New Twist – ବର୍ଷା ଆଉ ଟୁଙ୍ଗୁର ପ୍ରେମ ଅଟୋରୁ, ଶଙ୍କର ଆଉ ଅହଲ୍ୟା ପ୍ରେମ ପାଲ ତଳୁ, ପ୍ରକୃତି ଆଉ ବାବୁସାନ୍ ପ୍ରେମ କେଉଁଠୁ ? କମେଣ୍ଟ କରି ଜଣାନ୍ତୁ,ଦେଖନ୍ତୁ viral ଭିଡ଼ିଓ ଟିକୁ
ଫୁଲେଶ୍ଵର ବସ୍ତି ର ଟୁଙ୍ଗୁରୁ ଭୋଳ ନାମ ଏବେ ସବୁଆଡେ ଚର୍ଚ୍ଚା, ବର୍ଷା ଙ୍କ ସହିତ ତାଙ୍କର ପ୍ରେମ କାହାଣୀ ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହୋଇ ଥିଲା | ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ବର୍ତ୍ତମାନ ସମୟରେ ଚାରି ଆଡେ କିଭଳି ବର୍ଷା ଭୋଳ ଓ ଟୁଙ୍ଗୁରୁ ଭୋଳ ଙ୍କ ଖବର ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ବର୍ଷା ଭୋଳ ଯିଏ କି ନିଜ ସ୍ୱାମୀ ଓ ଦୁଇଟି ସନ୍ତାନ କୁ ଛାଡ଼ି ନିଜେ 40 ବର୍ଷ ର ହୋଇ ଥିବା ବେଳେ ଏକ 21 ବର୍ଷୀୟ ଅଟୋ ଡ୍ରାଇଭର ଙ୍କୁ ବିବାହ କରିବେ ବୋଲି ଥାନାରେ ଧାରଣା ଦେଇ ଥିଲେ |
କାରଣ ସେମାନଙ୍କ ବ୍ୟବହାର ଯାହାକି ସମାଜ ଉପରେ ଗଭୀର ଭାବରେ ପଡ଼ିଥାଏ। ଆପଣ ମାନେ ଅନେକ କଳାକାରଙ୍କୁ ଦେଖିଥିବେ ଯାହାକି ନିଜର ଭୂଲ ପାଇଁ ଲୋକ ମାନଙ୍କ ପାଖରେ ସମାଲୋଚିତ ହେବା ପାଇଁ ପଡ଼ିଥାଏ। ତେବେ ବର୍ତ୍ତମାନ ସମୟରେ ମଧ୍ୟ ଏପରି କିଛି ଖବର ଶୁଣିବା ପାଇଁ ମିଳିଛି।
ଯାହାକି ବାବୁସାନ ଏବଂ ପ୍ରକୃତି ମିଶ୍ର ଚୋର ପ୍ରେମରେ ତାଙ୍କ ସ୍ତ୍ରୀ ବିଚ ରାସ୍ତାରେ ମାଡ଼ ମାରିବା ଦେଖିବା ପାଇଁ ମିଳିଛି। ବାବୁସାନଙ୍କ ବିଦ୍ୟରାଣ ଫିଲ୍ମରେ ପ୍ରକୃତି ମିଶ୍ର ହିରୋଇନ ଭାବରେ ଅଂଶ ଗ୍ରହଣ କରିଥିଲେ।
ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ବାବୁସାନ ଓ ପ୍ରକୃତି ଏକ କାର ରେ ଏକାଠି ମିଶି ଯାଉ ଥିବା ବେଳେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ନିଜ ବାପା ଙ୍କ ସହ ଆସି ତାଙ୍କୁ ଅଟକାଇ ଥିଲେ | ଏହାପରେ ବାବୁସାନ ଙ୍କର ସାର୍ଟ ଧରି ଅନେକ ଗାଳି ଗୁଲଜ କରି ଥିଲେ ଏବଂ ଏହା ପରେ ଗାଡ଼ି।
ଏହି ଭିଡ଼ିଓ ମାଧ୍ୟମ ରେ ଦେଖିବା ପାଇଁ ମିଳିଛି କି ବାବୁସାନ ଓ ପ୍ରକୃତି ଏକ କାର ରେ ଏକାଠି ମିଶି ଯାଉ ଥିବା ବେଳେ ବାବୁସାନ ଙ୍କ ସ୍ତ୍ରୀ ତୃପ୍ତି ନିଜ ବାପା ଙ୍କ ସହ ଆସି ତାଙ୍କୁ ଅଟକାଇ ଥିଲେ | ଏହାପରେ ବାବୁସାନ ଙ୍କର ସାର୍ଟ ଧରି ଅନେକ ଗାଳି ଗୁଲଜ କରି ଥିଲେ ଏବଂ ଏହା ପରେ ଗାଡ଼ି ଭିତରେ ଥିବା ବେଳେ ପ୍ରକୃତି ଙ୍କର ଚୁଟି ଧରି ପିଟା ପିଟି ମଧ୍ୟ କରି ଥିଲେ | ତେବେ ଗାଡ଼ି ଭିତରୁ ବାହାରି ପ୍ରକୃତି ମିଶ୍ର ଯେତେ ବେଳେ ଚାଲି ଯାଉ ଥିଲେ ସେତେ ବେଳେ ତୃପ୍ତି ତାଙ୍କ ପଛରେ ଗୋଡ଼ାଇ ତାଙ୍କୁ ଠେଲି ଦେଇ ଥିଲେ |
ରାସ୍ତା ମଝିରେ ତୃପ୍ତି ଚିଲେଇ ଚିଲେଇ କହୁ ଥିଲେ କି ଏ ହେଉଛି ପ୍ରକୃତି ମିଶ୍ର ପ୍ରେମମ ଫିଲ୍ମ ରୁ ବାବୁସାନ ଙ୍କ ସହ ପ୍ରେମ କରୁଛି | ଏ ପ୍ରକୃତି ମିଶ୍ର ମୋ ପରିବାର କୁ ଧ୍ୱଂସ କରୁଛି, ତିନି ବର୍ଷ ହେଲାଣି ଏ ମୋ ସଂସାର ଭାଗୁଛି ଏମିତି ଅନେକ କଥା ତୃପ୍ତି ସମସ୍ତ ଙ୍କ ସାମ୍ନା ରେ କହି ଥିଲେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।