Viral Video : ଯାତ୍ରା ପେଣ୍ଡାଲରେ ରାଣୀ ପଣ୍ଡାଙ୍କୁ ଜବରଦସ୍ତ ମାଡ଼ ମାରିଲେ ଯୁବତୀ ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ଯାତ୍ରା ଜଗତ ର ଏହି ଚର୍ଚ୍ଚିତ ମୁହଁ ରାନୀ ପଣ୍ଡା ଙ୍କୁ କିଏ ବା ନ ଜାଣେ । ସର୍ବଦା ବାଦ ବିବାଦ ରେ ରହି ଆସୁଥିବା ରାଣୀ ଏବେ ନିକଟ ରେ ଏକ ଯାତ୍ରା ମଞ୍ଚ ରେ କହୁ କହୁ କିଛି ଏପରି ଅଶାଳୀନ କଥା କହିଦେଲେ ଯାହାର ଭିଡ଼ିଓ ଏବେକାର ସମୟ ରେ ଭାଇରାଲ ହେବା ରେ ଲାଗିଛି । ଯାତ୍ରା ପେଣ୍ଡେଲ୍ ହୁଲସ୍ତୁଲ କରି ଦେଇ ଥିବା ରାନୀ ଙ୍କ ବିଭିନ୍ନ ଖବର କୁ ନେଇ ସର୍ବଦା ବିବାଦୀୟ ଘେର ରେ । ଯାତ୍ରା ହେଉ କି ପଲିଟିକସ୍, ସବୁଠି ସେ ବଦନାମ୍ ।
ସେ ଯାତ୍ରାରେ ଅର୍ଦ୍ଧ ନଗ୍ନ ହୋଇ ନାଚିବା ହେଉ କିମ୍ବା ସରକାର ଙ୍କୁ ଜବାବ୍ ଦେବା ହେଉ । ଖରାପ ଭାଷା ରେ ଆହୁରି ଅନେକ କିଛି ଏମିତି କଥା କୁହନ୍ତି ଯାହାକୁ ଶୁଣିଲେ ସମସ୍ତେ ମଧ୍ୟ ତାଜୁବ୍ ହୋଇଯାଇଥାନ୍ତି । ଓଡିଆ ଯାତ୍ରା ଜଗତର ଏହି ଚର୍ଚ୍ଚିତ ଚେହେରା ରାଣୀ ପଣ୍ଡା କେବେ ଯାତ୍ରା ମଣ୍ଡପରେ ବିବାଦୀୟ ନାୟିକା ତ କେବେ ରାଜନୀତିରେ ।
ତେବେ ସବୁବେଳେ ସେ ଏକ ଚର୍ଚ୍ଚିତ ଚେହେରା । ଏମିତି କହିଲେ ଭୁଲ୍ ହେବ ନାହିଁ ଯେ ଯେଉଁଠି ବିବାଦ ସେଇଠି ରାଣୀ ପଣ୍ଡା । ତେବେ ବିଭିନ୍ନ ପ୍ରକାର ବିବାଦର ଶିକାର ସବୁ ବେଳେ ହୋଇ ଥାଆନ୍ତି ରାନୀ ପଣ୍ଡା । ତେବେ ନିଜର କଟୁ ଶବ୍ଦ ଓ ଭାଷା ପାଇଁ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି ।
ସେ ନିକଟ ରେ ଏକ ଯାତ୍ରା ମଞ୍ଚ ରେ ସ୍ତ୍ରୀ ଲୋକ ମାନେ ଉପସ୍ଥିତ ନ ଥିବା କାରଣ ରୁ ସେ କହିଲେ କି ମାଇକିନିଆ ଆସି ନାହାନ୍ତି । ଘରୁ ଶପଥ ନେଇ ଥିବେ ସେମାନେ ଆସି ବେନି ବୋଲି କାରଣ ରାଣୀ ପଣ୍ଡା ଆସିବ କଲେ ଲଙ୍ଗଳା ହୋଇଯିବ । ଆଉ ତାଙ୍କ ସ୍ଵାମୀ ମାନ ଙ୍କୁ ଫସେଇ ନେଇଯିବ । ରାଣୀ ପଣ୍ଡା ହେଉଛି ନାରୀ ଜାତି ର କଳଙ୍କ । ପୂରା ତାଣ୍ଡବ କରିବ ଦ୍ଵିତୀୟ ଖଣ୍ଡଗିରି ଭଳି ଦୃଶ୍ୟ କରିବ । କାଳେ ଆଗ ପଟରୁ ଡ୍ରେସ ଖୋଲିଦେବ । ସେଥିପାଇଁ ମା ଭଉଣୀ ଆସି ନାହାନ୍ତି ।
ତେବେ ଯଲିଉଡର ସନି ଲିଓନି କୁହା ଯାଉଥିବା ରାଣୀ ପଣ୍ଡା ଏବେ ସୁଧୁରି ଯାଇ ସୁନା ଭଦ୍ର ରାଣୀ ପଣ୍ଡା ହୋଇ ଯାଇଛନ୍ତି ବୋଲି ସେ ନିଜେ କହିଛନ୍ତି । ଆଉ ଷ୍ଟେଜ ରେ ଲଙ୍ଗଳା ନ ହୋଇ ଉତ୍ପାତ କରୁ ନାହାନ୍ତି ବୋଲି ମଧ୍ୟ କହିଛନ୍ତି । ଭଦ୍ର ଉପରେ କାର୍ଯ୍ୟକ୍ରମ କରୁଛନ୍ତି ଆଉ ସିଧା ଘରକୁ ଯାଉଛନ୍ତି ।
ତେବେ ବିବାଦୀୟ ଏହି ରାଣୀ ପଣ୍ଡା ମଝିରେ କୋଭିଡ ସମୟ ରେ ଅସହାୟ ଲୋକ ଙ୍କ ସେବା ଓ ସାହାର୍ଯ୍ୟ କରି ସମାଜସେବୀ ହୋଇ ଓଡ଼ିଶା ବାସୀଙ୍କ ହୃଦୟରେ ଜାଗା ବନାଇଥିବାର ନଜର ଆସିଥିଲେ । ଯାତ୍ରା ଜଗତ ରେ ରାଣୀ ପଣ୍ଡା ଅଭିନୟ କରି ବହୁତ କଷ୍ଟ ଏତେ ଆଗକୁ ବଢ଼ିବାରରେ ସଫଳ ହେଇଛି । ଯାତ୍ରା ଜଗତ ରେ ତାଙ୍କର ଆକ୍ଟିଂ ଜବରଦସ୍ତ କରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।