viral ଭିଡ଼ିଓ – ମୋତେ ବାହା ହେଲା ଏବେ ନୂଆ ଟୋକା ପାଇ ମତେ ଛାଡି ତା ସହ କରୁଛି ରୋମାନ୍ସ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆଉ ସୋସିଆଲ ମିଡିଆରେ ଅନେକ ପ୍ରକାରର ଘଟଣା ବି ଆପଣମାନେ ଶୁଣିବାକୁ ପାଇବେ । ଆଉ ସ୍ବାମୀ ତାର ସ୍ତ୍ରୀ ଥାଉ ଥାଉ ଅନ୍ୟ ଝିଅମାନଙ୍କ ସହିତ ସମ୍ପର୍କ ରଖୁଛି । ଆଉ କେଉଁଠି ସ୍ତ୍ରୀ ତାର ସ୍ଵାମୀ ଆଉ ଛୁଆକୁ ଛାଡି ପର ପୁରୁଷ ସହ ସମ୍ପର୍କ ରଖୁଛି । ଆଉ ଏମିତି ଏକ ଘଟଣା ଘଟିଛି ଆମ ଓଡ଼ିଶାର ଏକ ଜିଲ୍ଲାରେ । ଆଉ ସ୍ବାମୀ ଜଣକ ତାର ସ୍ତ୍ରୀ ନାଁରେ ଅଭିଯୋଗ ଆଣିଛନ୍ତି ।

ଆଉ ସେ ଗଣମାଧ୍ୟମ ଆଗରେ କହିଛନ୍ତି । ସେ କହିଛନ୍ତି, ମୋର ଆଉ ମୋ ସ୍ତ୍ରୀର ଆରେଞ୍ଜ ମ୍ୟାରେଜ । ଆଉ ସେ ପୂର୍ବରୁ କାହାକୁ ଲଭ୍ କରୁଥିଲେ ।ତାର ସ୍ଵାମୀ ଥାଉ ଥାଉ ଅନ୍ୟ ପୁରୁଷ ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଆଉ ସେ ସେହି ପିଲା ସହିତ ଫେରାର ହୋଇଯାଇଛନ୍ତି ।

 ଆମ ପାରିବାରିକ ସଂପର୍କ ଠିକ୍ ଠାକ୍ ଚାଲିଥିବା ବେଳେସେ ଅନ୍ୟ ଜଣକ ସହିତ ଅନିତିକ ସଂପର୍କ ରଖିବାରୁ ତାପରେ ସେ ଅନ୍ୟ ଯାହା ସହିତ ରହିବା ସମୟରେ ଧର ପଡିବ ପରେ ମୋ ପିଠି ପଛରେ ଏମିତି ସବୁ ଚାଲିଥିଲା ବୋଲି ମୁଁ ଜାଣିନଥିଲି ।

ମୋ ସ୍ତ୍ରୀ ଭାବୁଛି କି ମୋ ସ୍ବାମୀ ଜଣେ ଶାନ୍ତ ଲୋକ ଆଉ ମୋତେ ପୁଣି ଥରେ ଗ୍ରହଣ କରିବେ । ଆଉ ମୁଁ କି ମୋ ଜାଗାରେ ଆଉ କଉ ପୁଅ ଥିଲେ ବି ଏମିତି ଝିଅକୁ ଗ୍ରହଣ କରିବ ନାହିଁ । ସେ ଅନ୍ୟ ପୁରୁଷ ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବାର ସବୁତକ ପ୍ରମାଣ ମୋ ପାଖରେ ଅଛି ।


ଆଉ ଘରେ ମୋର ମାଆ ନାହାନ୍ତି ଓ ମୋର ବୁଢ଼ା ବାପା ଅଛନ୍ତି ଆଉ ତାଙ୍କ ଦେହ ଅସୁସ୍ଥ ଅଛି । ତାଙ୍କୁ ବହୁତ ଅତ୍ୟାଚାର କରିଥିଲେ ତାପରେ ସେ ଥାନା ରେ ଅଭିଯୋଗ କରି ଥିଲେ ତା ପରେ ତାଙ୍କର ସ୍ତ୍ରୀ ଛାଡି ଚାଲି ଗଲେ । ତଥାପି କିଛି ସମାଧାନ ବହାରି ନାହିଁ ସେମାନ ଙ୍କୁ ବୁଝା ବୁଝି କରି ଦେଇ ଘର କୁ ପଠେଇ ଦେଲେ ।

ତାଙ୍କୁ ଜୀବନ ରୁ ମାରି ଦେବା କୁ ବହୁତ୍ ଥର ଚେଷ୍ଟା କରିଥିଲେ । ପର କ୍ରିୟା ପ୍ରୀତି ରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ହାଇଡ୍ରାମା ଚାଲି ଥିଲା। ଡିଭର୍ଷ କଥା ମଧ୍ୟ ଉଠି ଥିଲା ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ପାରିବାରିକ କଳହ ଲାଗି କଥା ଘରେ ଥାଇ ଦାଣ୍ଡରେ ପଡ଼ିଥିଲା ।

ଘଟଣାଟି ଘଟିଛି ଆଠଗଡ଼ ତଳସାହି ର ବସନ୍ତ ରାଉତ ଙ୍କ ପୁଅ ପୁନମ୍ କୁମାର ରାଉତ ଆଠଗଡ ପୋଲିସ୍ କୋଲନି ର କୌଲାଶ ପ୍ରଧାନ ଙ୍କ ଝିଅ ପାୟଲ ରାଉତ ଙ୍କ ସହିତ 2015 ମସିହାରେ ବୈଦିକ ରୀତି ରେ ଆରେଞ୍ଜ ମ୍ୟାରେଜ କରିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !