Joint pain – ମାତ୍ର ୨ ମିନିଟ୍ ରେ ଭଲ ହେବ( ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ) | କରନ୍ତୁ ଏହି ଘରୋଇ ଉପାୟ….

ଆଣ୍ଠୁ ଗଣ୍ଠି ବିନ୍ଧା ହେଉ ଅଣ୍ଟା ବିନ୍ଧା ହେଉ ବା ଅନ୍ୟ କୌଣସି ପ୍ରକାର ଜଏଣ୍ଟ ପେନ୍ ହେଇଥାଉ ତାହା ସଂପୂର୍ଣ୍ଣ ଦୂର ହୋଇଯିବ ଏବଂ ଆପଣଙ୍କୁ ବୋହୁତ ଆରମ ମିଳିବ। ଆଜିକାଲି ଛୋଟ ବଡ ସମସ୍ତଙ୍କ ମଧ୍ୟରେ ଜଏଣ୍ଟ ପେନ୍ ଭଳି ସମସ୍ୟା ଦେଖିବାକୁ ମିଳୁଛି ଖରାପ ଜୀବନଶୈଳୀ ଏବଂ ଭୁଲ୍ ଖାଦ୍ୟପେୟ ଯୋଗୁଁ ଆପଣଙ୍କୁ ଏମିତି ସମସ୍ୟା ଭୋଗିବାକୁ ପଡ଼ିଥାଏ। ଆଗରୁ ବୃଦ୍ଧ ଲୋକଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖିବାକୁ ମିଳୁଥିଲା ।

ଆଜିକାଲି କମ୍ ବୟସର ଲୋକଙ୍କ ଭିତରେ ମଧ୍ୟ ଏହି ସମୟ ଦେଖା ଗଲାଣି କାରଣ ଆଜିର ଯୁବପିଢି ଶାରିରୀକ ପରିଶ୍ରମ ବୋହୁତ କମ୍ କରୁଛନ୍ତି ଫଳରେ ଅର୍ଥେରେଟିସ୍ ଓ ଗଣ୍ଠିଆ ଭଳି ସମସ୍ୟା ସେମାନେ ଭୋଗିଥାନ୍ତି ଏବଂ ବୋହୁତ କଷ୍ଟ ପାଇଥାନ୍ତି।

ଆଜି ଆସନ୍ତୁ ଏମିତି ଏକ ତେଲ ବିଷୟରେ ଜାଣିବା ଯାହାର ପ୍ରୟୋଗ କରି ଆପଣ ନିଜର ଜଏଣ୍ଟ ପେନ୍ ଭଳି ସମସ୍ୟାକୁ ସବୁଦିନ ପାଇଁ ଦୂର କରିପାରିବେ ତେବେ ଆସନ୍ତୁ ଜାଣିବା ଏହି ତେଲକୁ ଆପଣ କିପରି ବନାଇବେ ଏବଂ ଏହାର ପ୍ରୟୋଗ କିପରି କରିବେ।

ଆବଶ୍ୟକ ସାମଗ୍ରୀ:- ରସୁଣ, ସୋରିଷ ତେଲ ଓ ଜୁଆଣି

ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମ ସାମଗ୍ରୀର ଆବଶ୍ୟକତା ପଡ଼ିବ ତାହା ଅଟେ ରସୁଣ ଖାଇବାର ସ୍ଵାଦ ବଢାଇବା ସହିତ ଏହା ଆମର ସ୍ବାସ୍ଥ୍ୟ ପାଇଁ ବୋହୁତ ଲାଭଦାୟକ ହୋଇଥାଏ ଜଏଣ୍ଟ ପେନ୍ ବା ଆଣ୍ଠୁ ଗଣ୍ଠି ବିନ୍ଧା ଭଳି ସମସ୍ୟାରେ ଯଦି ଆପଣ ରସୁଣର ପ୍ରୟୋଗ କରିବେ ତେବେ ଆପଣଙ୍କୁ ବୋହୁତ ଫାଇଦା ମିଳିବ।

ଅନେକ ସମୟରେ ଆମ ଶରୀରରେ ପୋଷାକ ତତ୍ତ୍ଵ ଅଭାବରୁ ବା କ୍ୟାଲସିୟମର ଅଭାବ କାରଣରୁ ଆର୍ଥେଟିସ ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ ସେଥିପାଇଁ ଆପଣ ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ ଆଜିର ଏହି ଉପଚାରଟିକୁ ବ୍ୟବହାର କରନ୍ତୁ।

ପ୍ରଥମ ଆପଣ ୧ ରୁ ୨ଟି ରସୁଣ ନିଅନ୍ତୁ ଏବଂ ସେଥିରୁ ସମସ୍ତ ରସୁଣ ପାଖୁଡାର ଚୋପା କାଢି ନିଅନ୍ତୁ ଏହି ତେଲକୁ ବାନାଇବା ପାଇଁ ଆମକୁ ଦରକାର ସୋରିଷ ତେଲ ବା ଖସା ତେଲ ଏହି ତେଲ ଆମ ଆଣ୍ଠୁ ଗଣ୍ଠି ବିନ୍ଧା ଦୂର କରିବା ପାଇଁ ବୋହୁତ ଅଧିକ ଲାଭ ଦାୟକ ହୋଇଥାଏ। ଏବେ ଆପଣଙ୍କୁ ତୃତୀୟ ଜିନିଷର ଆବଶ୍ୟକତା ପଡିବ ତାହା ଅଟେ ଜୁଆଣି, ଜୁଆଣି ଆପଣଙ୍କ ଜଏଣ୍ଟ ପେନ୍ ବା ଆଣ୍ଠୁ ଗଣ୍ଠି ଫୁଲା ପାଇଁ ବୋହୁତ ଅଧିକ ଲାଭ ଦାୟକ ହୋଇଥାଏ।

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମେ ସୋରିଷ ତେଲ ନେବେ ଏବଂ ସେଥିରେ ୧ ଚାମଚ ଜୁଆଣି ପକାଇବା ଏବେ ସେଥିରେ ରସୁଣକୁ ପକାଇଦେବେ ଆପଣ ଚାହିଁଲେ ଏହାକୁ ମଧ୍ୟ ଅଧିକ ବନାଇ ରଖିପାରିବେ ଏବେ ଆପଣ ଏହି ତେଲକୁ ଗ୍ୟାସ୍ ରେ ବସାଇ ଫୁଟାନ୍ତୁ ଏହା ଆପଣଙ୍କର ଜଏଣ୍ଟ ପେନ୍ ଭଳି ସମସ୍ୟାକୁ ଦୂର କରିବ ଏହା ସହିତ ଯଦି ଆପଣଙ୍କୁ ଆଣ୍ଠୁ ଗଣ୍ଠି ବିନ୍ଧା ଭଳି କିଛି ସମସ୍ୟା ଅଛି ।

କେମିତି ବ୍ଯବହାର କରିବେ:-

ଆପଣ ଏହି ତେଲକୁ ଲଗାଇବେ ତେବେ ଏହାକୁ ଆପଣ ହାଲୁକା ଗରମ କରିଦେବେ। ଏହି ତେଲକୁ ଆପଣଙ୍କ ଜଏଣ୍ଟ ପେନ୍ ଭଳି ଜାଗାରେ ମାଲିସ୍ କରିବା ସହିତ ସକାଳେ ୧୦ ମିନିଟ୍ ନିହାତି ଖରାରେ ବସନ୍ତୁ ଏବଂ ଆପଣ ଖରାରେ ବସି ମଧ୍ୟ ଏହି ତେଲକୁ ଲଗେଇ ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।