Viral Video – ମହିଳାଙ୍କୁ ଜବରଦସ୍ତ ଲିପ kiss କଲା କୁକୁର ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ହଁ ଦର୍ଶକ ବନ୍ଧୁ ଆପଣ ମାନେ ତ ସମସ୍ତେ ଜାଣିଥିବେ କି ମଣିଷ ପରି କେତେକ ପଶୁ ପକ୍ଷୀ ମାନଙ୍କୁ ମଧ୍ୟ ଆମେ ଘରେ ରଖିଥାଉ | ଆଉ ସିଏ ଆମର ଘରର ଵା ଆମ ପରିବାରର ଲୋକ ବୋଲି ମନେ କରିଥାଉ , ଆଉ ସେହି ପାଳୁ ଥିବା ପଶୁ ପକ୍ଷୀ ମାନେ ଆମ ମାନଙ୍କ ସହିତ ଏତେ ମିଶିଯାଇଥାନ୍ତି କି ତାହା ବିଶ୍ୱାସ କରି ହୁଏନି |
ଏତେ ନିବିଡ଼ ସମ୍ପର୍କ ସେମାନଙ୍କ ଭିତରେ ଗଢ଼ି ହୋଇଯାଇଥାଏ କି ପାଳୁଥିବା ପଶୁ ପକ୍ଷୀ ଟି ତାର ମାଲିକର ଓ ମାଲିକ ଟି ସେହି ମାନଙ୍କର କଥା ଆଉ ଆବଶ୍ୟକତା ମଧ୍ୟ ବୁଝିପାରିଥାଏ | ତାହାଲେ ଆସନ୍ତୁ ସେମିତି ଘରେ ପାଳୁଥିବା ଗୋଟିଏ କୁକୁର ବିଷୟରେ ଆଜି କିଛି ଜାଣିବା |
ତେବେ ଆଜିକାଲି ଘରେ ଘରେ ସମସ୍ତେ କୁକୁର କୁ ପୋଷିବା କିଛି ନୂଆ କଥା ନୁହେଁ, କାରଣ ଆଜିର ଏହି ଦୁନିଆରେ ମଣିଷ ଠୁ ବେଶି ବିଶ୍ଵସ୍ଥ କୁକୁର ହେଇଥାଏ ସେଥିପାଇଁ ଲୋକେ ଘରେ କୁକୁର କୁ ପାଳନ କରିଥାନ୍ତି ଓ ଏହାର ଯତ୍ନ ଗୋଟିଏ ଛୋଟ ପିଲା ଭଳି ନିଆଯାଇଥାଏ |
କାରଣ କୌଣସି ପରିସ୍ଥିତି ରେ ମଣିଷ ଆମ ସହିତ ଧୋକା ଦେଇ ଥାଏ ହେଲେ କୁକୁର କେବେ ନୁହେଁ | ଯାହା ଫଳରେ ଲୋକମାନେ କୁକୁର କୁ ଘରେ ରଖି ତାହାର ଯତ୍ନ ନେଇଥାଏ | ଆଉ ମଣିଷ ମାନଙ୍କର ମଧ୍ୟ ବହୁତ ସାହାଯ୍ୟ କରିଥାନ୍ତି କୁକୁର ମାନେ |
ସେଥିପାଇଁ ତ ଆମେ କୁକୁରକୁ ଆମର ନିଜର ବୋଲି କହିଥାଉ ଆଉ କୁକୁରକୁ ମନୁଷ୍ୟର ବିଶ୍ୱସ୍ତ ବନ୍ଧୁ ବୋଲି କୁହାଯାଇଥାଏ |ତେବେ ଭାଇରାଲ ହେଇଥିବା ଏହି ଭିଡିଓ ଟିକୁ ଦେଖିକି ଯାହା ଜଣା ପଡୁଛି କି କୁକୁର ଟି ତାର ମାଲିକ ଝିଅ ଟିକୁ ତାର ସାଙ୍ଗ ବୋଲି ଭାବୁଛି , ଆଉ ତାଙ୍କୁ ଆଉଁସି ଦେବା ପାଇଁ କହୁଛି |
ଆଉ ଯାହା ଫଳରେ କୁକୁର ଟି ବିଭିନ୍ନ ପ୍ରକାରର ଅଙ୍ଗ ଭଙ୍ଗୀ ଦେଖୋଉଛି ଓ ଝିଅଟିକୁ ବାରମ୍ବାର କହୁଛି ଓ ଟାଣୁଛି | ସେଥିପାଇଁ ଝିଅଟି ମଧ୍ୟ କୁକୁର ଟିକୁ ଆଉଁସି ବାରେ ଲାଗି ପଡିଛି ଆଉ କିଛି ସମୟ ଗଲା ପରେ ଝିଅ ଟି ପୂବି ମୋବାଇଲ ଚଳେଇବାରେ ଲାଗି ପଡିଛି |
ତେବେ ଯେତେବେଳେ ଝିଅଟି ମୋବାଇଲ ଚଳେଇବାକୁ ଲାଗୁଛି ସେତେବେଳେ ପୁଣି କୁକୁର ଟି ଝିଅଟିର ହାତକୁ ଟାଣୁଛି ଆଉ କୁକୁର ର ଦେହ କୁ ଆଉଁସି ଦେବାକୁ କହୁଛି ଓ ଗୁଣ୍ଢେଇ ପକାଉଛି | ଆଉ ଝିଅ ଟି ବାରମ୍ବାର ସେମିତି ନ କରିବାରୁ ଜିଦ କରୁଛି ଓ ଝିଅ ଟିକୁ କୁଣ୍ଢେଇ ପକାଉଛି | ତେବେ ଏହି ଭଳି ଝିଅ ଓ କୁକୁର ଟିର ଭଲ ପାଇବାକୁ ଦେଖିକି ଜାଣି ହେଉଛି ସତରେ ମଣିଷ ଅପେକ୍ଷା ଅଧିକ ଭଲ ସମ୍ପର୍କ ଏହି ମଣିଷ ଆଉ କୁକୁର ଭିତରେ ଦେଖା ଯାଉଛି | ଯାହା ଏବେ ସେସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।