viral video – ରାଜସ୍ଥାନରୁ ଖୋଜି ଖୋଜି ଆସିଛି ପ୍ରେଗ୍ନେଣ୍ଟ ପ୍ରେମିକା, ଖୋଜୁଛି ପ୍ରେମିକ ସରୋଜକୁ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ବର୍ତ୍ତମାନ ସମୟ ରେ ନିଜର ଯୌନ ଲାଳସା କୁ ମେଣ୍ଟାଇ ବା ପାଇଁ ଲୋକେ କିଛିବି କରୁଛନ୍ତି । ଏଠାରେ ବିବାହ କଥା ପ୍ରଶ୍ନ ହିଁ ଉଠୁ ନାହିଁ । ଅର୍ଥାତ ଲୋକେ ନିଜ ଯୌନ ଲାଳସା କୁ ମେଣ୍ଟାଇବା ପାଇଁ ଶାରୀରିକ ସମ୍ପର୍କ ରଖିବେ କିନ୍ତୁ ଗର୍ଭବତୀ ପରେ ଆଉ ଧରା ଛୁଆଁ ଦେବେନି ।
ଏମିତି ସେକ୍ସ ଆଉ ଧୋକା ସମ୍ବନ୍ଧୀୟ ଅନେକ ଘଟଣା ବର୍ତ୍ତମାନ ସମୟ ରେ ସାଧାରଣ ହୋଇ ଗଲାଣି । ତେବେ ବର୍ତ୍ତମାନ ସମୟ ରେ ଆଉ ଏକ ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଯେଉଁଠି ଜଣେ ବ୍ୟକ୍ତି ଶାରୀରିକ ସମ୍ପର୍କ ରଖି ଗର୍ଭାବତୀ କରିବା ପରେ ଯୁବତୀ ଙ୍କୁ ଛାଡ଼ି ଦେଇ ଛନ୍ତି ।
ତେବେ ସୂଚନା ଅନୁଯାୟୀ ଏହି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡିହାପଡ଼ା ପଞ୍ଚାୟତର ଜାମୁକୁଣ୍ଡା ଗାଁ ର ଅଟେ । ତେବେ ସେହି ଗାଁ ର ମାଗୁଣି ସ୍ୱାଇଁ ଙ୍କ ସାନ ପୁଅ ସରୋଜ ସ୍ୱାଇଁ , ଯି ଏକି ରାଜସ୍ଥାନ ର ଜଣେ ଯୁବତୀ ଙ୍କ ସହିତ ଶାରୀରିକ ସମ୍ପର୍କ ରଖୁ ଥିଲେ ।
ତେବେ ସରୋଜ ରାଜସ୍ଥାନ ରେ ରହିବା ସମୟ ରେ ଯୁବତୀ ଙ୍କ ସହ ତାଙ୍କର ପ୍ରେମ ହୋଇ ଥିଲା । ଏମିତି କି ସରୋଜ ତାଙ୍କୁ ବିବାହ କରିବେ ଏବଂ ତାଙ୍କ ବିନା ବଞ୍ଚି ପାରିବେ ନାହିଁ ବୋଲି ମଧ୍ୟ କହି ଥିଲେ । ମାତ୍ର ବର୍ତ୍ତମାନ ଯେତେ ବେଳେ ଯୁବତୀ ସତ ମାସ ର ଗର୍ଭବତୀ ଅଛନ୍ତି ସେତେ ବେଳେ ସେ ତାଙ୍କ ଗ୍ରହଣ କରିବା କୁ ମନା କରୁଛନ୍ତି ।
ହେମଲତା ଙ୍କ କହିବା କଥା ଯେ ଉଭୟ ଶାରୀରିକ ସମ୍ପର୍କ ରେ ଅନେକ ଦିନ ହେବ ରହି ଆସୁ ଥିଲେ । ଏମିତି କି ସରୋଜ ତାଙ୍କୁ ମନ୍ଦିର ରେ ବିବାହ ମଧ୍ୟ କରି ଥିଲେ । କେତେ ବେଳେ ସରୋଜ ରାଜସ୍ଥାନ ଯାଉ ଥିଲେ ତ କେତେ ବେଳେ ହେମଲତା ଓଡ଼ିଶା ଆସୁ ଥିଲେ ତାଙ୍କୁ ଦେଖା କରିବା କୁ ।
ପୁରୀ ବେଳ ଭୂଇଁ ରେ ଉଭୟ ଙ୍କ ଭିଡ଼ିଓ ଏବଂ ଫୋଟ ମଧ୍ୟ ଦେଖିବା କୁ ମିଳିଛି ଯେ ଉଭୟେ କେତେ ନିକଟ ତ ର ଥିଲେ । ମାତ୍ର ବର୍ତ୍ତମାନ ଯେତେ ବେଳେ ଯୁବତୀ ଛଅ ମାସ ର ଗର୍ଭବତୀ ସେତେ ବେଳେ ସରୋଜ ତାଙ୍କୁ ଛାଡ଼ି ଦେଇଛନ୍ତି ଏବଂ ତାଙ୍କୁ ଗ୍ରହଣ କରିବା କୁ ମନା କରିଛନ୍ତି ।
ହେମାଲତା ଅଭିଯୋଗ କରିଛନ୍ତି ଯେ ସରୋଜ ଦୁଇ ଦୁଇ ଥର ତାଙ୍କର ଗର୍ଭପାତ କରିଛନ୍ତି । ଆଉ ଏବେ ଯେତେବେଳେ ସେ ଛଅ ମାସର ଗର୍ଭବତୀ ତେଣୁ ସେ ସରୋଜ ଙ୍କ ଘର ଆଗରେ ନ୍ୟାୟ ପାଇଁ ବସିଛନ୍ତି । ମାତ୍ର ସରୋଜ ଆଉ ଧରା ଛୁଆଁ ଦେଉ ନାହାଁନ୍ତି ।
ତୃତୀୟ ଥର ଯେତେବେଳେ ସରୋଜ ଜାଣିଥିଲା ମହିଳା ଗର୍ଭବତୀ ହେବା କଥା ସେତେବେଳେ ମଧ୍ୟ ପିଲା ନଷ୍ଟ କରାଇବା କୁ ବାଧ୍ୟ କରିଥିଲା । ମାତ୍ର ହେମଲତା ସେପରି କରି ନଥିଲେ । ତେଣୁ ବର୍ତ୍ତମାନ ହେମଲତା ନ୍ୟାୟ ଅପେକ୍ଷାରେ ରହିଛନ୍ତି ଜିଲ୍ଲାପାଳ ଙ୍କ ଆଗରେ ଦ୍ବାରସ୍ଥ ହେଇଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।