New Twist : ଓଡିଶା ନୁହଁ ପ୍ରକୃତିଙ୍କୁ ଧରି ଆଣ୍ଡମାନ ଚାଲିଗଲେ ବାବୁଶାନ୍ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବର୍ତ୍ତମାନ ଭିଡିଓ ଭାଇରାଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ପ୍ରକୃତି ମିଶ୍ର କହିଛନ୍ତି ଯେ , ମୁଁ କାହାକୁ ବି ଛାଡିବିନି। କହିଛନ୍ତି ମୁଁ ଆଇନ୍ ର ସହାୟତା ନେବି ଓ ମାନ ହାନି କେସ ଦେବି । ମୁଁ ଓ ମୋ ପରିବାର ଏବେ ଭୟଙ୍କର ମାନସିକ ପରିସ୍ଥିତି ଦେଇ ଗତି କରୁଛୁ ।

ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ କହିବା ଅନୁଯାୟୀ , ତାଙ୍କୁ ଏୟାରପୋର୍ଟ କୁ ଆଣିବାକୁ ଯାଇଥିଲେ ଅଭିନେତା ବାବୁଶାନ୍ କିନ୍ତୁ ରାସ୍ତା ରେ ବାବୁଶାନ୍ ଙ୍କ ପତ୍ନୀ ଓ ଶଶୁର ଗୁଣ୍ଡା ଧରି ଆକ୍ରମଣ କରିଥିଲେ । ଏମିତିକି ରାସ୍ତା ଉପରେ ଶାରିରୀକ ଓ ମାନସିକ ଭାବେ ନିର୍ଯାତନା ଦେଇଥିଲେ । ଏହାପରେ ପ୍ରକୃତି କହିଛନ୍ତି , ବାବୁଶାନ୍ ଙ୍କ ସସ୍ଵର ଓ ଗୁଣ୍ଡା ମାନେ ମୋ ସହ ବହୁତ୍ ଖରାପ ବ୍ୟବହାର କରିଛନ୍ତି ।

ଆଉ ସେତେବେଳେ ମୁଁ ସାହାଯ୍ୟ କର ବୋଲି ଡାକୁଥିବା ବେଳେ କେହି ବି କେତେ ସାହାଯ୍ୟ କଲେନି । କାରଣ କେହି ସାହାଯ୍ୟ କରନ୍ତିନି ଲୋକ ଙ୍କୁ ଦେଖିବାକୁ ମଜା ଲାଗେ ଓ ଭିଡ଼ିଓ କରିବା ପାଇଁ ମଜା ଲାଗେ । ପ୍ରକୃତି କହିଛନ୍ତି , ମୁଁ ଓ ବାବୁଶାନ୍ ଯାଉଥିଲୁ ଗୋଟେ ନୂଆ ଓଡ଼ିଆ ସିନେମା ର ପ୍ରମୋସନ କରିବାକୁ । ଯେହେତୁ ଆମ ଦୁଇ ଜଣଙ୍କର ଯିବାର ଥିଲା ସେଥିପାଇଁ ବାବୁଶାନ୍ କହିଲେ ମୁଁ ତୁମକୁ ନେଇଯିବି ।

ଆଉ ସେହି ସମୟ ରେ ବାବୁଶାନ୍ ଙ୍କ ସ୍ତ୍ରୀ ଓ ତାଙ୍କ ଶଶୁର କିଛି ଗୁଣ୍ଡା ନେଇକି ଆସି ପହଂଚିଥିଲେ । ଗୁଣ୍ଡା ମାନେ ଆସି ପ୍ରଥମେ ବାବୁଶାନ୍ ଙ୍କ ସାର୍ଟ କୁ ଭିଡ଼ିଲେ । ଆଉ ତାପରେ ସେମାନେ ମତେ ଶାରିରୀକ ଭାବେ ଯନ୍ତ୍ରଣା ଦେଲେ ଓ ମୋ ସହ ବହୁତ୍ ଖରାପ ବ୍ୟବହାର କରିଛନ୍ତି । ଆଉ ବାବୁଶାନ୍ ଙ୍କ ଶଶୁର ମତେ ଟଣାଟଣି କରି ମୋ ଚୁଟି ଭିଡାଭିଡି କରିଥିଲେ ।


ପୂର୍ବର ବାବୁଶାନ ଓ ଏବର ବାବୁଶାନ ଭିତରେ ବହୁତ ଫରକ ଅଛି। ସେ ବହୁତ ବଦଳି ଯାଇଛନ୍ତି। ସେ ଝିଅ ତାଙ୍କ କ୍ୟାରିୟର ବରବାଦ କରିଛି। ତା’ ସହିତ ତାଙ୍କ ପାରିବାରିକ ଜୀବନକୁ ମଧ୍ୟ ନଷ୍ଟ କରିଛି। ପ୍ରକୃତି ମିଶ୍ରଙ୍କୁ ଆମର ଅନୁରୋଧ ଆମ ଭାଇଙ୍କୁ ଯେତିକି ବରବାଦ କରିବା କଥା କରିଦେଲ, ଏବେ ତୁମେ ତୁମ ଲାଇଫ ଦେଖ ଓ ଆମ ଭାଇକୁ ତାଙ୍କ ଲାଇଫରେ ଛାଡ଼ିଦିଅ।

ତୃପ୍ତି ଆହୁରି କହିଛନ୍ତି, କିଛି ଗୋଟିଏ କାରଣ ରହିଛି, ଯାହାକୁ ନେଇ ପ୍ରକୃତି ମିଶ୍ର ଆମ ଭାଇକୁ ବ୍ଲାକମେଲିଂ କରୁଛନ୍ତି। ସେହି କାରଣଟି ଆମେ ଜାଣିବାକୁ ଚାହୁଁଛୁ। ପ୍ରକୃତି ମିଶ୍ର ଯଦି ଆମ ଭାଇର ଭଲ ସାଙ୍ଗ ହୋଇଥା’ନ୍ତେ, ତା’ହେଲେ ତାଙ୍କ ପାରିବାରିକ ଜୀବନକୁ ନଷ୍ଟ କରି ନଥା’ନ୍ତେ।

ଘରକୁ ନଯାଇ ତାଙ୍କ ସହିତ ସମୟ ବିତାଇବାକୁ ବାଧ୍ୟ କରୁ ନଥା’ନ୍ତେ। ତାଙ୍କ ପାଇଁ ଓ ତାଙ୍କ ସାଙ୍ଗ ମାନଙ୍କ ପାଇଁ ଆମ ଭାଇକୁ ଟଙ୍କା ଖର୍ଚ୍ଚ କରିବାକୁ କହି ନଥା’ନ୍ତେ। ଏସବୁ ଜଣେ ଭଲ ସାଙ୍ଗର ଲକ୍ଷଣ ନୁହେଁ। 30ଜୁଲାଇ ରେ ବାବୁଶାନ୍ ଙ୍କ ଜନ୍ମ ଦିନ ପାଳିବା ପାଇଁ ଉଭୟ ଆଣ୍ଡମାନ କୁ ଚାଲିଯାଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।