OMG ! ସ୍ତ୍ରୀ ମାନଙ୍କର ଗୋଲ୍ ଗୋଲ୍‌, ପୁରୁଷ ମାନଙ୍କର ଲମ୍ବା…’: ଯାତ୍ରା ଅଭିନେତ୍ରୀ କଣ୍ଢେଇ କହିଲେ ଏମିତି ଭିଡ଼ିଓ ଦେଖିଲେ ହସି ହସି ଗଡ଼ିଯିବେ ଦେଖନ୍ତୁ ଭିଡ଼ିଓ…

ଅଭିନୟର ଏକ ନିଆରା ମଞ୍ଚ ହେଉଛି ଯାତ୍ରା।ଯାତ୍ରାରେ କଳାକାରଙ୍କ ବାସ୍ତବ ତଥା ନିଖୁଣ ଅଭିନୟ ଦର୍ଶକଙ୍କ ହୃଦୟକୁ ଖୁବ୍ ଛୁଇଁଥାଏ।ତେବେ ଅନେକ ଯାତ୍ରା ପ୍ରେମୀ ଅଛନ୍ତି ଯେଉଁମାନେ ସିନେମା ଅପେକ୍ଷା ଯାତ୍ରା ଦେଖିବାକୁ ଖୁବ୍ ଭଲ ପାଆନ୍ତି।ତେବେ ଯଦି ଆମେ ଓଡ଼ିଶାର ଯାତ୍ରା ଜଗତର କଥା କହିବା ତେବେ ଯାତ୍ରା ଦେଖିବା ପାଇଁ ଅନେକ ଲୋକେ ପାଗଳ ହୋଇ ଉଠନ୍ତି। ଫିଲ୍ମ, ଟେଲିଭିଜନ୍‌ର ଦୁନିଆଠାରୁ ଏହି ଦୁନିଆ ଟିକେ ନିଆରା।

ତେବେ ଯାତ୍ରାରେ ଅଭିନୟ କରୁଥିବା କଳାକାର ମାନେ ତାଙ୍କ ଆକ୍ଟିଙ୍ଗ ଜରିଆରେ ଦର୍ଶକମାନଙ୍କ ହୃଦୟ ଜିତି ପାରିଥାନ୍ତି । ଯାତ୍ରା କଳାକାର କୌଣସି ସିନେ କଳାକାରମାନଙ୍କ ଠାରୁ କମ୍ ନୁହେଁ । ଯାତ୍ରାରେ ଥାଏ ଏକ ଅଲଗା ପ୍ରକାରର ମଜା ।

ଏକ ଅଲଗା ପ୍ରକାରର ଆକର୍ଷଣ ଯାହା ଥରେ ଦେଖିଲେ ବାରମ୍ବାର ଦେଖିବାକୁ ଇଛା ହୁଏ।ଆପଣ ମାନେ ହାସ୍ୟ ଅଭିନେତ୍ରୀ କଣ୍ଢେଇ ଙ୍କୁ ଯାତ୍ରା ରେ ଭଲ କମିଡି କରୁ ଥିବାର ନିଶ୍ଚୟ ଦେଖିଥିବେ ଓ ତାଙ୍କ ଜବରଦସ୍ତ କମିଡି କୁ ଦର୍ଶକ ମାନେ ବେସ ପସନ୍ଦ କରୁଥିବେ।

କଣ୍ଢେଇ ବିଶ୍ଵାଳ, ଯାତ୍ରା ଜଗତର ବେଶ ଚର୍ଚ୍ଚିତ ଚେହେରା। ସେ ଜଣେ ହାସ୍ୟ ଅଭିନେତ୍ରୀ ଭାବରେ ଅନେକ ସୁନାମ ଅର୍ଜନ କରିଛନ୍ତି। ତାଙ୍କର କମେଡି ଛୁଙ୍କରେ ହସି ହସି ବେଦମ୍ ହୋଇ ପଡନ୍ତି ଦର୍ଶକ ମାନେ। ଷ୍ଟେଜରେ ସେ ଯେତେବେଳେ କମେଡି କରନ୍ତି କରତାଳିରେ ମହାଲ ପୁରା ଗରମ ହୋଇଯାଏ।

 ସେ ତାଙ୍କ ଜୀବନ ରେ ଅନେକ ଗଣନାଟ୍ୟ ରେ ଅଭିନୟ କରି ବେଶ ଲୋକ ପରିଚିତ ହେବା ସହିତ ଅନେକ ସୁୁନାମ ଅର୍ଜନ କରିଛନ୍ତି । ତେବେ ଦର୍ଶକ ମାନେ କଣ୍ଢେଇ ଙ୍କ ଅଭିନୟ କୁ ଦେଖିବା ପାଇଁ ବେସ ପସନ୍ଦ କରୁଛନ୍ତି ।

ତେବେ ନିକଟରେ ଭୁବନେଶ୍ୱର ନୟାପଲ୍ଲୀ ଠାରେ ତୃଷାର ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଏକ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ସବୁ ଯାତ୍ରା ଜଗତର ନାମୀଦାମୀ କଳାକାର ମାନେ ଯୋଗ ଦେଇଥିଲେ। ସେଠାରେ ଯାତ୍ରା କଳାକାର ମାନଙ୍କୁ ସମ୍ମାନିତ କରାଯାଇଥିଲା।

ତେବେ ସେଠାରେ ଯାତ୍ରା ଅଭିନେତ୍ରୀ କଣ୍ଢେଇଙ୍କୁ ତାଙ୍କ ଯାତ୍ରା ଜୀବନ କିଛି ଅନୁଭୂତି ସେୟାର କରିଥିଲେ। ଯାତ୍ରା ବଡ ବଡ ଦାଣ୍ଡର ଭିକାରୀର କିଛି କମେଡି ଲାଇନ୍ କହିଥିଲେ ଯାହାକୁ ଶୁଣିଲେ ଲୋକେ ହସି ହସି ବେଦମ୍ ହୋଇଯିବେ।

ସେ ପଚାରୁଛନ୍ତି ସ୍ତ୍ରୀ ମାନଙ୍କର ଗୋଲ ଗୋଲ ପୁରୁଷ ମାନଙ୍କ ଲମ୍ବା ସେଇଟା କଣ ଏହାର ଉତ୍ତର ରହିଛି ସିନ୍ଦୂର ଅନ୍ୟ ଏକ ପ୍ରଶ୍ନ ଥିଲା ସ୍ବାମୀ ଥରେ କରେ କିନ୍ତୁ ସ୍ବାମୀ ସବୁଦିନ କରୁଥାଏ। ଏହାର ଉତ୍ତର ମଧ୍ୟ ରହିଛି ସିନ୍ଦୂର। ଅନ୍ୟ ଏକ ପ୍ରଶ୍ନ ନାରୀ ମାନଙ୍କୁ ତଳ ସୁନ୍ଦର ନା ଉପର ସୁନ୍ଦର ତାର ଉତ୍ତର ରହିଛି ପାଦ। ତ ଏହିଭଳି କିଛି ମଜାଦାର ପ୍ରଶ୍ନର ଉତ୍ତର ଅତି ମଜାଦାର ଢଙ୍ଗରେ ବ୍ୟାଖ୍ୟା କରିଥିଲେ କଣ୍ଢେଇ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।