viral video – କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ… ନାମ ସତ୍ୟ ହେ ,ହରି ନାମ ସତ୍ୟ ହେରେ ପ୍ରକମ୍ପିତ ହେଈଛି ଗଗନ ଆଉ ପବନ,ଛାତିଥରା ଦୃଶ୍ୟ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ସମ୍ମାନ ତାକୁ ଦିଅ ଯି ସମ୍ମାନ ପାଇବାର ଯୁଗ୍ଯ। ସିନିୟର ହେଲେ ବୋଲି କଣ ସେମାନେ ଖରାପ ବ୍ଯବହାର କରିବେ ଆମେ ସହି ଯିବା। ଆମେ ବି କହିବା। ଆଉ କାହା ପାଇଁ ସୁଇସାଇଡ କେବେବି କରନି ବାପା ମାଅା ଙ୍କୁ ଆଖି ଆଗରେ ରଖ। ରାଗିଙ୍ଗ୍ ହେଲେ ବି ଆମେ କେବେ ଛାଡିବୁନୁ। ମେଣ୍ଟାଲି ରାଗିଙ୍ଗ୍ ଗୋଟେ ପିଲାକୁ ହାରାସ କରିଦେବ। ପଠ ପଢାରେ ହଉ ବା ଘର ପରିବାର କୁ ନେଇ ସବୁଠାରେ ସେ କମିଯିବ।

ଏତିକି କହିସାରି ବାପା ଫୋନ ରଖିଦେଇଥିଲେ। ରାତି ୮ ରେ ବାପା ଝିଅ ଙ୍କ ସହ ଏମିତି କଥା ହୁଏ। ଆଉ ୯.୩୦ ରେ ତାଙ୍କ ମେଶ୍ ରୁ ଖବର ଆସେ ଝିଅ ବହୁତ ସିରିଏସ୍ ଆୟୁସୁ ରେ ଅଛି।ଆଉ ଏହାର ଠିକ୍ ପାଞ୍ଚ ଦିନ ପରେ ଘରର ଏପରି ଅବସ୍ଥା। କାନ୍ଦ ବୋବାଳି ରେ ଫାଟି ପଡୁଛି ଘର।ଝିଅ କହେ ବାପା ମୁଁ ଏଥର କ୍ଲାସ୍ ରେ ଏଥର ୫ ନମ୍ବର ରେ ଅଛି। ପରିକ୍ଷା ସରିଲେ ଭଲ ଚାକିରି ବି ପାଇଯିବି।

 ଝିଅ କହେ ବାପା ଆଜି ଆମ ମେଶ୍ ରେ ଚିକେନ ହୋଇଥିଲା ମୁଁ ଗିନା ରେ ଚିକେନ ଆଣି ରଖିଛି। ଅାଜି ଭାତ ଖାଇବା ପାଇଁ ଆଦୋ ବି ଇଚ୍ଛା ନାହିଁ ମାମା ଯେଉଁ ମୁଢି ଦେଇଥିଲେ ତାହା ମୁଁ ଆଜି ଚିକେନ ସହ ଖାଇବି।
ବାପା କହନ୍ତି ହଉ ମା ଭଲ ରେ ପାଠ ବଢିବୁ। ତ ମା ବହୁ ପରିଶ୍ରମ କରି ତତେ ପାଠ ପଢଉଛି।

ବାପା ଝିଅ କୁ ଫୋନ୍ କଲ୍ କରନ୍ତି ମା ରେ କେମିତି ଅଛୁ। ଝିଅ କହେ ବାପା ଆଜି ଆମ ମେଶ୍ ରେ ଚିକେନ ହୋଇଥିଲା ମୁଁ ଗିନା ରେ ଚିକେନ ଆଣି ରଖିଛି। ଅାଜି ଭାତ ଖାଇବା ପାଇଁ ଆଦୋ ବି ଇଚ୍ଛା ନାହିଁ ମାମା ଯେଉଁ ମୁଢି ଦେଇଥିଲେ ତାହା ମୁଁ ଆଜି ଚିକେନ ସହ ଖାଇବି।

 ଏତିକି କହିସାରି ବାପା ଫୋନ ରଖିଦେଇଥିଲେ। ରାତି ୮ ରେ ବାପା ଝିଅ ଙ୍କ ସହ ଏମିତି କଥା ହୁଏ। ଆଉ ୯.୩୦ ରେ ତାଙ୍କ ମେଶ୍ ରୁ ଖବର ଆସେ ଝିଅ ବହୁତ ସିରିଏସ୍ ଆୟୁସୁ ରେ ଅଛି।
ଆଉ ଏହାର ଠିକ୍ ପାଞ୍ଚ ଦିନ ପରେ ଘରର ଏପରି ଅବସ୍ଥା। କାନ୍ଦ ବୋବାଳି ରେ ଫାଟି ପଡୁଛି ଘର।

ଝିଅ କହେ ବାପା ଆଜି ଆମ ମେଶ୍ ରେ ଚିକେନ ହୋଇଥିଲା ମୁଁ ଗିନା ରେ ଚିକେନ ଆଣି ରଖିଛି। ଅାଜି ଭାତ ଖାଇବା ପାଇଁ ଆଦୋ ବି ଇଚ୍ଛା ନାହିଁ ମାମା ଯେଉଁ ମୁଢି ଦେଇଥିଲେ ତାହା ମୁଁ ଆଜି ଚିକେନ ସହ ଖାଇବି।
ବାପା କହନ୍ତି ହଉ ମା ଭଲ ରେ ପାଠ ବଢିବୁ। ତ ମା ବହୁ ପରିଶ୍ରମ କରି ତତେ ପାଠ ପଢଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।