ମାଳିକା ବଚନ – ଆସୁଛି ମହା ବିପଦ 2026 ମସିହା ରେ ହୀରାକୁଦ ନଦୀ ବନ୍ଧ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯିବ,ରକ୍ତର ନଦୀ ଛୁଟିବ ସମସ୍ତେ ମାରିବେ ମାଳିକା ଦେଲା ଚେତାବନୀ….
କେହି ରହି ନାହିଁ , ରହିବେ ନାହିଁଟି ଭଵ ଭୂମି ତଳେ , ସର୍ବେ ନିଜ ନିଜ କର୍ମ ସାରି ବାହୁଡ଼ି ବେ କାଳେ ବଳେ । ତେବେ କାଳି ଯୁଗ ସରିବା ପାଇଁ ବସି ଲାଣି । ଆଉ କିଛି ବର୍ଷ ଭିତରେ ଏ ପୃଥିବି ପୁରା ଧ୍ୱଂସ ପାଇ ଯିବ । ଏହି କଥା ଟି ଆମେ କହୁ ନାହୁଁ । ଏହି କଥା ଟି ମାଳିକା ବର୍ଣ୍ଣିତ ହୋଇଛି । ଆଗକୁ ଆସୁଛି ବଡ଼ ବିପଦ । ହୀରାକୁଦ ନଦୀ ବନ୍ଧ 2026 ମସିହା ରେ ଭାଙ୍ଗି ଯିବ ।
ଏ କଥା ଆମେ କହୁ ନାହୁଁ ଏ କଥା ମାଳିକା ରେ ଲେଖା ଅଛି । ଆଉ ଦୁଇ ବର୍ଷ ପରେ ହୀରାକୁଦ ନଦୀ ଭଣ୍ଡାର ଭାଙ୍ଗି ଯିବ । ଆଉ ତା ପରେ ଗୋଟେ ବଡ଼ ମାଛ ଆସିବ । ଆଉ ସେହି ବଡ଼ ମାଛ ଆସି ମା ଦୁର୍ଗା ଙ୍କୁ ଦର୍ଶନ କରିବ । ତା ପରେ ସେହି ମାଛ ବନ୍ଧ ବଦଳ ରେ ବନ୍ଧ ହୋଇ ଯିବ । ତେବେ ଆପଣ ମାନକୁ ଶୁଣିବା ବେଳକୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁ ଥିବ । କିନ୍ତୁ ଏହା ସତ ଯେ ମାଳିକା ଲେଖିଛି ମାନେ ଏହା ସତ ହେବ ।
ଆଜି ପର୍ଯ୍ୟନ୍ତ ମାଳିକା ଯାହା କହିଛି ତାହା ସତ ହୋଇଛି । ତାହା ଆପଣ ମାନେ ମଧ୍ୟ ଭଲ ଭାବରେ ଜାଣି ଥିବେ । ତେବେ ଏହି ହୀରାକୁଦ ନଦୀ ବନ୍ଧ ସମ୍ବଲପୁର ଜିଲ୍ଲା ରେ ଅବସ୍ତିତ । ଏହି ହୀରାକୁଦ ନଦୀ ବନ୍ଧ 1947 ମସିହା ରେ ଆରମ୍ଭ କରାଯାଇ ଥିଲା । ତେବେ ଏହି ବନ୍ଧ କୁ ନିର୍ମାଣ କରିବା ପାଇଁ 10 ବର୍ଷ ଲାଗି ଥିଲା । ଅର୍ଥାତ 1957 ମସିହା ରେ ଏହା ସମ୍ପୂର୍ଣ ହୋଇ ଥିଲା ।
ତେବେ ଆଜକୁ 70 ବର୍ଷ ହେଲା ବନ୍ଧ ହୋଇ ଗଲାଣି । ଦେଖିବା ପାଇଁ ଗଲେ ଏହି ବନ୍ଧ ବହୁତ ପୁରୁଣା ହୋଇ ଗଲାଣି । ତେଣୁ ଏହି ବନ୍ଧ ଭାଙ୍ଗିବା ପୁରା ସ୍ୱାଭାବିକ କଥା । ମାଳିକା ରେ ଅଚ୍ୟୁତାନନ୍ଦ ଯାହା ଲେଖି ଛନ୍ତି ତାହା କେବେ ମିଛ ହେଇ ନାହିଁ କି ହବ ନାହିଁ । 2026 ମସିହା ରେ ହୀରାକୁଦ ନଦୀ ବନ୍ଧ ଭାଙ୍ଗି ଯିବ ।
ଆଉ 2 ବର୍ଷ ପରେ ଏହି ଘଟଣା ଟି ଘଟିବା ପାଇଁ ଯାଉଛି । ମଣିଷ ମାନେ ଏତେ ଖରାପ କାମ କରୁ ଛନ୍ତି ଯେ ତାହା ଆପଣ ମାନେ ଚିନ୍ତା ମଧ୍ୟ କରି ପାରିବେ ନାହିଁ । ତେଣୁ ପାପ ର ଭାର ଯେତେ ବଢିବ କଳିଯୁଗ ର ବୟସ ସେତେ କମି କମି ଯିବ ।
ଏମିତି ଯୁଧ୍ୟ ଓ ବାତ୍ୟା ଏବଂ ମହାମାରୀ ବ୍ୟାଧି ଆସି ପୁରା ପୃଥିବି କୁ ଧ୍ୱଂସ କରି ଦେଵ । କେହି ଠାକୁର ଆସି ଧ୍ୱଂସ କରିବେ ନାହିଁ , କି ଜଗନ୍ନାଥ 12 ହାତ ଖଣ୍ଡା ଧରି ଆସିବେ ନାହିଁ । ପୃଥିବି ଧ୍ୱଂସ ପାଇବେ ଯେଉଁ ମାନେ ଭଲ କାମ କରି ଛନ୍ତି ସେମାନେ ବଂଚିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।