🛑EXCLUSIVE : ମୋ ଝିଅକୁ ବର୍ଷାରେ ଭିଜାଇ, ହୋଟେଲରେ ଯାଇ ଖାଇଛନ୍ତି । ଛି…..,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଆଜି ସକାଳୁ ବ୍ରହ୍ମପୁର ଅଞ୍ଚଳରେ ବର୍ଷା ଲାଗି ରହିଛି।ତେବେ ସେଠାରେ ସେହିପରି ଭାବରେ ଦୀପିକା ନିଜର ପତିଙ୍କ ଘର ସମ୍ମୁଖରେ ବସି ରହିଛନ୍ତି ତେବେ ସେଠାରେ କିଛି ସମୟ ପରେ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଆସି ପହଂଚି ଥିଲେ ତେବେ ସେଠାରେ ସେ ମଧ୍ୟ ତାଙ୍କ ସହିତ ନ୍ୟାୟ ପାଇବା ପାଇଁ ଧାରଣା ଦେଇ ଥିଲେ।ତେବେ ସେ ସେଠାରେ ସେହିପରି!

ଭାବରେ ତାଙ୍କ ସହିତ ଧାରଣା ଦେଇ ଥିବାର ଦେଖା ଯାଇ ଥିଲା।ଏହା ପରେ ଦୀପିକା ତାଙ୍କୁ ଏକ ଫଟୋ ଦେଖାଇ ଥିଲେ ଯେଉଁଥିରେ ତାଙ୍କର ପ୍ରେମିକ ନିଜର ପରିବାର ସହିତ ହୋଟେଲରେ ଖାଦ୍ୟ ଖାଉ ଥିବାର ଦେଖିବାକୁ ମିଳି ଥିଲା ଏହା ପରେ ଏହି ଫଟୋ ମିଡ଼ିଆକୁ ପ୍ରମିଳା ତ୍ରିପାଠୀ ଦେଖାଇ ଥିଲେ।

 ତେବେ ସେ କହିଥିଲେ କି ଏପରି ଭାବରେ ସେ ନ୍ୟାୟ ପାଇବା ପାଇଁ ଦୀପିକା ତାଙ୍କର ଘର ସମ୍ମୁଖରେ ବସି ରହିଛନ୍ତି ଏହା ପରେ ମଧ୍ୟ ସେ କିପରି ଭାବରେ ନିଜର ପରିବାର ସହିତ ବାହାରେ ଯାଇ ଖାଦ୍ୟ ଖାଇ ଆସି ପାରୁଛନ୍ତି ଏହା ଉପରେ ସେ କହିଥିଲେ କି ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସେ ସବୁ କିଛି କରିବେ।

ଦୀପିକା ନିଜର ପତିଙ୍କ ଘର ସମ୍ମୁଖରେ ବସି ରହିଛନ୍ତି ସେ ନିଜକୁ ତାଙ୍କର ପତ୍ନୀ ଓ ନିଜର ପୁଅକୁ ଏକ ବାପର ପରିଚୟ ଦେବା ପାଇଁ ସେ ନିଜର ପତିଙ୍କ ଘର ସମ୍ମୁଖରେ ସେହିପରି ଭାବରେ ବର୍ଷାକୁ ଖାତିର ନ କରି ବସି ରହିଛନ୍ତି।ଅନେକ ଦିନ ତଳେ ଏହିପରି ଭାବରେ ତପସ୍ଵିନୀ ମଧ୍ୟ ନିଜର ପତିଙ୍କ ଘର ସମ୍ମୁଖରେ!

ନ୍ୟାୟ ପାଇବା ପାଇଁ ସେହିପରି ଭାବରେ ବସି ରହିଥିଲେ ଏହା ପରେ ବର୍ତ୍ତମାନ ଦୀପିକା ମଧ୍ୟ ସେହିପରି ଭାବରେ ତାଙ୍କର ପତିଙ୍କ ଘର ସମ୍ମୁଖରେ ବସି ରହିଛନ୍ତି।ସେ ନିଜକୁ ଏକ ପତ୍ନୀ ଓ ତାଙ୍କର ପୁଅକୁ ଏକ ପିତାର ପରିଚୟ ଦେବା ପାଇଁ ସବୁ କିଛି କରିବା ପାଇଁ ପ୍ରସ୍ତୁତ ଥିବା ଜଣା ପଡିଛି ଏହା ବ୍ୟତୀତ ସେ ପ୍ରମିଳା ମାଉସୀଙ୍କ

ସହିତ ସେହିପରି ଭାବରେ ତାଙ୍କର ଘର ସମ୍ମୁଖରେ ଧାରଣା ଦେଇ ଚାଲିଛନ୍ତି ତେବେ ତାଙ୍କର ପତି କିନ୍ତୁ ଏହି ସମୟରେ ନିଜର ପରିବାର ସହିତ ବାହାରେ ଏକ ହୋଟେଲରେ ବସି ଖାଦ୍ୟ ଖାଉ ଥିବାର ଦେଖିବାକୁ ମିଳିଥିଲା ଯାହା ଫଳରେ ଏହାକୁ ନେଇ ଅନେକ ଲୋକ ଅନେକ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି।

ପ୍ରଥମେ ଯେତେବେଳେ ୨୦୦୯ ମସିହାରେ ମୁଁ ପ୍ରଥମ ଥର ଘରୁ ଗୋଡ କାଢି ଥିଲି ମୁଁ ବିବାହିତ ବାପା ମତେ ବିବାହ କରେଇ ଦେଲେ ଆଉ ମୋ ଜୀବନରେ ଯେତେବେଳେ ବିଶୃଙ୍ଖଳା ସୃଷ୍ଟି ହେଲା ତ ମୁଁ ନିଜେ କିଛି ଗୋଟେ କରିବା ପାଇଁ ଚାହିଁଲି।ବାପା ମୋର ଜଣେ ହେଡ ମାଷ୍ଟର।ପିଲା ଦିନରୁ ମୋର ସମସ୍ତଙ୍କ ପ୍ରତି ସହାନୁଭୂତି ଥିଲା।

ସେତେବେଳେ ଆମ ପରିବାରର ଅବସ୍ଥା ବି ଭଲ ନଥାଏ।ଆମ ଜେଜେ ଚାକିରି କରିଥିଲେ ଓ ବାପା ଚାକିରି କରିଥିଲେ।ଆମ ବାପା ହେଉଛନ୍ତି ୫ ଭାଇ ୫ ଭଉଣୀ ବି।ତେଣୁ ଚଳିବା ପାଇଁ ଅସୁବିଧା ହୁଏ।ସେସବୁ ଦେଖିବା ଭିତରେ ସେତେବେଳ ଜିନିସ ତ ଏବେ ଆଉ ନାହିଁ।ସେତେ ବେଳ ଠାରୁ ମୋ ମନରେ ଥିଲା ଲୋକଙ୍କୁ!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।