jyotisha shastrara -ଏହି ସବୁ ରାଶିର ପୁରୁଷ ମାନେ ହୋଇଥାନ୍ତି ପର ସ୍ତ୍ରୀ ପ୍ରତି ଆକର୍ଷିତ। ଜାଣନ୍ତୁ କେଉଁ ରାଶିର ପୁରୁଷ ମାନେ ଅନ୍ୟ ସ୍ତ୍ରୀ ସହ ରଖି ଥାନ୍ତି ସମ୍ପର୍କ।

କୌଣସି ସମ୍ପର୍କ ଗଢିବା ଯେତେ କଷ୍ଟ ତାଠୁ ଅଧିକ କଷ୍ଟ ସେହି ସମ୍ପର୍କ କୁ ବଜାୟ ରଖିବା। ଏମିତି ଅନେକ ଉଦାହରଣ ଅଛି ଯେଉଁଥିରେ କି ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରଥମେ ଗଭୀର ପ୍ରେମ ଦେଖିବାକୁ ମିଳୁଥିଲେ ହେଁ ପରବର୍ତ୍ତୀ ଅବସ୍ଥାରେ ଦୁହିଁଙ୍କ ମଧ୍ୟରେ ଦୂରତା ସୃଷ୍ଟି ହୋଇ ଯାଇଥାଏ। ଯାହା ଫଳରେ ଏହାର ଲାଭ ତୃତୀୟ ଲୋକୋ ମାନେ ଉଠାଇ ଥାଆନ୍ତି। ଏପରି ଅନେକ ଲୋକ ଅଛନ୍ତି ଯେଉଁ ମାନେ କି ନିଜ ସ୍ତ୍ରୀ ଥାଉ ଥାଉ ଅନ୍ୟ ସ୍ତ୍ରୀ ମାନଙ୍କ ସହ ସମ୍ପର୍କ ରଖିବାକୁ ପଛାଇ ନଥାନ୍ତି। ଏହାର ବିଭିନ୍ନ କାରଣ ଥାଇ ପାରେ।

ସେଥି ମଧ୍ୟରୁ ଏକ କାରଣ ହୋଇ ପାରେ ଭଲ ପାଇବା ର ଅଭାବ। ପ୍ରଥମେ ପ୍ରଥମେ ସ୍ତ୍ରୀ ମାନେ ଯେପରି ନିଜର ସ୍ୱାମୀ କୁ ଭଲ ପାଇବା ଦେଇ ଥାଆନ୍ତି ପରବର୍ତି ସମୟ ରେ ସେତିକି ଭଲ ପାଇବା ଦେଇ ପାରି ନଥାନ୍ତି ଯୋଉଥି ପାଇଁ ତାଙ୍କର ସ୍ୱାମୀ ମାନଙ୍କ ର ଅନ୍ୟ ସ୍ତ୍ରୀ ପ୍ରତି ଆକର୍ଷିତ ହୋଇ ଥାନ୍ତି। ଓ ସେମାନଙ୍କ ସହ ସମ୍ବନ୍ଧ ବନାଇ ଥାଆନ୍ତି।

ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ରାଶି ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଅଧିକାଂଶ କ୍ଷେତ୍ରରେ ଏହି ପରି ପରିସ୍ଥିତି ର ସମ୍ମୁଖିନ ହୋଇ ଥାନ୍ତି। ଏମାନେ ନିଜର ବିବାହ ଜୀବନରେ ସନ୍ତୁଷ୍ଟ ନଥାନ୍ତି। ଯାହା ଫଳରେ ଏମାନେ ପର ସ୍ତ୍ରୀ ବା ଝିଅ ପ୍ରେମ ର ଆଶ୍ରୟ ନେଇ ଥାଆନ୍ତି। ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ।

ମେଷ ରାଶି।

ମେଷ ରାଶିର ଲୋକୋ ମାନଙ୍କୁ ଅଧିକ ଯତ୍ନଶୀଳ ମହିଳା ମାନେ ପସନ୍ଦ ଆସିଥାନ୍ତି। ଯେଉଁ ମହିଳା ମାନେ ପାଗଳ ଙ୍କ ପରି ଭଲ ପାଇବା ଦେଇ ଥାଆନ୍ତି। ସେହି ପରି ମହିଳା ମାନେ ଏପରି ରାଶିର ଲୋକୋ ମାନଙ୍କୁ ପସନ୍ଦ ଆସି ଥାଆନ୍ତି।

ଏହା ସହ ଅଧିକ କଥା କହୁଥିବା ମହିଳା ମାନେ ମଧ୍ୟ ଏମାନଙ୍କୁ ପସନ୍ଦ ଆସିଥାନ୍ତି। ଏହି ରାଶିର ଲୋକୋ ମାନେ ବହୁତ ଶାନ୍ତ ହୋଇଥିଲେ ମଧ୍ୟ ଭିତରୁ ବହୁତ ଚାଲାକ ହୋଇ ଥାଆନ୍ତି। ସେଥି ପାଇଁ ଏମାନେ ଅନ୍ୟ ସ୍ତ୍ରୀ ସହିତ ସମ୍ପର୍କ ରଖି ଥାଆନ୍ତି। ଏହା ସହ ଅନ୍ୟ ସ୍ତ୍ରୀ ମାନଙ୍କୁ ନିଜ ସ୍ତ୍ରୀ ଅପେକ୍ଷା ଅଧିକ ଗୁରୁତ୍ୱ ଦେଇ ଥାଆନ୍ତି।

କୁମ୍ଭ ରାଶି।

ଏହି ରାଶିର ଲୋକୋ ମାନେ ଅନ୍ୟ ସ୍ତ୍ରୀ ମାନଙ୍କ ସହ ଶାରୀରିକ ସମ୍ପର୍କ ରଖି ଥାଆନ୍ତି । ଏମାନେ କେବେବି ନିଜର ବିବାହ ଜୀବନରେ ଖୁସି ନଥାନ୍ତି। ଏମାନଙ୍କ ନଜର ସର୍ବଦା ପର ସ୍ତ୍ରୀ ଉପରେ ରହି ଥାଏ। ଏମାନେ ସବୁ କଥାରେ ନିଜର ପତ୍ନୀ କୁ ଦୋଷ ଦେଇଥାନ୍ତି। ଏମାନଙ୍କ ର ପ୍ରେମ ସମ୍ପର୍କ ଅଧିକ ଦିନ ଚାଲି ନଥାଏ। ଏମାନେ କୌଣସି ବି ପରିସ୍ଥିତି ରେ ନିଜର ପ୍ରକୃତି କୁ ଛାଡି ପାରି ନଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।