🛑EXCLUSIVE : ଭିଡ଼ିଓ କଲରେ ମୋ ସ୍ତ୍ରୀକୁ ଶାଢ଼ୀ ଖୋଲିବାକୁ କହୁଥିଲା ମୋ ସାଙ୍ଗ, ଆଉ ତାକୁ ସବୁଦିନ ପାଇଁ ରୋମାନ୍ସ କରିବା ପାଇଁ କହୁଥିଲା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ବର୍ତ୍ତମାନ ସମୟରେ ସ୍ବାମୀ ସ୍ତ୍ରୀ ସଂପର୍କ ଗୁଡ଼ିକରେ ଅଧିକାଂଶ ସମୟରେ ଏକ୍ସମେରିଟାଲ ସମ୍ପର୍କ କୁ ନେଇ ନାନା ଘଟଣା ଘଟିବାରେ ଲାଗୁଛି । କେତେବେଳେ କିଏ କାହାର ଜୀବନ ନବାକୁ ବି ପଛାଉନାହାନ୍ତି । ସ୍ତ୍ରୀ ଯେତେବେଳ ପର ପୁରୁଷ ଙ୍କ ସହିତ ସମ୍ପର୍କ ରେ ଥାଏ ସେତବେଳେ ସ୍ବାମୀ ର ରାଗର ସୀମା ନଥାଏ । ଆଉ ଏହି ପରି ଏକ ଘଟଣାର ଭୟଙ୍କର ରୂପ ଦେଖିଲେ ଆପଣଙ୍କର ଛାତି ଦୋହଲି ଯିବ । କାରଣ ଏଠାରେ ଜଣେ ବନ୍ଧୁ ହିଁ ଆଉ ଜଣ ବନ୍ଧୁଙ୍କ ଜୀବନ ନବାକୁ ପଛାଇ ନାହାନ୍ତି ।

ତେବେ ସ୍ବାମୀ ଓ ସ୍ତ୍ରୀର ସମ୍ପର୍କ ଏକ ନିବିଡ଼ ପବିତ୍ର ବନ୍ଧନ ଅଟେ , କିନ୍ତୁ ଏହି ସମ୍ପର୍କ ରେ ଯଦି ଏମିତି କିଛି ଦାଗ ଲାଗିଯାଏ ତେବେ ସେତେବେଳେ ସେହି ସମ୍ପର୍କ ଭାଙ୍ଗିବା ସୁନିଶ୍ଚିତ ହୋଇଯାଏ । ଏହି ସମ୍ପର୍କ ରେ ବିଶ୍ୱାସ ଓ ଭଲ ପାଇବା ରହିଥାଏ କିନ୍ତୁ ପତିପତ୍ନୀ ସମ୍ପର୍କରେ ଏହି ଦୁଇଟି ଜିନିଷ ନଥିଲେ ଉଭୟ ଆଗକୁ ବଢ଼ି ପରେ ନାହିଁ ।

 ତେବେ ବର୍ତ୍ତମାନ୍ ଦୁନିଆ ପୁରା ବଦଳି ବା ରେ ଲାଗିଛି ଏବେ ତ ସୋସିଆଲ ମିଡ଼ିଆ ଓ ଇଣ୍ଟରନେଟ୍ ର ଯୁଗ ଚାଲିଛି ତେଣୁ ପ୍ରତିଦିନ ପତିପତ୍ନୀ ମାନକୁ ନେଇ ଅନେକ ଘଟଣା ସାମ୍ନାକୁ ଆସୁଛି । ଆଉ ବର୍ତ୍ତମାନ ଏମିତି କିଛି ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ ବୁଲେଇ ଦବ । ଜଣେ ସ୍ତ୍ରୀ ନିଜର ସ୍ବାମୀର ସାଙ୍ଗ ସହିତ ସମ୍ପର୍କ ରଖିବା କଥା ଜାଣିବା ପରେ ସ୍ବାମୀ କଣ କରୁଛନ୍ତି ଦେଖନ୍ତୁ ।

ଘଟଣା ଟି କିଛି ଏମିତି ପ୍ରକାରର , ତେବେ ଦୁଇ ଜଣ ସାଙ୍ଗ ମିଶି ଗୋଟିଏ ଢାବା କରିଥିଲେ ଆଉ ଉଭୟ ଙ୍କ ପରିବାର ରେ ଭିତରେ ଖୁବ୍ ଭଲ ସମ୍ପର୍କ ଗଢ଼ି ଉଠି ଥିଲା । କିନ୍ତୁ ଏହାରି ଭିତରେ ଜଣେ ସଂସାର ରେ ଖରାପ୍ ନଜର ଆଉ ଜଣକ ସ୍ତ୍ରୀ ଉପରେ ପଡ଼ିଲା ଆଉ ଧିରେ ଧିରେ ଏହି ଉଭୟଙ୍କ ଭିତରେ ଚୋରା ପ୍ରେମ ବଢିବା ରେ ଲାଗିଲା ।

ଏହି କଥା ସ୍ବାମୀ ଜାଣିପାରି ନିଜ ସାଙ୍ଗ କୁ ଘର କୁ ଆସିବା ପାଇଁ ମନା କଲା କିନ୍ତୁ ସାଙ୍ଗ ସେ କଥା ଶୁଣି ନଥିଲେ । ଆଉ ସ୍ତ୍ରୀ କୁ ଫୋନ୍ କରି ଭିଡ଼ିଓ କଲ୍ ରେ କଥା ହେବା ଓ ଶାରିରୀକ ସମ୍ପର୍କ ମଧ୍ୟ ରହିଥିଲା । ତେବେ ଏହି ସବୁ ଦେଖିବା ପରେ ଜଣେ ସ୍ବାମୀ କେମିତି ବା କଣ କରିଥାନ୍ତେ ତେଣୁ ରାଗ ରେ ଯାଇ ସାଙ୍ଗ କୁ ମାରି ଶୁଆଇ ଦେଇଛନ୍ତି ।

ତେବେ ଅଭିଯୁକ୍ତ ଙ୍କ ପରିବାର ଲୋକ କହିବ ଅନୁସାରେ ଏହି କଥା କୁ ନେଇକି ଦୁଇ ସାଙ୍ଗ ମଧ୍ୟରେ ଖୁବ୍ ଝଗଡ଼ା ହୋଇଥିଲା । କିନ୍ତୁ କାଲି ରାତି ରେ ଉଭୟ ଖୁବ୍ ପାଟି ତୁଣ୍ଡ କରିଥିଲେ ଆଉ ତାପରେ ଜଣେ ଅନ୍ୟ ଜନକୁ ହତ୍ୟା କରିଥିଲେ । ତେବେ ଏହା ପରେ ଘଟଣା ସ୍ଥଳ ରେ ପୋଲିସ ଆସି ଅଭିଯୁକ୍ତ କୁ ଗିରଫ କରିବା ସହିତ ଘଟଣା ଉପରେ ବୟାନ ରେକର୍ଡ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।