ଆଜିକାଲି ଛୋଟ ହେଉ କି ବଡ ସେମାନଙ୍କ ସହ ପ୍ରତ୍ୟକ ଦିନ କିଛି ନା କିଛି ଘଟଣା ଘଟିଥାଏ। ଯାହା ଦ୍ୱାରା ଆମ ଶିର ମଧ୍ୟରେ ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇ ପାରେ ନାହିଁ ଇ ରକ୍ତ ଜମା ବାନ୍ଧି ଯାଇଥାଏ। ଏହା ଭବିଷ୍ୟତ ପାଇଁ ବଡ ବିପଦ ଆଣିପାରେ ବୋଲି ଆମେ କହିଥାଉ। ତେଣୁ ଆଗକୁ ଯେମିତି ଏପରି ବିପଦ ନ ଆସେ ସେଥି ପ୍ରତି ସମସ୍ତେ ଆଗରୁ ସତର୍କ ହୋଇଯିବା ଭଲ। ତେଣୁ ଏହା ପାଇଁ ଡାକ୍ତର ଙ୍କ ର ପରାମର୍ଶ ନେବା ସହ କିଛି ଉପଚାର ମଧ୍ୟ କରାଇବା ଆବଶ୍ୟକ।
ତେଣୁ ବନ୍ଧୁଗଣ ଆଜି ଆମେ ଆପଣଙ୍କ ଏପରି ଏକ ଯୁସ ବିଷୟରେ କହିବୁ ଯାହା କି ଶରୀର ରେ ଜମା ହୋଇଥିବା ରକ୍ତ କୁ ଦୂର କରିବା ସହ ରକ୍ତ ଚାପ ନିୟନ୍ତ୍ରଣ ରେ ରଖି ଥାଏ। ତେଣୁ ବନ୍ଧୁଗଣ ଆସନ୍ତୁ ଜାଣିବା କିପରି ଭାବରେ ଆମେ ସେହି ଯୁସ କୁ ପ୍ରସ୍ତୁତ କରି ପାରିବା।
ଜୁସ ର ପ୍ରସ୍ତୁତି।
ପ୍ରଥମେ ଏକ ସେଓ କୁ ନିଅନ୍ତୁ ଓ ଏହା ର ଚୋପା କୁ ନ ଛାଡାଇ ଏହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। କାହିଁକି ନା ସେଓ ର ଚୋପା ରେ ବହୁତ ପ୍ରକାର ର ଔଷଧି ରହି ଥାଏ। ଏହା ପରେ ଏକ ରସୁଣ ପାଖୁଡା ନେଇ ଏହାର ଚୋପା କୁ ଛଡାଇ ଦିଅନ୍ତୁ। ଏହା ପରେ କାର୍ଡ ଲିଭର ଓଏଲ ଗୋଟିଏ ଚାମଚ ନିଅନ୍ତୁ। ଏହା ସହ କଞ୍ଚା ହଳଦୀ, ଶୁଖିଲା ଲଙ୍କା ଓ ଗୋଲ ମରିଚ ଗୁଣ୍ଡ ନେଇ ଭଲ ଭାବରେ ମିଶାଇ ଦେଇ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଭଲ ଭାବର୍ଦ୍ ଗ୍ରାଇଣ୍ଡ କରନ୍ତୁ।
ଏହା ପରେ ଗୋଟିଏ ପାତ୍ର ରେ ଏହାକୁ ବାହାର କରି ରଖନ୍ତୁ। ଏସବୁ ରେ ପ୍ରଚୁର ପରିମାଣ ରେ ଉପକାରୀ ଔଷଧି ରହି ଥାଏ ଯାହାକି ଆମ ଶରୀର କୁ ସୁସ୍ଥ ରଖୁବାରେ ସାହାଯ୍ୟ କରି ଥାଏ। ଏହିଜିନିଷ ଗୁଡିକ ରେ ଅନେକ ପ୍ରକାର ର ଦରକାରୀ ପଦାର୍ଥ ରହିଥିବାରୁ ଏହା ଆମ ଶରୀରକୁ ହୃଦ ଘାତ , ରକ୍ତ ଜମାଟ ବାନ୍ଧିବା, ରକ୍ତ ଚାପ ଆଦିରୁ ରକ୍ଷା କରି ଥାଏ।
ତେବେ ଏହି ପ୍ରସ୍ତୁତ ହୋଇଥିବା ଯୁସ କୁ ଆପଣ ପ୍ରତିଦିନ ସେବନ କରି ପାରିବେ। ଆପଣ ସକାଳୁ ଉଠି ଖାଲି ପେଟରେ ଏହାକୁ ସେବନ କରିବା ସହ ଏହି ପରି ସବିଦିନ ସେବନ କରନ୍ତୁ। ଏହା କୁ ପିଲା ଠୁ ବୁଢା ସମସ୍ତେ ସେବନ କରି ପାରିବେ।
ଏଥିରେ କୌଣସି ପ୍ରକାର ର ବି କ୍ଷତି କାରକ ପଦାର୍ଥ ରହି ନାହିଁ। ଦେଖିବେ ଏପରି ପ୍ରତ୍ୟକ ଦିନ ସେବନ କରିବା ଦ୍ୱାରା ଆପଣଙ୍କ ଶରୀର ରେ ରକ୍ତ ଜମାଟ ବାନ୍ଧିବ ନାହିଁ ଓ ଆପନଙ୍କ ର ରକ୍ତ ସଞ୍ଚାଳନ ଠିକ ଭାବରେ ଚାଲିବ ଓ ଶରୀର ସୁସ୍ଥ ରହିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।