ଓଃ..କି ….ଡାନ୍ସ ..ବର୍ଷା କାନ୍ଦୁଛି ରେ ବସି ଏକା ,ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି ମାତ୍ର 2 ଘଣ୍ଟାରେ 39 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ….
ଏବେ ସବୁଠି ଛାଇ ଯାଇଛନ୍ତି ଆଲୋକ ଭୋଳ ଓରଫ ଟୁଙ୍ଗୁରୁ ଭୋଳ ଓ ବର୍ଷା ଭୋଳ। ଯାହାଙ୍କୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି। ବହୁ ଚର୍ଚ୍ଚିତ ପ୍ରେମ କାହାଣୀ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ପ୍ରେମ କାହାଣୀ କେତେବେଳେ କେଉଁ ମୋଡ଼ ନେଉଛି ତାହା କାହାକୁ ବି ଜଣା ନାହିଁ।
ଏମାନଙ୍କୁ ନେଇ ସବୁବେଳେ ଭିନ୍ନ ଭିନ୍ନ କଥା ମିଳୁଛି।ଅତି କମ୍ ଦିନ ମଧ୍ୟରେ ସୋସିଆଲ ମିଡିଆ ସେନସେସନ୍ ପାଲଟି ଯାଇଛନ୍ତି ଟୁଙ୍ଗୁରୁ ଭୋଳ ଓ ତାଙ୍କ ପ୍ରେମିକା ବର୍ଷା ।ଉଭୟଙ୍କ ସମ୍ପର୍କକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଚାଲିଛି। ଅଳ୍ପ କିଛି ଦିନ ଭିତରେ ହିଁ ଟୁଙ୍ଗୁରୁ ଭୋଳଙ୍କ ପ୍ରେମ କାହାଣୀ ଚର୍ଚ୍ଚାର ବିଷୟ ପାଲଟି ଥିଲା।
ତେବେ ନିକଟରେ ବର୍ଷା ନାମକ ଜଣେ ୨୭ ବର୍ଷୀୟ ବିବାହିତ ମହିଳା ୨୪ ବର୍ଷୀୟ ଅଟୋ ଡ୍ରାଇଭର ଆଲୋକ ଭୋଳ ଓରଫ ଟୁଙ୍ଗୁରୁଙ୍କ ପ୍ରେମରେ ପଡ଼ିଥିଲେ।ତାଙ୍କର ସ୍ବାମୀ ଓ ୨ଟି ସନ୍ତାନ ରହିଥିଲେ ମଧ୍ୟ ସେମାନଙ୍କୁ ଛାଡି ଦେଇ ପ୍ରେମିକ ସହ ସଂସାର ଗଢ଼ି ତୋଳିବାକୁ ଦେଖିଥିଲେ ସ୍ଵପ୍ନ।
କିନ୍ତୁ ପ୍ରେମିକା ବର୍ଷାଙ୍କ ସହ ସମ୍ପର୍କ ରଖିବା ପରେ ଆଲୋକ ଭୋଳ ଓରଫ୍ ଟୁଙ୍ଗୁରୁ କୁଆଡେ ଚାଲି ଯାଇଥିଲେ । ଫଳରେ ବର୍ଷା ଅନ୍ୟ ଉପାୟ ନପାଇ ଥାନାକୁ ଯାଇ ଅଭିଯୋଗ କରିଥିଲେ ଓ ଭରତପୁର ଥାନା ଆଗରେ ହତାରେ ଫୁଲମାଳ ଶଙ୍ଖା ସିନ୍ଦୂର ଧରି ଓ ଗୋଲାପ ଫୁଲ ଧରି ଧାରଣାରେ ବସିଥିଲେ ବର୍ଷା।
ଆଉ ଏହାପରେ ସାମ୍ନାକୁ ଆସିଥିଲେ ଟୁଙ୍ଗୁରୁ ଭୋଳ ଓ ଗଣ ମାଧ୍ୟମ ସାମ୍ନାରେ କୁହନ୍ତୁ ସେ ବର୍ଷାଙ୍କୁ ପ୍ରେମ କରନ୍ତି ନାହିଁ। ସେମାନଙ୍କ ଭିତରେ ସମ୍ପର୍କ ରହିଥିଲେ ମଧ୍ୟ ଶାରିରୀକ ସମ୍ପର୍କ ନାହିଁ ବରଂ ବର୍ଷା ତାଙ୍କୁ ଏକ ତରଫା ପ୍ରେମ କରି ବିବାହ କରିବା ପାଇଁ ଚାହୁଁଛନ୍ତି। ଆଉ ଏହା ପରେ ଏମାନଙ୍କ ଲଭ ଷ୍ଟୋରୀ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଆଉ ଏହା ପର ଠାରୁ ହିଁ ରାତାରାତି ଯେପରି ଷ୍ଟାର ପାଲଟି ଗଲେ ଟୁଙ୍ଗୁରୁ ଓ ବର୍ଷା । ନିତି ପ୍ରତିଦିନ ସେମାନଙ୍କ ସମ୍ପର୍କରେ ଖବର ପ୍ରସାରଣ ହେବାରେ ଲାଗିଛି। ଏମାନେ ବାହାରକୁ ଗଲେ କି ଲୋକେ ଉଭୟଙ୍କୁ ଦେଖିଲେ ସେଲିବ୍ରିଟି ପରି ସେଲଫି ନେଉଥିଲେ । ଏପରିକି ତାଙ୍କ ପାଖକୁ ସିନେମା ଓ ଗୀତ ଗାଇବାର ଅଫର ମଧ୍ୟ ଆସୁଛି।ଏମାନଙ୍କୁ ବର୍ତ୍ତମାନ ସମୟରେ ମ୍ୟୁଜିକ୍ ଭିଡ଼ିଓରେ ମଧ୍ୟ ଦେଖିବା ପାଇଁ ମିଳୁଛି।
ତେବେ ନିକଟରେ ବର୍ଷାଙ୍କୁ ଏକ ଆଲବମରେ ଅଭିନୟ କରୁଥିବାର ଦେଖିବାକୁ ମିଳୁଛି। ଯାହାର ନିର୍ଦ୍ଦେଶନା ଦେଇଛନ୍ତି ଆର୍ ଚିକୁ ଓ ଏହାକୁ ଗାଇଛନ୍ତି ସିଙ୍ଗର ରଶ୍ମିପ୍ରଭା। ଗୀତରେ ନାଁ ରହିଛି। ବର୍ଷା କାନ୍ଦୁଛି ରେ ବସି ଏକା ତେବେ ଏହି ଗୀତରେ ଟୁଙ୍ଗୁରୁ ବର୍ଷାଙ୍କ ସହ କରିଥିବା ପ୍ରତାରଣାକୁ ଦର୍ଶକ ଦେଖିବାକୁ ପାଇବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।