହିଁକି , ଦେହର ଗୋଟିଏ ଜାଗା ସବୁ ବେଳେ କଳା ହୋଇ ଥାଏ । ତେବେ ସେହି ଜାଗା ଟି ହେଉଛି ବେକ । ଆପଣ ମାନେ ଦେଖି ଥିବେ ବେକ ସବୁ ବେଳେ କଳା ହୋଇ ଥାଏ ।

ମୁଁହ ଯେତେ ସଫା ଦେଖା ଯାଉ ଥାଏ ସେହି ଅନୁସାରେ ବେକ ସେତେ ସଫା ଦେଖା ଯାଉ ନ ଥାଏ । ଯାହା ଫଳରେ ମଣିଷ ମୁହଁ ପୁରା ଖରାପ ଦେଖା ଯାଇ ଥାଏ ତାର ବେକ ପାଇଁ । ମଣିଷ ର ସୁନ୍ଦରତା ପୁରା କମି ଯାଇ ଥାଏ । ତେବେ ବଜାର ରୁ ଆପଣ ମାନେ ଯେତେ କ୍ରିମ ଆଣି ମାରିଲେ ମଧ୍ୟ ଏହା କିଛି ଭଲ ଫଳ ଦେଇ ନ ଥାଏ ।
ବଜାର ରେ ଆପଣ ମାନେ ଯେଉଁ କ୍ରିମ ଆଣି ମାରୁ ଛନ୍ତି ତାହା ଏକ ମାସ କିମ୍ବା ଦୁଇ ମାସ ପର୍ଯ୍ୟନ୍ତ ବେକ ସଫା ରହି ଥାଏ । ଆଉ ତା ପରେ ବେକ ଯେମିତି କି ସେମିତି ରହି ଯାଇ ଥାଏ । କିମ୍ବା ଅନ୍ୟ ପକ୍ଷ ରେ କଣ ହୋଇ ଥାଏ ।

ବେକ ସଫା ହେବା ବଦଳରେ ବେକ ନାଲି ପଡି ଯାଇ ଥାଏ । ଆଜି କାଲି ଦୁନିଆ ରେ କ୍ରିମ ରେ କ୍ୟାମିକାଲ ର ଅଂଶ ଅଧିକ ହୋଇ ଗଲାଣି । ତେଣୁ ଆଜି ଆମେ ଯେଉଁ ଘରଇ ଉପଚାର ବିଷୟ ରେ କହିବୁ ,

ଯାହା ଆପଣ ମାନେ ଯଦି କରି ଦିଅନ୍ତି ତାହାଲେ ଆପଣ ଙ୍କ ବେକ ସବୁ ଦିନ ପାଇଁ ସଫା ରହିବା ସହିତ ଆପଣଙ୍କ ର କୌଣସି ସାଇଡ ଇଫେକ୍ଟ ପକାଇ ପାରିବ ନାହିଁ । ତେଣୁ ଆସନ୍ତୁ ସେହି ଉପାୟ ବିଷୟ ରେ ଜାଣିବା ।

1, ବେଂକିଂ ସଡା :-

ଗୋଟିଏ ପାତ୍ର ରେ ଦୁଇ ଚାମୁଚ ବେଂକିଂ ପକାଇ ଦେଇ କିଛି ପାଣି ରେ ପେଷ୍ଟ କରି ଦିଅନ୍ତୁ । ଏହାକୁ ଗାଧେଇବା ପୂର୍ବରୁ ନିଜ ବେକରେ ଲଗାଇ କିଛି ସମୟ ପର୍ଯ୍ୟନ୍ତ ରଖନ୍ତୁ । ଆଉ ଗାଧେଇ ସାରିବା ପରେ ଫୋଲ ଦେଖନ୍ତୁ ।

2, କଞ୍ଚା ଅମୃତ ଭଣ୍ଡା :-

କଞ୍ଚା ଅମୃତଭଣ୍ଡା କୁ ନେଇ ଗ୍ରାଇଡିଙ୍ଗ କରି ଦିଅନ୍ତୁ । ତା ପରେ ଏହାକୁ ଗୋଲାପ ଜଳ ରେ ମିଶେଇ ଦେଇ ନିଜ ବେକ ରେ ଲଗାନ୍ତୁ । ବେକ ରେ ଶୁଖି ସାରିଲା ପରେ ଗାଧେଇ ପଡନ୍ତୁ । ଏହା ସପ୍ତାହ ରେ ଥରେ ବ୍ୟବହାର କରନ୍ତୁ ଆଉ ଫୋଳ ଦେଖନ୍ତୁ ।

3, ଲେମ୍ବୁ ଓ ମହୁ :-

ଗୋଟିଏ ପାତ୍ର ରେ ଲେମ୍ବୁ ଓ ମହୁ କୁ ପେଷ୍ଟ କରନ୍ତୁ । ତା ପରେ ତାକୁ ବେକରେ ଲଗାନ୍ତୁ । ସୁଖୀ ଯିବା ପରେ ଗାଧେଇ ପଡନ୍ତୁ । ଦେଖିବେ ଆପଣଙ୍କ ର ବେକ ସବୁବେଳେ ସଫା ରହିବ । ଆପଣ ବହୁତ ସୁନ୍ଦର ଦେଖା ଯିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !