Exclusive Audio – ରାଇମୋହନ ପରେ ମୃତ୍ୟୁ ବରଣ କରିବେ ଦୈତାରିପଣ୍ଡା ମୃତ୍ୟୁ ପଛରେ ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ସେ ସେସିଆଲ ମିଡ଼ିଆ ହେଉ କି, ସେ ନିଉଜ ପେପର ହେଉ କି ସେ ଟେଲିଭିଜନ ହେଉ ସବୁଠି ଦେଖା ଯାଉଛି ସେହି ଗୋଟିଏ ଖବର , ଓଡିଶା ର ଜଣେ ସୁନାମଧନ୍ୟ କଳାକାର ଖାଲି ଅଲିଉଡ ନୁହଁ ଯାତ୍ରା ଜଗତରେ ଯିଏ ନିଜର ଚେଷ୍ଟା ଆଉ ଆତ୍ମବିଶ୍ୱାସ ବଳରେ କଳାକାର ଜଗତରେ ତାଙ୍କର ନମକୁ ସମସ୍ତଙ୍କ ଠୁ ଉପରରେ ରଖିଥିଲେ , ସେ ଆଉ କେହି ନୁହଁନ୍ତି ଆମ ସମସ୍ତଙ୍କର ଅତି ପ୍ରିୟ ଖଳନାୟକ ଦଇତାରି ପଣ୍ଡା|
ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ନିଜର ଛାପ ଛାଡିଯାଇଥିବା ରାଇମୋହନ ପରିଡା ଆଜି ଦୁନିଆରେ ନାହାନ୍ତି ସତ ହେଲେ ତାଙ୍କର ଯେଉଁ ଅବଦାନ ଓଡିଶା ବାସୀ ଙ୍କ ମୁହଁ ରେ ହଁସ ଫୁଟାଉଥିଲା ବା କାନ୍ଦୁଥିଲା ସେ ଆମ ସମସ୍ତ ଙ୍କୁ ଛାଡି ଏବେ ଆରପାରିକୁ ଚାଲିଯାଇଛନ୍ତି ହେଲେ ସମସ୍ତ ମନରେ ସେ ଅମର ରହିବେ |
ତାଙ୍କର ସେଇ ଅଭିନୟ ଓ ଏବେ ବି ଲୋକଙ୍କୁ ଆକର୍ଷଣ ଆଡ଼କୁ ଟାଣିନେବ, ତାଙ୍କର ଅଭିନୟ କରିବା ର କୌଶଳ ଓ ତାଙ୍କର ଡାଇଲଗ କହିବା ର ଶବ୍ଦ ସତରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ନିଆଁ ଲଗାଉ ଥିଲା |ତାଙ୍କ ର ଆଖି କୁ ଦେଖି ଛୋଟ ରୁ ବଡ ମଧ୍ୟ ଯିଏ କେହି ହେଲେ ଭୟଭୀତ ହେଇଯାଉଥିଲା, ହେଲେ ଆଜି ଠୁ ତାଙ୍କୁ ଝୁରିବ ତାଙ୍କ ପରିବାର ଓ ସାରା ଓଡିଶା, ହେଲେ ଏବେ ଏବେ ଗୋଟିଏ କଥା ସାମ୍ନା କୁ ଆସିଛି ଯେ ସେ ନିଜେ ମିଡିଆ ସମ୍ନା ରେ କହିଛନ୍ତି ଆତ୍ମହତ୍ଯା କରିବେ ବୋଲି।
ସେ ଆଉ ମଧ୍ଯ୍ଯ କହିଛନ୍ତି ମତେ ମାନସିକ ନିଯ୍ଯାତନା ମଧ୍ଯ୍ଯ ଦିଆଯାଉଛି। ଦୁଇ ଦିନ ତଳେ ପାର୍ବତୀ ଗଣନାଟକ ର ଅଧିକାରୀ ଦଇତାରି ପଣ୍ଡା ଫେରାର୍ ହେବା କଥା ଗଣମାଧ୍ୟମ କୁ କହିଥିଲେ। ଏହା ପରେ online ରେ ଔପଦା ଥାନାରେ ଏତଲା ମଧ୍ଯ୍ଯ ଦେଇଥିଲେ।
କିନ୍ତୁ ଦଇତାରି ପଣ୍ଡା ଙ୍କ ପାର୍ବତୀ ଗଣନାଟକ ରେ କୈଣସି ଯୁକ୍ତି ନଥିବା ବେଳେ ଏହି ଯାତ୍ରା ପାଟିରେ ଯେତିକି ଦିନ କାମ କରିଛନ୍ତି ସେତିକି ଟଙ୍କା ମଧ୍ଯ୍ଯ ନେଇଛନ୍ତି।ବାରମ୍ବାର ବାରମ୍ବାର ତାଙ୍କର ସମ୍ମାନ ହାନି କରିବା ସହ ତାଙ୍କୁ ମାନସିକ ନିଯ୍ଯାତନା ମଧ୍ଯ୍ଯ ଦେଇଛନ୍ତି। ସେଥିପାଇଁ ସେ ଆତ୍ମହତ୍ଯା କରିବା ପାଇଁ ଚେତାବନୀ ଦେଇଛନ୍ତି।
କୌଶଳ ଓ ତାଙ୍କର ଡାଇଲଗ କହିବା ର ଶବ୍ଦ ସତରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ନିଆଁ ଲଗାଉ ଥିଲା |ତାଙ୍କ ର ଆଖି କୁ ଦେଖି ଛୋଟ ରୁ ବଡ ମଧ୍ୟ ଯିଏ କେହି ହେଲେ ଭୟଭୀତ ହେଇଯାଉଥିଲା, ହେଲେ ଆଜି ଠୁ ତାଙ୍କୁ ଝୁରିବ ତାଙ୍କ ପରିବାର ଓ ସାରା ଓଡିଶା, ହେଲେ ଏବେ ଏବେ ଗୋଟିଏ କଥା ସାମ୍ନା କୁ ଆସିଛି ଯେ ସେ ନିଜେ ମିଡିଆ ସମ୍ନା ରେ କହିଛନ୍ତି ଆତ୍ମହତ୍ଯା କରିବେ ବୋଲି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।