exclusive – ମୁଁ ସିନ୍ଦୁର ପିନ୍ଧିବି ନାଁ ଶଙ୍ଖା ଭାଙ୍ଗିବି , ମୋ ସ୍ୱାମୀ କୁଆଡେ ଗଲେ ,ଅଜଗର ତାଙ୍କୁ ଖାଇଛି,ଦେଖନ୍ତୁ ବୁଢ଼ୀ ମାଉସୀର ହୃଦୟ ବିଦାରକ ଭିଡ଼ିଓ ….
ବର୍ତ୍ତମାନ ର ଏହି ସମାଜର ମାନବିକତା କୁଆଡେ ଉଭେଇ ଗଲାଣି ଆଉ ବର୍ତ୍ତମାନ କେବଳ ଦେଖାଯାଉଛି , ଅମାନବୀକତା , ଆସଭ୍ୟତା ର କରାଳ ଦୃଶ୍ୟ।ତେବେ ବନ୍ଧୁଗଣ ଆମେ ଅନେକ ସମୟରେ ଆପଣଙ୍କୁ ଭିନ୍ନ ଭିନ୍ନ କ୍ରାଇମ , ଗୁଣ୍ଡାଗ୍ରଦି , ଅନ୍ୟାୟ ଅତ୍ୟାଚାର , ଚୋରି , ଆଶୀଳତା ଆଦି ବିଷୟ ସବୁବେଳେ ସୋସିଆଲ ମିଡ଼ିଆ ରେ ଦେଖିବାକୁ ପାଉଛୁ।
ତେବେ ଏହାର ସବୁଠାରୁ ଅଧିକ ସ୍ୱୀକାର ହେଉଛନ୍ତି ମହିଳା ମାନେ , ଯୁବକ ମାନେ ଯୁବତୀ ଙ୍କ ସହ ପ୍ରେମ ର ନାଟକ କରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି।ଆଉ ବଡ଼ ଚାଲିକି ର ସହ ତାର ଭିଡ଼ିଓ ରେକର୍ଡ କରି ପରେ ଯୁବତୀ ଙ୍କୁ ବ୍ଲକମେଲ କରୁଛନ୍ତି।କହିବା ପାଇଁ ଗଲେ ଆଜି କଳି ମଣିଷ ଉପରେ ଯେତିକି କମ୍ ବିଶ୍ୱାସ କରିବା ସେତିକି ଭଲ ।
ମଣିଷ ହୀନ ମାନସିକତା ମଣିଷ କୁ ବହୁତ୍ ତଳକୁ ଖସେଇ ଦେଉଛି ଓ ଦୁନିଆକୁ ଆସ୍ତେ ଆସ୍ତେ ତଳକୁ ଡୁବେଇ ଦଉଛି । ଆମେ ସଦା ସର୍ବଦା ବିଶ୍ୱାସ କରୁ ଗୋଟେ ମହିଳା ପାଖରେ ଗୋଟିଏ ଛୋଟିଆ କୋମଳ ହୃଦୟ ରହିଥାଏ । ମହିଳା ମାନେ କିଛି କିଛି କଥା ସହିତ ଅଙ୍ଗାଙ୍ଗୀ ଭାବରେ ଯୋଡ଼ିତ ଥାଆନ୍ତି ।
ସମସ୍ତ ମଣିଷ କିନ୍ତୁ ସମ୍ମାନ ନୁହନ୍ତି ଏହି ଖରାପ ଦୁନିଆ ଭିତରେ ଭି କିଛି ଲୋକ ଏମିତି ଅଛନ୍ତି ଯେଉଁ ମାନେ ଭଲ କାର୍ଯ୍ୟ କରୁଛନ୍ତି ।ଆପଣ ମାନେ ଆନ୍ଧ୍ର ପୋଲିସ ଙ୍କ ବିଷୟରେ ଜାଣିଥିବେ ଯେଉଁ ମାନେ ଖୁବ୍ ନିର୍ଦ୍ଧୟ ଭାବେ କାର୍ଯ୍ୟ କରନ୍ତି ହେଲେ ଆଜି ଏପରି ପ୍ରେମ ଆଉ ପବିତ୍ର ସମ୍ପର୍କ ହୋଇ ନାହିଁ ପ୍ରେମ କେହି କାହାର ସମ୍ପର୍କ ମଧ୍ୟ ଆଉ ଦେଖୁ ନାହାଁନ୍ତି |
ଏମିତି କି ବିବାହ କରି ସାରିଲେ ମଧ୍ୟ ଅନ୍ୟ କାହା ପ୍ରେମ ସମ୍ପର୍କ ରେଏଭଳି ଏକ ଘଟଣା କେନ୍ଦୁଝର ଜିଲ୍ଲା ଘଷିପଦା ଥାନା କେଶୋଧୁରାପାଲୋ ଗାଁ ନିକଟରେ ଘଟିଛି | ସୂଚନା ଅନୁସାରେ ଶାମୁକା ନିନି ପଞ୍ଚାୟତ ରେ ହୋମପଦା ଗାଁ ର ଯୁବକ ଛଅ ମାସ ତଳେ ବିବାହ କରିଥିଲେ କିନ୍ତୁ ସେ ତାପରେ ମଧ୍ୟ ସେ ଯାଜପୁର ଜିଲ୍ଲା ଟମକା ଥାନା ସମର୍ପିତ ଗାଁ ର ଜଣେ ମହିଳା ଯାହାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛି ତାକୁ ଭଲ ପାଉଛନ୍ତି ବୋଲି ଦାବି କରିଥିଲେ |
ଆଉ ସେ ଯୁବକ ଜଣଙ୍କ ଏହା ମଧ୍ୟ କହିଥିଲେ କି ସେ ବାପା ମା ଙ୍କୁ ମଧ୍ୟ ଭୁଲି ଯାଇ ପାରନ୍ତି କିନ୍ତୁ ସେ ମହିଳା ଜଣଙ୍କୁ ଭୁଲିପାରିବେ ନାହିଁ |ସେ ଯୁବକ ଜଣଙ୍କ କହିଛନ୍ତି କି ସେ ଯେତେବେଳେ ହାଣ୍ଡିଆ ଖାଇକି ଘରକୁ ଖୁସିରେ ଫେରୁ ଥିଲେ ସେତେବେଳେ ମହିଳା ଜଣଙ୍କ ତାଙ୍କୁ ରାସ୍ତାରେ ଅଟକାଇ ଥିଲେ ଆଉ ତାଙ୍କ ସହ ଗାଡ଼ିରେ ବସିକି ଯାଇ ଥିଲେ |
ଦୁହେଁ ପରସ୍ପର କୁ ଭଲ ପାଆନ୍ତି ବୋଲି ମଧ୍ୟ କହି ଥିଲେ ଆଉ ତାଙ୍କ ଭିତରେ ସମ୍ପର୍କ ମଧ୍ୟ ଅଛି ଆଉ ଏବେକା ସମୟରେ ଯୁବକ ଜଣଙ୍କ କହିଛନ୍ତି କି ତାଙ୍କୁ ନ ପାଇଲେ ମୁଁ ମରିଯିବି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ!