health tips – ଆପଣଙ୍କ ର ଅତ୍ୟଧିକ ଧଳାସ୍ରାବ ହେଉଛି କି ? ତେବେ ଜାଣନ୍ତୁ ଏହା ର କାରଣ ଓ ଏଥିରୁ ମୁକ୍ତି ପାଇବାର ଉପାୟ ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!
ଅନେକ ସ୍ତ୍ରୀ ଓ ପୁରୁଷ ମାନେ ଧଳା ସ୍ରାବ ବା white discharge ଭଳି ସମସ୍ୟା ର ସମ୍ମୁଖୀନ ହୋଇ ଥାନ୍ତି। ଏଥି ପାଇଁ ସେମାନେ ବହୁତ ଅସୁବିଧା ରେ ପଡ଼ିଥାନ୍ତି। ତେବେ ଯଦି ଆପଣଙ୍କ ର white discharge ର ରଙ୍ଗ ପରିବର୍ତ୍ତନ ଓ ଦୂର୍ଗନ୍ଧ ବାହାରିବା ଆଦି ସମସ୍ୟା ଦେଖା ଦେଉଛି ତେବେ ଆପଣ ଏହାକୁ ଅଣଦେଖା କରନ୍ତୁ ନାହିଁ। କାହିଁକି ନା ଏହା ଦ୍ୱାରା ଭବିଷ୍ୟତ ରେ ଆପଣ ଅନେକ ଶାରୀରିକ ପୀଡା ଅନୁଭବ କରି ପାରନ୍ତି। ତେବେ ଆଜି ଆମେ ସେହି ଧଳା ସ୍ରାବ ବିଷୟରେ ଅଧିକ କିଛି ଜାଣିବା।
1. white discharge କଣ ?
ଏହି ଧଳା ସ୍ରାବ କୁ ମେଡିକାଲ ଭାଷାରେ ଲିକରିଆ କୁହା ଯାଏ। ପିରିଆଡ଼ ସରିଲା ପରେ ଯେଉଁ ହରମନ ବଳିଥାଏ ସେତେବେଳେ ପିରିଆଡ଼ ସରିଲା ପରେ ଆମର white discharge ହୋଇ ଥାଏ। ଏହା ସହ ଯେଉଁ ମାନଙ୍କ ର ପ୍ରଥମ ଥର ପାଇଁ ପିରିୟଡ଼ ହୋଇଥାଏ ସେମାନଙ୍କ ର ମଧ୍ୟ ଏହି ଧଳାସ୍ରବ ହୋଇ ଥାଏ ଓ ଏହା ସାଧାରଣ କଥା ଅଟେ।
କିନ୍ତୁ ଯଦି ଆପଣଙ୍କ ର ଅଧିକ ମାତ୍ରା ରେ ଧଳାସ୍ରବ ହଉଚି ଓ ଆପଣ ଯେଉଁ ଅଣ୍ଡର ୱେର ପିନ୍ଧିଛନ୍ତି ତାହାର ରଙ୍ଗ ଫିକା ପଡିବା ସହ ଯଦି ଟାଣ ହୋଇ ଯାଉଛି ତାହାଲେ ଆପଣ ନିଶ୍ଚୟ ଡାକ୍ତର ଙ୍କ ର ପରାମର୍ଶ ନିଅନ୍ତୁ।
ସେହି ପରି ନର୍ମାଲ ଧଳା ସ୍ରବ ର ରଙ୍ଗ ହେଇଚି ଧଳା ବା ହାଲୁକା ହଳଦିଆ। ଏପରି ଥିଲେ ଏହା ନର୍ମାଲ ବୋଲି ଆପଣ ଜାଣିବେ। କିନ୍ତୁ ଏହା ଯଦି ଗ୍ରୀନ କିମ୍ବା ଗାଢ଼ ହଳଦିଆ ହେଉଛି ତାହାଲେ ଏହା ଅଵ ନର୍ମାଲ ବୋଲି ଆପଣ ଜାଣି ନିଅନ୍ତୁ।
ଏହା ସହ ଯଦି ସେଥିରୁ ଦୂର୍ଗନ୍ଧ ବାହାରେ । ଯୌନାଙ୍ଗ କୁଣ୍ଡାଇ ହୁଏ ଓ ସେଥିରେ ଲାଲ ଦାଗ ପଡି ଯାଏ। ତାହାଲେ ନିଶ୍ଚିତ ଭାବରେ ଆପଣ ଡାକ୍ତର ଙ୍କ ର ପରାମର୍ଶ ନେବା ଉଚିତ।
2. white discharge ର କାରଣ କଣ ?
ଇଂଫେକ୍ସନ ହେଉଛି ଏହାର ମୁଖ୍ୟ କାରଣ। ଏହା ପୁଣି ଦୁଇ ପ୍ରକାର ର ଗୋଟିଏ ଫଙ୍ଗଲ ଇଂଫେକ୍ସନ ଓ ଅନ୍ୟଟି ବ୍ୟାକ୍ଟେରିଆ ଇଂଫେକ୍ସନ। ଏହା ସହ ଅଧିକ ମୋଟା ଓ ଡାଇବେଟିସ ଥିବା ଲୋକୋ ଙ୍କ ପାଖରେ ମଧ୍ୟ ଏହା ଦେଖି ବାକୁ ମିଳେ ।
3. ଚିକିତ୍ସା।
ଯେଉଁ ମାନଙ୍କ ର ନର୍ମାଲ white ଯାଉଛି ସେମାନେ କୌଣସି ଚିନ୍ତିତ ହେବା ର ଆବଶ୍ୟକ ନାହିଁ। ସେମାନେ ସାମାନ୍ୟ କିଛି ଟେଷ୍ଟ କରାଇ ନେବା ଉଚିତ। ଏହା ସହ ଯଦି ଇଂଫେକ୍ସନ ଥାଏ ତାହାଲେ ଆଣ୍ଟି ଫଙ୍ଗଲ କିମ୍ବା ଆଣ୍ଟି ବେକ୍ଟେରିଆ ନବା ଉଚିତ।
ସବୁବେଳେ ସୁତା କପଡା ରେ ତିଆରି ଅଣ୍ଡର ୱେର ପିନ୍ଧିବା ଦରକାର। ଏହା ସହ ମନେ କରି ଯେତେବେଳେ ବି toilet ଯାଉଛନ୍ତି ନିଶ୍ଚିତ ଭାବରେ ନିଜର private part କୁ ପରିଷ୍କାର ରଖିବା ଉଚିତ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।