ଓଡିଆ ଅଭିନେତ୍ରୀ ରିୟାଙ୍କ ହଳଦୀ ସେରେମନି,ଦେଖନ୍ତୁ କିପରି ଖୁସି ରେ ଡାନ୍ସ କରୁଛନ୍ତି ରିୟା ,ଦେଖନ୍ତୁ viral ଭିଡ଼ିଓ ଟିକୁ….

ଦୀର୍ଘ ଦିନ ଧରି ଓଲିଓଡ୍ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଆସିଛନ୍ତି ରିୟା । ଆଜି ପର୍ଯ୍ୟନ୍ତ ପ୍ରାୟ 50 ରୁ ଅଧିକ ସିନେମା ରେ ଅଭିନୟ କରି ସାରିଲେଣି ଅଭିନେତ୍ରୀ ରିୟା । ଅଭିନେତ୍ରୀ ରିୟା ଙ୍କ ର ସୁନ୍ଦର ଅଭିନୟ କାରଣ ରୁ ରିୟା ଙ୍କୁ ସାରା ଓଡିଶା ର ଲୋକ ମାନେ ବହୁତ ଭଲ ପାଇବା ଦେଉଛନ୍ତି । ବର୍ତ୍ତମାନ୍ ସମୟ ରେ ରିୟା ଙ୍କୁ ପ୍ରାୟ 31 ବର୍ଷ ବୟସ ହୋଇଛି ।

ବାହାଘର ପାଇଁ ରିୟା ଙ୍କୁ ଉପଯୁକ୍ତ ବୟସ ହୋଇ ମଧ୍ୟ ଏପର୍ଯ୍ୟନ୍ତ ସେ କାହାକୁ ଏ ବିଷୟ ରେ କହି ନଥିଲେ । ଦୀର୍ଘ ଦିନ ଧରି ତାଙ୍କ ର ଜଣେ ବୟଫ୍ରେଣ୍ଡ ଥିଲା ଆଉ ତାଙ୍କୁ ବହୁତ ଭଲ ପାଉଥିଲେ ରିୟା । କିନ୍ତୁ ଏ ପର୍ଯ୍ୟନ୍ତ ସମସ୍ତ ଙ୍କୁ ଏହି କଥା ଲୁଚେଇ ରଖି ଥିଲେ ଅଭିନେତ୍ରୀ ରିୟା ।

ଆଉ ଏବେ ଅଭିନେତ୍ରୀ ରିୟା ତାଙ୍କ ର ବୟଫ୍ରେଣ୍ଡ ଙ୍କୁ ବିବାହ କରିବା କୁ ଯାଉଛନ୍ତି ।ରିୟା ଙ୍କ ର ନିର୍ବନ୍ଧ ବହୁତ ଧୁମ ଧାମ୍ ରେ ହେଉଥିଲା ଆଉ ଆଶା କରା ଯାଉଛି ମଧ୍ୟ କି ବାହାଘର ବି ବହୁତ ଧୁମ ଧାମ ରେ କରା ଯିବ । ଆଉ ନିର୍ବନ୍ଧ ଭଳି ବାହାଘର ରେ ମଧ୍ୟ ସବୁ ସେଲିବ୍ରିଟି ମାନେ ମଧ୍ୟ ଯୋଗ ଦେବେ ଆଉ ବହୁତ ମଜ୍ଜା ମସ୍ତି କରିବେ ବୋଲି ଆଶା କରା ଯାଉଛି ।

ରିୟା ଙ୍କ ର ଏହି ମେହେନ୍ଦି ରସମ୍ ରେ ମଧ୍ୟ ବହୁତ ଅଭିନେତା ଓ ଅଭିନେତ୍ରୀ ମାନେ ଯୋଗ ଦେଇ ଥିଲେ । ଆଉ ସମସ୍ତେ ଏହି ମେହେନ୍ଦି ରସମ୍ କୁ ବହୁତ ଏଞ୍ଜଏ କରି ଥିବାର ନଜର ରେ ଆସିଥିଲେ । ତାହା ସହ ନିଜେ ରିୟା ଏ ମେହେନ୍ଦି ରସମ୍ କୁ ନାଚି ନାଚି ଏଞ୍ଜଏ କରିଛନ୍ତି ଆଉ ବହୁତ ସାରା ମସ୍ତି ମଧ୍ୟ କରିଛନ୍ତି ସମସ୍ତେ ଯାହାର ଭିଡିଓ ବହୁତ ଭାଇରାଲ ହେବାକୁ ଲାଗୁଛି ।


ସରିଗଲା ରିୟା ଙ୍କ ର ମେହେନ୍ଦି ରସମ୍ । ହେବାକୁ ଯାଉଛି ରିୟା ଙ୍କ ହଳଦୀ ତାପରେ ବାହାଘର । ଆପଣ ମାନେ ଜାଣି ଥିବେ ଯେ ଗତ ଦିନ ମାନଙ୍କ ରେ ନିର୍ବନ୍ଧ କରି ସାରିଛନ୍ତି ଅଭିନେତ୍ରୀ ରିୟା । ଆଉ ଏହି ନିର୍ବନ୍ଧ ପାର୍ଟି ରେ ବହୁତ ସାରା ସେଲିବ୍ରିଟି ମାନେ ଯୋଗ ଦେଇ ଥିବା ସହ ବହୁତ ମଜ୍ଜା ମସ୍ତି କରିଥିବାର ମଧ୍ୟ ନଜର ରେ ଆସିଥିଲେ ।ଆଉ ଏହାରି ମଧ୍ୟ ରେ ରିୟା ଙ୍କ ନିର୍ବନ୍ଧ ବା ରିଙ୍ଗ ସେରିମନି ସାରି ଦେଇଛନ୍ତି ।

ଆଉ ତା ପରେ ସରି ଯାଇଛି ତାଙ୍କ ର ମେହେନ୍ଦି ରସମ୍ । ମେହେନ୍ଦି ରସମ୍ ପରେ ସାରିଯାଇଛି ରହିଛି ତାଙ୍କ ହଳଦୀ ରସମ୍ ଆଉ ତାଙ୍କ ର ବାହାଘର । ଆଉ ଅଳ୍ପ କିଛି ସମୟ୍ ରେ ବାହା ହେବେ ରିୟା । ଅଭିନେତ୍ରୀ ରିୟା ଦେ ନକର ଧୁମ୍ ଧାମରେ ବିବାହ ଉତ୍ସବ ପାଳନ କରାଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।