🛑EXCLUSIVE : ବାପା ସମାନ ବୃଦ୍ଧାଙ୍କୁ ଗୋଇଁଠା ମାରିଲେ ପୋଲିସ ବାବୁ ! ଆଉ ରେଳ ଧାରଣ କୁ ଠେଲି ଦେଲେ ଭିଡ଼ିଓ ଦେଖିଲେ କାନ୍ଦି ପକେଇବେ !ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆମ ଦେଶର କୋର୍ଟ କଚେରୀମାନେ ଆଇନ୍ ଭଙ୍ଗ କାରିଙ୍କୁ କେଶ୍ ବିଚାର କରି ଦଣ୍ଡ ଦିଅନ୍ତି ଓ ଆଇନ୍ ପ୍ରପୀଡ଼ିତ ବ୍ୟକ୍ତିଙ୍କ ଧନ, ଜୀବନ, ମାନ, ସମ୍ମାନ ଓ ଅଧିକାର ସୁରକ୍ଷା କରିଥାନ୍ତି ।ସେହିପରି ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଓ ସେମାନଙ୍କ ମଧ୍ୟରେ ଶାନ୍ତି ଭଙ୍ଗ ନ ହୋଇ କିପରି ଶାନ୍ତିସହାବସ୍ଥାନ ହୋଇ ପାରିବ, ତାହା ପୁଲିସ୍ ମାନେ ପାଳନ କରିଥାନ୍ତି ।

ପୁଲିସର ମୁଖ୍ୟ କାମ ହେଉଛି ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଅପରାଧ ନ ଘଟିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା କରିବା ଓ ଏହା ସତ୍ତ୍ୱେ କେଶ୍ ଟିଏ ଘଟିଗଲେ ଦୋଷୀକୁ ଧରି କେଶ୍ ଟି ତଦନ୍ତ କରି କୋର୍ଟ ନିକଟରେ ହାଜର କରାଇବା ।

କିନ୍ତୁ କିଛି ପୁଲିସ୍ ଙ୍କ ପାଖରେ ଏହି ସବୁ ଦେଖା ଯାଇ ନ ଥାଏ କାହିଁକି ନ ଏମାନେ ଲାଞ୍ଛ ନେଇ କାମ କରିଥାନ୍ତି । ଜଣେ ବୃଦ୍ଧ ବୁଢ଼ା ଜଣ କୁ ଏଫାଇର ଦବା ପାଇଁ ଯାଇଥିବା ବାଟରେ ପୁଲିସ୍ ଙ୍କ ସହିତ ରେଲୱେ ଷ୍ଟେସନ ପାଖରେ ଥିବା ପୁଲିସ ଙ୍କ ନିକଟରେ କିଛି ଅଭିଯୋଗ କରିଥାନ୍ତି !

କିନୁ ପୋଲିସ ତାଙ୍କୁ ନିସ୍ତୁକମାଡ଼ ମାରିଲେ ଗୋଇଠା ମାରି ତାଙ୍କୁ ବହୁତ କଷ୍ଟ ଦେଲେ ଓ ତାଙ୍କୁ ପିଟି ଥିଲେ ଓ ରେଲୱେ ଷ୍ଟେସନ ରୁ ତଳକୁ ଠେଲିଦେବେ ବୋଲି ଧମକ ଦେଇଥିଲେ । ପୋଲିସ ସାଧାରଣ ଲୋକ ମାନକୁ ରକ୍ଷା କରିବା ବଦଳରେ ପିଟୁଛନ୍ତି ଏଇଠୀ ରକ୍ଷକ ସାଜିଛି ଭକ୍ଷକ ।

ପ୍ରାୟତଃ କ୍ରିମିନାଲ୍ କେଶ୍ ଗୁଡିକର ତଦନ୍ତ କାର୍ଯ୍ୟ ପୁଲିସ୍ କରିଥାଆନ୍ତି, ଯଦିଓ ସବୁ ପ୍ରକାର କ୍ରିମିନାଲ୍ କେଶ୍ ତଦନ୍ତ କାର୍ଯ୍ୟ ପୁଲିସ୍ କରିନଥାନ୍ତି । ପୁନଶ୍ଚ କେତେକ ପ୍ରକାର କ୍ରିମିନାଲ୍ କେଶ୍ ତଦନ୍ତ କରିବା ପାଇଁ ସ୍ଵତନ୍ତ୍ର ବିଭାଗ ମାନ ରହିଛି ।

ଯେପରିକି ମଦ, ଗଞ୍ଜେଇ ଆଦି ଧରିବା ପାଇଁ ଏକ୍ସାଇଜ୍ ବିଭାଗ ଅଛି, ଓଜନର ଠକାମି ଧରିବା ପାଇଁ ମାପ ଓ ଓଜନ ବିଭାଗ ଅଛି । ଉପରୋକ୍ତ ବିଷୟରେ ପୁଲିସ୍ ମଧ୍ୟ ତଦନ୍ତ କରିପାରିବେ । ଏଣୁ ବାସ୍ତବିକ କ୍ରିମିନାଲ୍ କେଶ୍ ତଦନ୍ତ ପାଇଁ ପୁଲିସ୍ ର ଅଖଣ୍ଡ କ୍ଷମତା ରହିଛି ।

ଏପରି ଆପଣ ଥାନାକୁ ନଯାଇ ଯଦି ଥାନା ବାହାରେ କୌଣସି ପୁଲିସ୍ ଦେଖିଲେ ତାଙ୍କ ଏତଲା ଦେଇ ପାରନ୍ତି । ସେ ଏହି ଏତଲା କୁ ନେଇ ଥାନାରେ ନମ୍ବର କରାଇବେ । ଲିଖିତ ଏତଲା ଦେବାର କୌଣସି ନିର୍ଦ୍ଧିଷ୍ଟ ଫର୍ମ ନାହିଁ । ଆପଣ ସାଧାରଣ ଦରଖାସ୍ତ ଲେଖିଲା ଭଳି ଏତଲାଟି ଲେଖିବେ ଓ ତଳେ ଦସ୍ତଖତ କରିବେ ଓ ନିଜର ଠିକଣା ଦେବେ।

 

ଆପଣ ଯଦି ଲେଖାପଢା ଜାଣି ନାହାନ୍ତି, ତେବେ ଏତଲାଟି ଅନ୍ୟ କାହା ଦ୍ଵାରା ଲେଖାଇ ପାରନ୍ତି । ସେହି ଏତଲାଟିରେ ଲେଖକଙ୍କ ନାମ ଓ ଆପଣଙ୍କର ଟିପ ଚିହ୍ନ ଓ ଉଭୟର ଠିକଣା ରହିବା ଉଚିତ୍ । ଏତଲା ପରେ ଘଟଣାର ମୁଖ୍ୟ ବିବରଣୀ ସାକ୍ଷୀ ଓ ଏତଲା ଦେବାରେ ବିଳମ୍ବ ହୋଇଥିଲେ ତାହାର କାରଣ ଉଲ୍ଲେଖ କଲେ ଭଲ, ନଚେତ୍ ଏହି କାରଣ ଯୋଗୁଁ ବେଳେ ବେଳେ କେଶ୍ ଟି ଦୁର୍ବଳ ହୋଇଯାଏ। ଏହି ଘଟଣା ଟି ଘଟିଛି ମଧ୍ୟପ୍ରଦେଶ ର ଜବଲପୁର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।