stop hair fall – କେଶ ଝଡ଼ିବା ସମସ୍ୟାରୁ ଆଜି ହିଁ ମୁକ୍ତି ପାଆନ୍ତୁ ! କରନ୍ତୁ ଏହି ଛୁଟିଆ ଉପାୟ…. କେଶ ଝଡିବା ବନ୍ଦ୍ ||

ବର୍ତ୍ତମାନ ସମୟରେ କେଶ ଝଡିବା ଏମିତି ଏକ ସମସ୍ୟା ପାଲଟିଛି , ଯାହାକି ଛୋଟ ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତ ଙ୍କ ଠାରେ ଦେଖାଯାଉଛି । କୁହାଯାଏ କି ଲମ୍ୱା , ଘନ ଓ ସୁନ୍ଦର କଳା କେଶ ଆମ ସୁନ୍ଦରତାକୁ ବୃଦ୍ଦି କରିବାରେ ସାହାର୍ଯ୍ୟ କରିଥାଏ । ସମାଜରେ ପ୍ରଦୂଷଣର ମାତ୍ରା ଅଧିକ ବଢିବାରୁ ବା ଖାଦ୍ୟ ପେୟରେ ଆଧିକ ମାତ୍ରାରେ ରାସାୟନିକ ପଦାର୍ଥ ରହିବାରୁ ଆମ ଶରୀର ତଥା କେଶ ପାଇଁ ବହୁତ ବଡ ସମସ୍ୟା ହୋଇଯାଇଛି ।

ଲୋକମାନେ କେଶ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମାର୍କେଟ ରୁ ମିଳୁଥିବା ବିଭିନ୍ନ ପ୍ରକାର ପ୍ରଡକ୍ଟ ବ୍ୟବହାର କରିଥାନ୍ତି । କିନ୍ତୁ ସେଥିରେ କେଶ ଜଡିବା ବନ୍ଦ ହେବା ପରିବର୍ତ୍ତେ ଆହୁରି ଅଧିକ ହେବାକୁ ଲାଗେ । ଯେପରି କି କେଶର ମୂଳ କୋମଜର ହୋଇଯିବା ,

କେଶ ଅଧାରୁ ଛିଣ୍ଡିଯିବା ଏମିତି କି ଅନେକ ସମସ୍ୟା ଦେଖାଯାଇଥାଏ । କିନ୍ତୁ ଆଜି ଆମେ ଏମିତି ଏକ ଗଛର ପତ୍ର ଓ ଫୁଲ ବିଷୟରେ ଜଣେଇବୁ , ଯାହାର ବ୍ୟବହାର କରି ଆପଣ କେଶ ଜନିତ ସମସ୍ତ ସମସ୍ୟାକୁ ଦୂର କରିପାରିବେ ।

ତେବେ ସେହି ବୃକ୍ଷଟି ହେଉଛି ସଦାବିହାରୀ ଗଛ , ଏହି ଗଛ ପ୍ରାୟତଃ ଅଧିକାଂଶ ବ୍ୟକ୍ତିଙ୍କ ଘରେ ଦେଖିବାକୁ ମିଳିଥାଏ । ଏହି ଗଛଟି ଦେଖିବା ପାଇଁ ବହୁତ ମନଲୋଭା ହେବା ସହିତ ଏହାର ଫୁଲ ମଧ୍ୟ ବହୁତ ସୁନ୍ଦର ହୋଇଥାଏ । ଏହି ଗଛର ଉପକାରୀତା ବିଷୟରେ ଜାଣିଲେ ଆପଣ ମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ ।

ଯଦି କୌଣସି ବ୍ୟକ୍ତିଙ୍କର କେଶ ଝଡିବା ସମସ୍ୟା ଦେଖାଦିଏ ବା କମ ବୟସରୁ କେଶ ଧଳା ହୋଇଯିବା ବା କେଶ ରୁକ୍ଷ ହେବା ପରି ସମସ୍ୟା ଦେଖାଯାଏ । ତେବେ ଆପଣ ଅତି ସହଜରେ ଏହି ସଦାବିହାରୀ ବୃକ୍ଷର କିଛି ପତ୍ର ଓ ଫୁଲ ସାହାର୍ଯ୍ୟରେ ଦୂରେଇ ପାରିବେ ।

ଏହା ପାଇଁ ପ୍ରଥମେ ଆପଣ ସଦାବିହାରୀ ବୃକ୍ଷର କିଛି ପତ୍ର ଓ ଫୁଲ ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ଧୋଇଦିଅନ୍ତୁ । ବର୍ତ୍ତମାନ ଏହାକୁ ଛେଚା ସାହାର୍ଯ୍ୟରେ ଛେଞ୍ଜି ବା ଗ୍ରାଇଣ୍ଡିଙ୍ଗ କରି ଗୋଟିଏ ପାତ୍ରରେ ଏହାର ରସ ବାହାର କରି ନିଅନ୍ତୁ । ବର୍ତ୍ତମାନ ଏହାକୁ କିଛି ସମୟ ସେମିତି କିଛି ସମୟ ପାଇଁ ଛାଡିଦିଅନ୍ତୁ , କିଛି ସମୟ ପରେ ଏହି ରସକୁ ହାତ ସାହାର୍ଯ୍ୟରେ ବା ତୁଳା ସାହାର୍ଯ୍ୟରେ ନେଇ କେଶର ମୂଳରେ ଲଗାଇ ଦିଅନ୍ତୁ ।

ଏହି ରସକୁ ମୁଣ୍ଡରେ ଲଗାଇବା ପରେ କେଶ ମୂଳକୁ ମସାଜ କରନ୍ତୁ । ଏହାକୁ ସେମିତି 30 ରୁ 40 ପର୍ଯ୍ୟନ୍ତ ସେମିତି ଛାଡି ଦିଅନ୍ତୁ ଓ ପରେ ମୁଣ୍ଡ ଧୋଇ ନିଅନ୍ତୁ । ଏହିପରି ଆପଣ ଗୋଟିଏ ମାସ ପର୍ଯ୍ୟନ୍ତ କରନ୍ତୁ , ଦେଖିବେ ଆପଣଙ୍କର କେଶ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ ଏବଂ ଆପଣଙ୍କ କେଶ କଳା , ଘନ ଓ ସୁନ୍ଦର ଦେଖାଯିବ ।

ତେବେ ସେହି ବୃକ୍ଷଟି ହେଉଛି ସଦାବିହାରୀ ଗଛ , ଏହି ଗଛ ପ୍ରାୟତଃ ଅଧିକାଂଶ ବ୍ୟକ୍ତିଙ୍କ ଘରେ ଦେଖିବାକୁ ମିଳିଥାଏ । ଏହି ଗଛଟି ଦେଖିବା ପାଇଁ ବହୁତ ମନଲୋଭା ହେବା ସହିତ ଏହାର ଫୁଲ ମଧ୍ୟ ବହୁତ ସୁନ୍ଦର ହୋଇଥାଏ । ଏହି ଗଛର ଉପକାରୀତା ବିଷୟରେ ଜାଣିଲେ ଆପଣ ମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ଯଦି କୌଣସି ବ୍ୟକ୍ତିଙ୍କର କେଶ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ