Viral Video – ମାଂସ କିଣିବାକୁ ଆସିଥିବା ଗ୍ରାହକଙ୍କୁ ଦେଖି ମାଲିକଙ୍କୁ କୁଣ୍ଢାଇ ଭୋ ଭୋ ହେଇ କାନ୍ଦିଲା ଛେଳି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆପଣ ମାନେ ତ ସମସ୍ତେ ଜାଣିଥିବେ କି ମଣିଷ ପରି କେତେକ ପଶୁ ପକ୍ଷୀ ମାନଙ୍କୁ ମଧ୍ୟ ଆମେ ଘରେ ରଖିଥାଉ | ଆଉ ସିଏ ଆମର ଘରର ଵା ଆମ ପରିବାରର ଲୋକ ବୋଲି ମନେ କରିଥାଉ , ଆଉ ସେହି ପାଳୁ ଥିବା ପଶୁ ପକ୍ଷୀ ମାନେ ଆମ ମାନଙ୍କ ସହିତ ଏତେ ମିଶିଯାଇଥାନ୍ତି କି ତାହା ବିଶ୍ୱାସ କରି ହୁଏନି |

ଏତେ ନିବିଡ଼ ସମ୍ପର୍କ ସେମାନଙ୍କ ଭିତରେ ଗଢ଼ି ହୋଇଯାଇଥାଏ କି ପାଳୁଥିବା ପଶୁ ପକ୍ଷୀ ଟି ତାର ମାଲିକର ଓ ମାଲିକ ଟି ସେହି ମାନଙ୍କର କଥା ଆଉ ଆବଶ୍ୟକତା ମଧ୍ୟ ବୁଝିପାରିଥାଏ | ତାହାଲେ ଆସନ୍ତୁ ସେମିତି ଘରେ ପାଳୁଥିବା ଗୋଟିଏ ଛେଳି ବିଷୟରେ ଆଜି କିଛି ଜାଣିବା |

ତେବେ ଆଜିକାଲି ଘରେ ଘରେ ସମସ୍ତେ ଛେଳିକୁ ପୋଷିବା କିଛି ନୂଆ କଥା ନୁହେଁ, କାରଣ ଆଜିର ଏହି ଦୁନିଆରେ ମଣିଷ ଠୁ ବେଶି ବିଶ୍ଵସ୍ଥ ଛେଳି ହେଇଥାଏ ସେଥିପାଇଁ ଲୋକେ ଘରେ ଛେଳି କୁ ପାଳନ କରିଥାନ୍ତି ଓ ଏହାର ଯତ୍ନ ଗୋଟିଏ ଛୋଟ ପିଲା ଭଳି ନିଆଯାଇଥାଏ |

କାରଣ କୌଣସି ପରିସ୍ଥିତି ରେ ମଣିଷ ଆମ ସହିତ ଧୋକା ଦେଇ ଥାଏ ହେଲେ ଛେଳି କେବେ ନୁହେଁ | ଯାହା ଫଳରେ ଲୋକମାନେ ଛେଳି କୁ ଘରେ ରଖି ତାହାର ଯତ୍ନ ନେଇଥାଏ | ଆଉ ମଣିଷ ମାନଙ୍କର ମଧ୍ୟ ବହୁତ ସାହାଯ୍ୟ କରିଥାନ୍ତି ଛେଳି ମାନେ |ସେଥିପାଇଁ ତ ଆମେ ଛେଳି ଆମର ନିଜର ବୋଲି କହିଥାଉ ଆଉ ଛେଳି କୁ ମନୁଷ୍ୟର ବିଶ୍ୱସ୍ତ ବନ୍ଧୁ ବୋଲି କୁହାଯାଇଥାଏ |

ତେବେ ଭାଇରାଲ ହେଇଥିବା ଏହି ଭିଡିଓ ଟିକୁ ଦେଖିକି ଯାହା ଜଣା ପଡୁଛି କି ଛେଳି ଟିକୁ ତା ମାଲିକ ବିକ୍ରୀ କରିଦେଉଛି। କିନ୍ତୁ ଛେଳି ଟିକୁ ତା ମାଲିକ ପାଖରୁ ଯିବା ପାଇଁ ଇଚ୍ଛା ନାହିଁ। ସେ ମଣିଷ ପରି କାନ୍ଦି ବାକୁ ଲାଗୁଛି।
ଏମିତି କୌଣସି ପଶୁ କାନ୍ଦି ବାର ଆପଣମାନେ କଉଁଠି ଦେଖିନଥିବେ। ସେ ତାର ମାଲିକ ଙ୍କୁ ଯାବୁଡି ଧରି କାନ୍ଦୁଛି। ଯେମିତି ଛେଳି ଟି କହୁଛି ମୁଁ ପଶୁ ତୁ ମଣିଷ ମୋ କଥା ବୁଝିପାରୁନୁ। ଏତେ ଦିନ ଭଲପାଇବା ଦେଲୁ ସେହ୍ନ ରେ ରଖିଲୁ ଆଉ ଆଜି କିଛି ଟଙ୍କା ପାଇଁ ମତେ ତୁ ବିକି ଦଉଛୁ।

କାରଣ ଆଜିର ଏହି ଦୁନିଆରେ ମଣିଷ ଠୁ ବେଶି ବିଶ୍ଵସ୍ଥ ଛେଳି ହେଇଥାଏ ସେଥିପାଇଁ ଲୋକେ ଘରେ ଛେଳି କୁ ପାଳନ କରିଥାନ୍ତି ଓ ଏହାର ଯତ୍ନ ଗୋଟିଏ ଛୋଟ ପିଲା ଭଳି ନିଆଯାଇଥାଏ | କାରଣ କୌଣସି ପରିସ୍ଥିତି ରେ ମଣିଷ ଆମ ସହିତ ଧୋକା ଦେଇ ଥାଏ ହେଲେ ଛେଳି କେବେ ନୁହେଁ |

ଯାହା ଫଳରେ ଲୋକମାନେ ଛେଳି କୁ ଘରେ ରଖି ତାହାର ଯତ୍ନ ନେଇଥାଏ | ଆଉ ମଣିଷ ମାନଙ୍କର ମଧ୍ୟ ବହୁତ ସାହାଯ୍ୟ କରିଥାନ୍ତି ଛେଳି ମାନେ |ସେଥିପାଇଁ ତ ଆମେ ଛେଳି ଆମର ନିଜର ବୋଲି କହିଥାଉ ଆଉ ଛେଳି କୁ ମନୁଷ୍ୟର ବିଶ୍ୱସ୍ତ ବନ୍ଧୁ ବୋଲି କୁହାଯାଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।