ଓଃ..କି ଡାନ୍ସ ! କଅଁଳି ଅଣ୍ଟା ରେ ଠୁମୁକା ଲଗାଇଲେ କୁନି ଝିଅ, ଦେଖନ୍ତୁ ଏହି କୁନି ଝିଅର ସମ୍ବଲପୁରୀ ଡ୍ୟାନ୍ସ..,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

ସମ୍ବଲପୁରୀ ଦିବସ ଅବସରରେ ଉତ୍ସବ ମୁଖର ପଶ୍ଚିମ ଓଡିଶା । ଢୋଲ, ନିଶାଣ ବାଜା ଓ ସମ୍ବଲପୁରୀ ନାଚ, ଗୀତରେ ଝୁମୁଛି ପଶ୍ଚିମ ଓଡିଶାର ବିଭିନ୍ନ ସହର । ସମ୍ବଲପୁରୀ କବି ଓ ଭାଷା ସହିତ୍ୟର ପୁରୋଧା ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିବସ ଭାବେ ପାଳନ କରୁଛି ସାରା ପଶ୍ଚିମ ଓଡିଶା ।

ସମ୍ବଲପୁରୀ ଖାଦ୍ୟର ମଜା ନେବା ସହ ନାଚ ଗୀତରେ ମସଗୁଲ ହୋଇଛନ୍ତି ଲୋକେ । ଚଳିତ ବର୍ଷ ପଶ୍ଚିମ ଓଡିଶା ଏକତା ମଞ୍ଚ ପକ୍ଷରୁ ଝାରସୁଗୁଡା ଠାରେ ପାଳିତ ହୋଇଛି ସମ୍ବଲପୁରୀ ଦିନ । ସମଲେଶ୍ୱରୀ ଭଜନ, ସମ୍ବଲପୁରୀ ଗୀତ, ନୃତ୍ୟ, ସମ୍ବଲପୁର ଫେସନ ଶୋ, କବିତା ଆସର, ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି ।

ତରଫରୁ ସମ୍ବଲପୁରୀ ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସମ୍ବଲପୁରୀ ଦିନ ପ୍ରସାରିତ ହୋଇଛି । ଏଥିରେ ସାମିଲ ହୋଇ ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ସମ୍ବଲପୁରୀ ଗୀତ ଗାଇ ସମସ୍ତଙ୍କୁ ମତୁଆଲ କରିଛନ୍ତି । ସେହିପରି କଣ୍ଠଶିଳ୍ପୀ ଲିପ୍ସା ମହାରଣା, ଜୟଶ୍ରୀ ଧଳଙ୍କ ସମ୍ବଲପୁରୀ ଗୀତ ମନକୁ ଛୁଇଁ ଯାଇଥିଲା । କାର୍ଯ୍ୟକ୍ରମରେ ସାମିଲ ହୋଇ ବ୍ୟଙ୍ଗ କବି ଜ୍ଞାନ ହୋତା ସମ୍ବଲପୁରୀ ଭାଷାରେ କବିତା ଆବୃତି କରିଥିଲେ ।

ସମ୍ବଲପୁରୀ ନାଚ୍ ଦେଖଲେ ଯେନ୍ତା ଲୋକମାନେ ଝୁମି ଯାଏସନ୍ ସେନ୍ତା ସମ୍ବଲପୁରୀ ଲୋକଗୀତ କାନେ ପଡ଼ଲେ ଲୋକମାନେ ମତୁଆଲା ହେଇଯାଏସନ୍ । ଆର୍ ଇ ସମ୍ବଲପୁରୀ ଲୋକକଳା, ଲୋକ ସଂସ୍କୃତିକେ ବଚାବାର୍ ଲାଗି ବହୁତ ଟେ କଲାକାର୍ ସବୁ ସମିୟାନେ ଚେଷ୍ଟା ଜାରି ରଖିଛନ୍ ।


ସମ୍ବଲପୁରୀ ଶାଢ଼ୀ ଏକ ପାରମ୍ପରିକ ହାତବୁଣା ଇକତ ଶାଢ଼ୀ ହେଉଁଥିରେ ସୂତା ସବୁକୁ ପ୍ରାକୃତିକ ରଙ୍ଗରେ ରଙ୍ଗାଯାଏ ଓ ସେଥିରେ ଶାଢ଼ୀ ବୁଣାଯାଇଥାଏ, ଯାହାକି ଓଡ଼ିଶାର ସୋନପୁର, ସମ୍ବଲପୁର ଆଦି ଅଞ୍ଚଳରେ ବୁଣାଯାଇଥାଏ । ଶାଢ଼ୀ ଏକ ପାରମ୍ପରିକ ଭାରତୀୟ ନାରୀମାନଙ୍କ ଲୁଗା ଯାହା ସିଲାଇ ନକରାଯାଇ ପିନ୍ଧା ହୋଇଥାଏ ଓ ଏହାର ଆକାର ୪-୯ ମିଟର ହୋଇଥାଏ ।

ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟଙ୍କଦ୍ୱାରା ସ୍ଥାପିତ ଏହା ଗରିବ ଆଦିବାସୀ ଓ ହରିଜନମାନଙ୍କୁ ହାତବୁଣା ସମ୍ବଲପୁରୀ ଶାଢ଼ୀ ତିଆରି କରି ସେମାନଙ୍କ ଜୀବନ ଧାରଣର ମାନ ବଢ଼ାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ସମ୍ବଲପୁରୀ ବସ୍ତ୍ରରେ ଦିଅ ଯାଉଥିବା ରଙ୍ଗର ମନ ସ୍ୱତନ୍ତ୍ର । ତାହା ଏପରି ଭାବେ ତିଆରି ହେଇଥାଏ ଯେ ତାହା ବହୁଦିନ ବ୍ୟବହାର ପରେ ମଧ୍ୟ ମଳିନ ପଡେ ନାହି । ଏହି ରଙ୍ଗର ପ୍ରସ୍ତୁତି ବିଧି ଗୋପନୀୟ ରକ୍ଷା ଯାଇଥାଏ । ସବୁଥିରେ ସାଜସଜ୍ଜା ହେଇ କୁନି ଝିଅ ଶ୍ରେୟା ସମ୍ବଲପୁରୀ ଡାନ୍ସ କରି ସମସ୍ତଙ୍କ ମନରେ ଖେଳି ଯାଇଥିଲା !

ମାତ୍ର ୩ବର୍ଷ ର କୁନି ଝିଅ ତାଳ କୁ ତାଳ ଦେଇ ସମ୍ବଲପୁରୀ ବସ୍ତ୍ରାଳୟ ପିନ୍ଧି ଓ ଗହଣା ପିନ୍ଧି ନୃତ୍ୟ ପ୍ରଦର୍ଶନ କରିଥିଲେ । ଏହା କୁ ଲୋକ ମାନେ ଖୁବ୍ ଭଲ ପାଇବା ଦେଇଥିଲେ ଓ ସେ ବଡ଼ ହେଲେ ଗୋଟିଏ ଡାନ୍ସର ହେବେ ବୋଲି କହୁଛନ୍ତି ସେ କୁନି ଝିଅ ଟି ର ଗୀତର ତାଳ କୁ ତାଳ ମିଶେଇ ଖୁବ୍ ସୁନ୍ଦର ଭାବରେ ନାଚିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।