Teeth Recipe – ଏହି ଗୋଟିଏ ଜିନିଷ ମିଶେଇ ଥରେଦାନ୍ତ ଘଷାନ୍ତୁ… ମାତ୍ର ୩ ଦିନରେ ଦାନ୍ତ କ୍ଷୀର ଭଳି ଚମକିବ…

ବିଭିନ୍ନ ସମୟ ରେ ଦାନ୍ତର କଳା ବା ହଳଦିଆ ଦେଖା ଯାଉଥିବା ରୁ ଆମର ସୌନ୍ଦର୍ଯ୍ୟ ନଷ୍ଟ ହୋଇ ଯାଇ ଥାଏ ଏବଂ ବିଭିନ୍ନ ଜାଗା ରେ ଖରାପ ମଧ୍ୟ ଆମ କୁ କହି ଥାଆନ୍ତି ଯାହା ଦ୍ୱାରା ଅପମାନର ଶିକାର ହୋଇଥାଉ। ଏଥି ପାଇଁ ଆପଣ ଙ୍କୁ ଗୋଟିଏ ପ୍ରାକୃତିକ ଉପଚାର ବିଷୟ ରେ କହିବୁ ଯାହାକୁ ଆପଣ 2 ମିନିଟ ବ୍ୟବହାର କରିବା ଦ୍ୱାରା ମୋତି ଭଳି ଚନାକୀବ ।

ସମସ୍ୟା ବ୍ୟତୀତ ଦାନ୍ତରୁ ରକ୍ତ ବାହାରିବା, ପାଇରିଆ ପରି ଅନେକ ଅସୁବିଧା ଦେଖା ଯାଇଥାଏ ।ତେବେ ଆପଣ ଏହି ସବୁ ସମସ୍ୟା ର ସମାଧାନ କରିବା ସହିତ କେମିତି ଧଳା ଦାନ୍ତ ପାଇବେ ତା ପାଇ ଆପଣ ଦୁଇ ଟି ଏମିତି ଉପାୟ କହିବୁ ତାହା ଧ୍ୟାନ ରେ ଦେଖନ୍ତୁ ।

ପ୍ରଥମ ରିମେଡି

ଆବଶ୍ୟକ ସାମଗ୍ରୀ:-

-ହଳଦୀ ଗୁଣ୍ଡ-ଲୁଣ-ଲେମ୍ବୁ-ନଡ଼ିଆ ତେଲ-ଟୁଥ ପେଷ୍ଟ

ପ୍ରସ୍ତୁତି ପ୍ରଣାଳୀ:-

ପ୍ରଥମ ରିମେଡି ଆପଣ ପ୍ରଥମେ ଗୋଟିଏ ପାତ୍ର ରେ ଏକ ଚାମୁଚ ହଳଦୀ ଗୁଣ୍ଡ, ଏକ ଚାମୁଚ ଲୁଣ ,ଦୁଇ ଚାମୁଚ ଲେମ୍ବୁ ରସ ଓ ଏକ ଚାମୁଚ ନଡ଼ିଆ ତେଲ କୁ ନେଇ ଭଲ ଭାବ ରେ ଗୋଳାଇ ନିଅନ୍ତୁ ।ତା ପରେ ବ୍ୟବହାର କରୁଥିବା ଟୁଥ ପେଷ୍ଟ ରୁ ଏକ ଚାମୁଚ ଟୁଥ ପେଷ୍ଟ ସେହି ମିଶ୍ରଣ ରେ ମିଶାଇ ଭଲ ଭାବରେ ଗୋଳାନ୍ତୁ ।ଏହା ପରେ ତାକୁ ଏକ କାଚ ଜାର ଭିତରେ ପୁରେଇ ଫ୍ରିଜରେ ରଖି ଦିଅନ୍ତୁ ଯାହା ଦ୍ୱାରା ରିମେଡି ଖରାପ ହେବ ନାହିଁ ।

ବ୍ଯବହାର:-

ତେବେ ସବୁ ଦିନ ସେହି ପେଷ୍ଟ ରୁ ଅଳ୍ପ ବ୍ରସ ରେ ନେଇ ଦିନ କୁ 2 ଥର ବ୍ରସ କରନ୍ତୁ ।ଆଉ ବ୍ରସ କଲା ବେଳେ ହଳଦିଆ ଦାନ୍ତ କୁ ଭଲ ଭାବରେ ଘଷନ୍ତୁ ଆଉ ଥରେ ବ୍ୟବହାର କରି ରେଜଲ୍ଟ ଦେଖନ୍ତୁ ।

ଦ୍ଵିତୀୟ ରିମେଡି
ଆବଶ୍ୟକ ସାମଗ୍ରୀ:-
-ରଶୁଣ-ହଳଦୀ ଗୁଣ୍ଡ-ଖାଇବା ସୋଡା-ଟୁଥ ପେଷ୍ଟ

ପ୍ରସ୍ତୁତି ପ୍ରଣାଳୀ:-
ରିମେଡି ପାଇଁ ଆପଣ ଗୋଟିଏ ପାଖୁଡା ରଶୁଣ କୁ ନେଇ ତାକୁ ଛୋଟ ଛୋଟ କୋରି କିମ୍ବା ଛେଚି ଦିଅନ୍ତୁ ଏବେ ସେହି ରଶୁଣ ସହିତ ଏକ ଚାମୁଚ ହଳଦୀ ଗୁଣ୍ଡ , ଏକ ଚାମୁଚ ଖାଇବା ସୋଡା ଓ ଏକ ଚାମୁଚ ଟୁଥ ପେଷ୍ଟ ପକାଇ ଭଲ ଭାବରେ ରେମିଡ କୁ ମିଶାଇ ଦିଅନ୍ତୁ ।

ବ୍ଯବହାର:-

ଏବେ ଦିନକୁ ଥରେ ବ୍ରସ ରେ ସେହି ରିମେଡି ରୁ ନେଇ ବ୍ରସ କରନ୍ତୁ ।ତେବେ ଚେଷ୍ଟା କରନ୍ତୁ 5 ମିନିଟ ଯାଏ ବ୍ରସ କରିବା କୁ ।ଆଉ ଥରେ ବ୍ୟବହାର ପରେ ଦେଖି ଦାନ୍ତ କେତେ ସଫା ହେଇ ଯାଇଥିବ ।ତେବେ ଏହି ଦୁଇ ଟି ରିମେଡି ବ୍ୟବହାର କରିବା ଦ୍ୱାରା ଆପଣ ଙ୍କ ଦାନ୍ତ ରେ ଥିବା ଅନ୍ୟ ପାଇରିଆ, ଯଂତ୍ରଣା ହେବା ସମସ୍ୟା ସବୁ ଦୂର ହେଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।