ସୁନ୍ଦର ଭଜନ – କୁନି ନଟଖଟି Tanisha ଙ୍କ ଗୀତାରେ ଖୁସି ହୋଇ ନମିତା ମାଡାମ କହିଲେ ଏମିତି ! ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ବର୍ତ୍ତମାନ ଓଡ଼ିଶା ର ଓଡ଼ିଆ ସିଦ୍ଧାର୍ଥ ଟିଭି ରେ ଏକ ରିଆଲିଟି ସୋ ଚାଲିଛି ଯାହାର ନାମ ହେଉଛି “ମୁଁ ବି ନମିତା ଅଗ୍ରୱାଲ ହେବି”।ତେବେ ଏହି ସୋ ରେ ଓଡ଼ିଶାର ପ୍ରତିଭା ମାନେ ନିଜର ସ୍ୱର ବା ଗୀତ ଗାଇବା ର ପ୍ରତିଭା କୁ ଚୟନ କରାଯାଉଛି।
ବର୍ତ୍ତମାନ ର ଏହି ଆଧୁନିକ ଯୁଗ ରେ କେହି ବି କଳାକାର ଙ୍କୁ ନିଜ ପ୍ରତିଭା ଦେଖାଇବା କୁ ଅନେକ ପ୍ଲାଟ ଫୋମ ଦିଆ ଯାଉଛି।ଏବଂ ଏହି ସୋ ରେ ବହୁତ ବଡ଼ ବଡ଼ ସଙ୍ଗୀତ କାର ତଥା ନମିତା ଅଗ୍ରୱାଲ , ମୋନ୍ମଥ ସାର ଆଦି ଜଜ ରହିଛନ୍ତି।
ତେବେ ଏହି ସୋ ରେ ଏମିତି ଜଣେ ପ୍ରତିଭା ଆସିଥିଲେ ଆଉ ଯାହାର ଗୀତ ଶୁଣି ଭାବ ବିହ୍ୱଳ ହୋଇଯାଇଥଲେ ନମିତା ଅଗ୍ରୱାଲ ଏବଂ ସୋ ରେ ହିଁ ଖୁସି ରେ ଭୋ ହୋଇ କୁଣ୍ଟେଇ ପକାଇ ଥିଲେ। ଏବଂ ନିଜ ମନରେ ଥିବା କିଛି ଅଭୁଲା ସ୍ମୁତି ବିଷୟ ରେ କହିଥିଲେ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।
ସେହି କୁନି ପ୍ରତିଭା ଜଣଙ୍କ ଥିଲେ ସୃଷ୍ଟି ତାନିଶା ପଣ୍ଡା ଯିଏକି ମା ଙ୍କର ଉଦେଶ୍ୟ ରେ ଏକ ସୁନ୍ଦର ଭଜନ ଟିଏ ଗାଇ ଥିଲେ ଯାହା ନମିତା ଙ୍କର ଗୀତ ଥିଲା। ତେବେ ସେ ଗୀତ ଟି ଗାଇବା ସମୟ ରେ ଏତେ ସୁନ୍ଦର ଭାବରେ ଗାଇ ଥିଲେ କି, ନମିତା ଅଗ୍ରୱାଲ ତାଙ୍କ ଗୀତ ରେ ଭାବ ବିହ୍ୱଳ ହୋଇ ପଡି ଥିଲେ। ଏବଂ ରିଆଲିଟି ସୋ ରେ ହିଁ କାନ୍ଦି ପକାଇ ଥିଲେ।
ତେବେ ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ ଏବଂ ନମିତା ଙ୍କୁ ଏହାର କାରଣ କଣ ରହିଛି, କାହିଁକି ସେ କାନ୍ଦି ପକାଇଲେ ବୋଲି ପଚାରିବା ରୁ ସେ ଯାହା କହିଥିଲେ ତାହା ସମସ୍ତ ଙ୍କୁ ଚକିତ କରିଦେଇ ଥିଲା କହିଥିଲେ କି ତୁମେ ବହୁତ ଭଲ ଗୀତ ଗାଇଲ ମୋ ଛୋଟ ବେଳ ର କଥା ମନେପକଇ ଦେଲ।
ଯେପରି କି ରିଆଲିଟି ସୋ ମାନଙ୍କ ମାଧ୍ୟମ , ତେବେ ଆପଣ ମଧ୍ୟ ଦେଖୁ ଥିବେ କି ଡ୍ୟାନ୍ସ , ସଙ୍ଗ , ଅଭିନୟ , କେମେଡି ଆଦି ପ୍ରତିଭା ଙ୍କୁ ଜାଣିବା ପାଇଁ ଓଡ଼ିଆ ହେଉ କି ହିନ୍ଦୀ ଇନ୍ଦ୍ରଷ୍ଟ୍ରି ହେଉ ସବୁ ଜାଗା ରେ ରିଆଲିଟି ସୋ କରୁଛନ୍ତି। ଏବଂ ଏହି ରିଆଲିଟି ସୋ ମାଧ୍ୟମ ରେ କୋଣ କୋଣ ରେ ଥିବା ପ୍ରତିଭା ଙ୍କୁ ତାଙ୍କର ଜୀବନ ଗଢେଇବା ରେ ସାହାଯ୍ୟ କରେ।
ତେବେ ଏହି ରିଆଲିଟି ସୋ ମାନଙ୍କ ରେ ସେହି ଫିଲଡ଼ ରେ ଯୋଗ୍ୟ ଥିବା ବ୍ୟକ୍ତି ମାନ ବୁଙ୍କୁ ଜଜ ଭାବରେ ନିୟୋଜିତ କରା ଯାଇ ଥାଏ। ଏବଂ ସେମାନେ ପ୍ରତିଭା ମାନଙ୍କ ମଧ୍ୟରୁ ବେଷ୍ଟ ଲୋକଙ୍କୁ ବାଛିଥାନ୍ତି ଏବଂ ତାଙ୍କୁ ଇନ୍ଦ୍ରଷ୍ଟ୍ରି ରେ ନିଜ ପ୍ରତିଭା ଦେଖାଇବାର ସୁଯୋଗ ମିଳି ଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।