comedy ଭିଡ଼ିଓ – omg ! ଝିଅ Prank Call ରେ ପୁଅ Tukuna Stylish କୁ କହିଲା କି ବାଳ ଭିଡ଼ିଓ କରୁଛୁ ଭିଡ଼ିଓ ଦେଖିଲେ ହସି ହସି ଗଡିବେ, ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

ଝିଅ କହିଲେ ପ୍ରାଙ୍କ କଲ ରେ ଟୁକୁନା ଭାଇ କୁ କି ବାଳ ଭିଡିଓ କରୁଚୁ ତୁ । ତେବେ ଆଜି କାଲି ସମାଜ ରେ ପିଲା ମାନେ ଅଧିକ ସମୟ ରେ ପର୍ଙ୍କ ଭିଡିଓ କିମ୍ବା ପ୍ରାଙ୍କ କଲ କରି ଥାନ୍ତି । ତେବେ ଆପଣ ମାନେ ମଧ୍ୟ ଏହି କଲ ରେ କେବେବି ସ୍ୱୀକାର ହୋଇ ପାରନ୍ତି । ତେଣୁ ଆଜି କାଲି ସମାଜ ରେ ପ୍ରାଙ୍କ କଲ କରି ଲୋକ ମାନକୁ ହୋଇ ରାଣ କରିବା ଏକ ସାଧରଣ କଥା ହୋଇ ଗଲାଣି ।

ଲୋକ ମାନେ ପ୍ରାଙ୍କ କଲ କରି ଥାନ୍ତି । ଟିକେ ଖୁସି ପାଇଁ , ଆଉ କେହି କେହି ପ୍ରାଙ୍କ କଲ କରି ଥାନ୍ତି କିଛି ଲାଇକ ପାଇଁ । କାରଣ ଯେଉଁ ମାନେ ଏହି ପରି କଲ କରି ଥାନ୍ତି ତାଙ୍କର ଗୋଟିଏ ଗୋଟିଏ ଇଉଟୁବ ରେ ଚ୍ୟାନେଲ ରହି ଥାଏ ।

ସେମାନେ ଏହି ପ୍ରାଙ୍କ କଲ ସାହାର୍ଯ୍ୟ ରେ ଲାଇକ ବଢାଇବା ସହିତ ଚେନାଲ ର ଗ୍ରହକ କୁ ମଧ୍ୟ ବଢ଼ାଇ ଥାନ୍ତି । ସାଧାରଣ ଲୋକ ମାନେ ଏହି ପ୍ରାଙ୍କ କଲ କୁ ବହୁତ ପସନ୍ଦ କରି ଥାନ୍ତି । କାରଣ ପ୍ରାଙ୍କ କଲ ରେ ନୂଆ ନୂଆ କଥା ଶିଖିବା ପାଇଁ ମିଳି ଥାଏ ।

ଅଧିକାଂଶ ଲୋକ ମାନେ ପ୍ରାଙ୍କ କଲ କରି ନିଜ ସାଙ୍ଗ ମାନକୁ ବହୁତ ହୋଇରାଣ କରି ଥାନ୍ତି । ତେବେ ଆଜି ଯେଉଁ ଝିଅ ଟି ପ୍ରାଙ୍କ କଲ କରିଛି , ତାହା ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଝିଅ ଟି ପ୍ରଥମେ ଟୁକୁନା ଭାଇ ଙ୍କୁ କଲ କରି ଥିଲେ । ଟୁକୁନା ଭାଇ ମଧ୍ୟ ଜଣେ ନାମୀ ଦାମୀ କଳାକାର ଅଟନ୍ତି ।

 ତାଙ୍କୁ ଫୋନ କରି ଝିଅ ଟି ବହୁତ କଥା କହି ଥିଲେ । ଝିଅ ଟି କହି ଥିଲେ ଟୁକୁନା ଭାଇ କୁ , ତମେ ଝିଅ ଡ୍ରେସ ପିନ୍ଧି ଝିଅ ନାଁ ରେ ଏତେ ଖରାପ କଥା କହୁଛ କଣ ପାଇଁ । ସେଇଠୁ ଟୁକୁନା ଭାଇ ପଚାରି ଥିଲେ ଝିଅ ତମେ କିଏ , ମୁଁ ତୁମକୁ ଜାଣି ନାହିଁ । ତମେ ମୋତେ କଲ କଣ ପାଇଁ କରିଛ ।

ତେବେ ଝିଅ ଟି ମଧ୍ୟ ପୁଅ ଟିକୁ କହି ଥିଲେ , କି ବାଳ ଭିଡିଓ ତମେ କରୁଛ । ତେବେ ବହୁତ ସମୟ କଥା ହେବା ପରେ ଝିଅ ଟି ତାର ପରିଚୟ ଦେଇ ଥିଲା । ଆଉ କହି ଥିଲା ମୁଁ ପ୍ରାଙ୍କ କଲ କରିଛି ତମକୁ ।

ତେବେ ଦୁଇ ଜଣ ଯାକ ନିଜ ନିଜ ମଧ୍ୟ ରେ ବୁଝାବଣା ହୋଇ ଯାଇ ଥିଲେ । ତେବେ ଶେଷ ରେ ଟୁକୁନା ଭାଇ ଝିଅ ଇଉଟୁବ ଚ୍ୟାନେଲ ନା ବିଷୟ ରେ ପଚାରି ଥିଲେ । ତେବେ ଝିଅ ର ଚ୍ୟାନେଲ ର ନାମ ଥିଲା ଓଡିଶା ଏଣ୍ଟର ଟେନ ମେଣ୍ଟ । ତେବେ ଆପଣ ମାନେ ଭିଡିଓ ଟିକୁ ଦେଖିଲେ ଜାଣି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।