Exclusive Video – ରୁଚିକାକୁ ହଷ୍ଟେଲରେ ଟର୍ଚ୍ଚର କରାଯାଉଥିଲା, ସେଥିପାଇଁ ସେ ଏଭଳି ନିଷ୍ପତି ନେଲା…ଦେଖନ୍ତୁ ମହିଳା ଜଣଙ୍କ କଣ କହୁଛନ୍ତି…
ଯେଉଁ ମାନଙ୍କ ପାଇଁ ରୁଚିକା ଏପରି ଚରମ ପଦକ୍ଷେପ ନେଲେ ଏକଥା ନିଜେ ରୁଚିକା ତାଙ୍କର ସୁଇସାଇଡଲ୍ ନୋଟ୍ ରେ କହିଛନ୍ତି। ସେହି ତିନି ସିନିୟର ଙ୍କ ଖୁଲତାଡ୍ ଚଲାଇଛି ପୋଲିସ୍। ରୁଚିକା ମହାନ୍ତି ସିନିୟର ଙ୍କ ଟର୍ଚ୍ଚର ସହି ନପାରି ସୁଇସାଇଡ୍ କରିଛନ୍ତି। ତିନି ସିନିୟର ଙ୍କ ନାମ କଣ ପାଇଁ ରୁଚିକା ମହାନ୍ତି ନେଇ ନାହାଁନ୍ତି। ଯଦି ରୁଚିକା ମହାନ୍ତି ସିନିୟର ଙ୍କ ନାମ ନେଇଥାନ୍ତେ ତାହାଲେ ପୁଲିସ୍ କୁ ଖୁଜି ବାରେ ସହାୟକ ହେଉଥାନ୍ତା। ଏବଂ ଦୋଷି କୁ ଉଚିତ୍ ଦଣ୍ତ ମିଳିଥାନ୍ତା।
ତିନି ସିନିୟର ଙ୍କ ପାଇଁ ଜୀବନ ହରାଇଛନ୍ତି ରୁଚିକା। କିନ୍ତୁ ସେମାନଙ୍କ ନାମ ଉଲ୍ଲେଖ କରିନାହାନ୍ତି ରୁଚିକା। ଏ କଥା ସୁଇସାଇଡଲ୍ ନୋଟ୍ ରେ ଉଲ୍ଲେଖ ହୋଇଛି। କିନ୍ତୁ ସେମାନଙ୍କ ନାମ ଉଲ୍ଲେଖ କରିନାହାନ୍ତି ରୁଚିକା। ଯଦି ତିନି ଜଣଙ୍କ କଥା ଲେଖି ପାରିଲେ ନାମ କାହିଁକି ଉଲ୍ଲେଖ କରିପାରିଲେନି।
ନାମ ନଲେଖିବାକୁ ନେଇ ଏବେ ଚର୍ଚ୍ଚା ହେଉଛି। ବହୁ ଚର୍ଚ୍ଚିତ ବିଜେପି କଲେଜ ର ଛାତ୍ରୀ ରୁଚିକା ମହାନ୍ତି ଙ୍କ ମୂତ୍ଯୁ କୁ ନେଇ ବଢୁଛି ସଶପେନସ୍। ତିନି ସିନିୟର କୁ ଖୁଜି ପାଇବା ପୋଲିସ୍ ପାଇଁ ଏକ ଚାଲେଞ୍ଜ୍ ହେଉଛି।
କଲେଜ କର୍ତ୍ତୁପକ୍ଷ ରୁ ଜଣେ ମହିଳା ରୁଚିକା ମହାନ୍ତି ଙ୍କ ବିଷୟ ରେ କହିଛନ୍ତି। ଗରିବ ମାଇପେ ସମସ୍ତ ଙ୍କ ସାଳୀ। ଯଦି ସେ ଝିଅ ଟି ଯଦି A. M. L କି ମନ୍ତ୍ରୀ ଙ୍କ ଝିଅ ହୋଇଥାନ୍ତା ଏତେ ବେଳକୁ କଲେଜ ରେ କ୍ଲାସ ହୋଇନଥାନ୍ତା। ଏହି ଝିଅ ଟି ଗରିବ ଘରର ଝିଅ ବୋଲି ତା ର ଆସା ଆସା ରେ ରହିଗଲା।
ଏପରି ଅଭିନବ ଘଟଣା ଆଉ ଘଟି ନଥାନ୍ତା। ରୁଚିକା ମହାନ୍ତି ପରି ମେଧାବୀ ଛାତ୍ରୀ ଆଜି ଜୀବନ ହରାଇ ନଥାନ୍ତେ। ରୁଚିକା ଙ୍କ ମା ଭଳି ଆଉ କାହାର କୂଳ ଶୁନ୍ଯ ହୋଇନଥାନ୍ତା। ଯଦି ବି ରାଗିଙ୍ଗ୍ ସେମାନେ କରୁଛନ୍ତି। ତ ଡର ନାହିଁ। ବାପାମାଆ ଙ୍କୁ ଆଖି ରେ ରଖ।
ଏତେ ବଡ ବଡ ଡ୍ରିମ୍ ଅଛି u. p. s ଭଳି ତାକୁ ବି ପୁରଣ କରିବା ଆବଶ୍ଯକ। ଏମିତି ନୁହଁ ଆମକୁ କିଏ କହିଦେବ ଆମେ ସୁଇସାଇଡ୍ କରିଦେବୁ। ଯଦି ତିନି ଜଣ ସିନିୟର ଙ୍କ ପାଇଁ ସେ ମରିଛନ୍ତି। ତାହାଲେ ସେମାନଙ୍କ ନାମ ଲେଖିବାର ଥିଲା। ଆଜିକାଲି ଦୁନିଆ ରେ ସରଳତା ଦେଖା ନାହିଁ। ଏବଂ ଯିଏ ଦୟାର ପାତ୍ର ତାକୁ ଦୟା ଦେଖାଓ।
ଏମାନଙ୍କ ର ୱଡେନ୍ କଣ କରୁଥିଲା ୱଡେନ୍ କୁ ଖାଲି କଣ ଏ ଝିଅ ର ପାଗଳାମୀ ଦେଖାଗଲା ସେ କେମିତି ପରିସ୍ଥିତି ରେ ଅଛି ତାହା କଣ ଦେଖାଗଲାନି। ଗୋଟିଏ ଝିଅ ଆତ୍ମହତ୍ଯା କରିବା ପାଇଁ ଇଚ୍ଚା କରିବ କାହିଁକି କୌଣସି ମାନସିକ ଚାପ ରେ ହିଁ ଝିଅ ଟି ଏମିତି କରେ। ତେଣୁ ୱଡେନ୍ କୁ ସସପେଣ୍ଟ୍ କରାଯାଉ। ଆଉ ସେ ଝିଅ ତିନି ଟିକୁ ଆରେଷ୍ଟ୍ କରାଯାଉ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।