viral ଭିଡ଼ିଓ -OMG ! ଷ୍ଟେଜରେ ଅଭିନେତ୍ରୀ ଶୀତଲଙ୍କ ଜବରଦସ୍ତ ହଟ ଡ୍ୟାନ୍ସ ଦେଖିଲେ ନିଜକୁ ସମ୍ଭାଳି ପାରିବେନି,ମାତ୍ର 4 ଘଣ୍ଟାରେ 36 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ !

ଓଡ଼ିଆ କଥାଚିତ୍ର ଜଗତରେ ଆଗ ଧାଡ଼ିର ରହିଥିବା ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଶୀତଲ ପାତ୍ର ଜଣେ ଲୋକ ପ୍ରିୟ ଅଭିନେତ୍ରୀ।ପିଲାଦିନରୁ ଶୀତଲଙ୍କ ଡାନ୍ସ ଓ ଆକ୍ଟିଙ୍ଗ ପାଇଁ ବହୁତ ଆଗ୍ରହ ରହିଥିଲା। ପିଲା ଦିନରୁ ସେ ଓଡ଼ିଶୀ ନୃତ୍ୟରେ ପ୍ରଶିକ୍ଷଣ ନେଇଥିଲେ । ସେ ଅନେକ ମଞ୍ଚରେ ମଧ୍ୟ ନୃତ୍ୟ ପରିବେଶଣ କରିଥିଲେ। ତେବେ ଶୀତଲ ପାତ୍ରଙ୍କ ପ୍ରଥମ ଥର ପାଇଁ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ଆଧ୍ୟାତ୍ମିକ ଧାରାବାହିକ ଶ୍ରୀ ଜଗନ୍ନାଥରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଏକ ନର୍ତ୍ତକୀ ଭାବରେ ନଜର ଆସିଥିଲେ। ଯାହାକୁ ଦର୍ଶକ ମାନଙ୍କ ଅହେତୁକ ଭଲ ପାଇବା ମିଳି ଥିଲା। ଯାହା ତାଙ୍କୁ ଆଗକୁ ବଢିବା ପ୍ରେରଣା ଯୋଗାଇଥିଲା।

ଏହା ପରେ ଅଭିନେତ୍ରୀ ଶୀତଲ ପାତ୍ରଙ୍କୁ ୨୦୧୫ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର “ଯିଏ ଯାହା କହୁ ମୋର ଢୋ” ରେ ପ୍ରଥମ ଥର ପାଇଁ ମୁଖ୍ୟ ଅଭିନେତ୍ରୀ ଭାବରେ ଦେଖିବାକୁ ମିଳିଥିଲା।

ଏହି ଚଚ୍ଚିତ୍ରଟିରେ ମୁଖ୍ୟ ନାୟକ ବାବୁଶାନ ମହାନ୍ତିଙ୍କ ବିପକ୍ଷରେ ଶୀତଲ ମୁଖ୍ୟ ନାଇକା ସାଜି ଥିଲେ। ଶୀତଲ ତାଙ୍କର ଏହି ପ୍ରଥମ ସିନେମାରୁ ହିଁ ଦର୍ଶକ ମାନଙ୍କ ମନରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ତାଙ୍କର ଡାନ୍ସ ଓ ଅଭିନୟ ଓଡ଼ିଆ ସିନେପ୍ରେମୀଙ୍କ ମନକୁ ଛୁଇଁ ପାରିଥିଲା।

ଏହା ପରେ ଶୀତଲ ପାତ୍ର ଗୋଟିଏ ପରେ ଗୋଟିଏ ସିନେମାରେ ଅଭିନୟ କରି ଚାଲିଛନ୍ତି। ଶୀତଲଙ୍କୁ ଭଲପାଏ ତତେ ୧୦୦ରୁ ୧୦୦, ତୁ ଯେ ସେଇ,ତୋର ଦିନେକୁ ମୋର ଦିନେ ,ଦିଲ୍ ଦିୱାନା ହେଇଗଲା, ସୁନା ପିଲା ଟିକେ ସ୍କୃ ଢିଲା, ମିଷ୍ଟର ମଜୁନୁ, ଚୋରଣି ଆଦି ସିନେମାରେ ମୁଖ୍ୟ ଅଭିନେତ୍ରୀ ଭାବରେ ଦେଖିବାକୁ ମିଳିଥିଲା। ଶୀତଲଙ୍କୁ ସବୁ ସିନେମାରେ ଭିନ୍ନ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଥାଏ। ନିଜର ଲୁକ୍ ଷ୍ଟାଇଲ ସାଙ୍ଗକୁ ତାଙ୍କର ଜବରଦସ୍ତ ଡାନ୍ସ ଓ ଅଭିନୟକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିଥାନ୍ତି।

ତେବେ ବର୍ତ୍ତମାନ ସମୟରେ ଅଭିନେତ୍ରୀ ଶୀତଲ ସିଦ୍ଧାର୍ଥ ଟିଭି ଚ୍ୟାନେଲ ପ୍ରସାରିତ ହେଉଥିବା ରିଆଲିଟି ଶୋ ” ଟିକେ ଡାନ୍ସ ଟିକେ ଆକ୍ଟିଙ୍ଗ” ରେ ଜଜ୍ ଭାବରେ ଦେଖିବାକୁ ମିଳୁଛି। ଏହି ଶୋରେ ଓଡ଼ିଶାର ଅଗଣିତ କଳାକାର ମାନେ ଅଂଶ ଗ୍ରହଣ କରିଥିଲେ। ତାଙ୍କ ପ୍ରତିଭାକୁ ପରଖିବା ପାଇଁ କମେଡି କିଙ୍ଗ ହରି ଭାଇଙ୍କ ସହିତ ଶୀତଲଙ୍କୁ ଜଜ୍ ଭାବରେ ଦେଖିବାକୁ ମିଳିଥିଲା। ତେବେ ନିକଟରେ ଏହାର ଗ୍ରାଣ୍ଡ ଫାଇନାଲ ଶେଷ ହୋଇଛି।

ତେବେ ଏହି ଶୋରେ ଶୀତଲଙ୍କ ଜବରଦସ୍ତ ଡାନ୍ସର ଜଲୱା ଦେଖିବାକୁ ମିଳୁଛି। ଶୀତଲଙ୍କ ଡାନ୍ସକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରିବାରେ ଲାଗିଛନ୍ତି। ଶୀତଲଙ୍କ ଡାନ୍ସ ଷ୍ଟେଜର ମହୋଲକୁ ଫୁଲ ରଙ୍ଗୀନ କରି ଦେଇଥିଲା। ସୁନ୍ଦର୍ ଲୁକ୍ ସାଙ୍ଗକୁ ଅତି ସୁନ୍ଦର ଡାନ୍ସ କରୁଛନ୍ତି ଶୀତଲ। ଯାହାକୁ ଦେଖି ଦର୍ଶକ ମାନେ ପୁରା ଫିଦା ହୋଇ ଯାଉଛନ୍ତି। ଯାହା ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚାରେ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।