ହିରୋଇନ ଅପରାଜିତା ( Aparajita ) ନିଜ ନାତି ଗୁଆନ ( Guan ) ସହ କଲେ ଜବରଦସ୍ତ ମସ୍ତି, ଦେଖନ୍ତୁ Video

ଓଡିଆ ସିନେମା ରେ ନିଜ ଦମଦାର ଅଭିନୟ ବଳ ରେ ଖୁବ ନାମ କମାଇ ଥିବା ବାବୁଶାନ ଙ୍କୁ ଆଜି କୌଣସି ସ୍ଵତନ୍ତ୍ର ପରିଚୟ ର ଆବଶ୍ୟକତା ନାହିଁ । ତାଙ୍କ ମା ଅପରାଜିତା ମହାନ୍ତି ଓ ପିତା ଉତ୍ତମ ମହାନ୍ତି ଙ୍କ ପରି ସେ ମଧ୍ୟ ନିଜ କୁ ଓଲିଉଡ ରେ ନିଜ କୁ ସୁପ୍ରତିଷ୍ଠିତ କରି ପାରିଛନ୍ତି । ଲଭର ବୟ ରୁ ନେଇ ଆକ୍ସନ ଓ କମେଡି ପର୍ଯ୍ୟନ୍ତ ସବୁ ଚରିତ୍ର ରେ ଜାନ୍ ଭରି ଦିଅନ୍ତି ବାବୁଶାନ । ଆଉ ଦର୍ଶକ ମାନେ ମଧ୍ୟ ତାଙ୍କ ଅନ୍ଦାଜ କୁ ଖୁବ ପସନ୍ଦ କରି ଆସିଛନ୍ତି ।

ବାବୁଶାନ ଙ୍କ ପ୍ରକୃତ ନାମ ହେଉଛି ତନ୍ମୟ ମହାନ୍ତି ଓରଫ ବାବୁ । ସ୍କ୍ରିନ ପାଇଁ ସେ ବାବୁଶାନ ନାମ ବାଛି ଥିଲେ ଏବଂ ସେ ଆଜି ଏହି ନାମ ରେ ସାରା ଓଡିଶା ରେ ପରିଚିତ । ତେବେ ନିକଟ ରେ ୬ ଏପ୍ରିଲ ୨୦୨୧ ରେ ବାବୁଶାନ ଙ୍କ ପତ୍ନୀ ତୃପ୍ତି ଶତପଥି ଗୋଟିଏ ପୁତ୍ର ସନ୍ତାନ କୁ ଜନ୍ମ ଦେଇଛନ୍ତି । ଆଉ ଆପଣ ଙ୍କ ପ୍ରିୟ ଅଭିନେତା ପିତା ହୋଇ ଯାଇଛନ୍ତି । ସେ ତାଙ୍କ ପୁଅ ର ନାମ ରଖିଛନ୍ତି ‘ଗ୍ବାନ’ ।

ନିକଟ ରେ ବାବୁଶାନ ଙ୍କ ବାପା ତଥା ଆକ୍ଟର ଉତ୍ତମ ମହାନ୍ତି ନାତି ଗ୍ବାନ ଙ୍କ ସହ ଖେଳୁ ଥିବାର ଏକ ଭିଡିଓ ସାମନା କୁ ଆସିଥିଲା । ଆଉ ଏବେ ଗ୍ବାନ ଙ୍କ ଜେଜେମା ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି ମଧ୍ୟ ନିଜ ନାତି ସହ ଖେଳୁ ଥିବା ସମୟ ର ଏକ ଭିଡିଓ ଖୁବ ଭାଇରାଲ ହେଉଛି ।

ଏକଦମ ଓଡିଆ ଜେଜେମା ଅନ୍ଦାଜ ରେ ନିଜ ନାତି ସହ ପ୍ରେମ ରେ କଥା ହେଉଛନ୍ତି ଜେଜେମା ।ସେ ଗୋଟିଏ ପରେ ଗୋଟିଏ ସଫଳତାର ସିଢ଼ି ଚଢ଼ି ବର୍ତ୍ତମାନ ସମୟରେ ବଲିଉଡ଼ ରେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ମଧ୍ୟ ଯାଉଛନ୍ତି। ବାବୁସାନ ଅନେକ ସୁପରହିଟ୍ ଫିଲ୍ମ ରେ ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ୍ ଚର୍ଚ୍ଚିତ ରହିଥାନ୍ତି।


ତେବେ ବର୍ତ୍ତମାନ ଅପରାଜିତା ତାଙ୍କ ନାତୀ ଅର୍ଥାତ୍ ବାବୁସାନ ଙ୍କ ପୁଅ ଗୁଆନ୍ ଙ୍କ ସହିତ ମଜା ମସ୍ତି କରୁଥିବା ର ଦେଖିବା କୁ ମିଳିଛି। ଗ୍ବାନ ମଧ୍ୟ ଦେଖିବା କୁ ଖୁବ କ୍ୟୁଟ ହୋଇଛନ୍ତି ଓ ଜେଜେ ମା ଙ୍କ କଥା ଶୁଣି ହସୁ ଛନ୍ତି । ଅପରାଜିତା ଓଡିଆ ସିନେମା କୁ ଅନେକ ହିଟ ଫିଲ୍ମ ଦେଇଛନ୍ତି ଓ ସେ ତାଙ୍କ ସମୟ ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ ରହି ସାରିଛନ୍ତି ।

ଫିଲ୍ମ ଦୁନିଆ ଠୁ ଦୂରେଇବା ପରେ ଅପରାଜିତା ରାଜନୀତି ରେ ମଧ୍ୟ ପାଦ ଦେଇଛନ୍ତି । ଆଉ ନିକଟ ରେ ଜେଜେମା ମଧ୍ୟ ବନି ଯାଇଛନ୍ତି ।ଆଉ ଯାହାକୁ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରିଛନ୍ତି। ଆଉ ସେହି ଭିଡିଓ ରେ ମଧ୍ୟ ଦେଖିବା ପାଇଁ ମିଳି ଥିଲା କି ଅଭିନେତ୍ରୀ ଅର୍ଚ୍ଚିତା ଏବଂ ଅଭିନେତା ସବ୍ୟସାଚୀ ବାବୁସାନ ଙ୍କ ପୁଅ ସହିତ ବହୁତ ମଜା ମସ୍ତି କରୁଥିବା ର ନଜର ଆସିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।