viral ଭିଡ଼ିଓ – ଭୁବନେଶ୍ୱରରେ ଚାଲିଥିଲା ଫିଲ୍ମର ସୁଟିଂ ନାୟିକାଙ୍କୁ ସତ ସତିକା ରେପ୍ କଲା ହିରୋ, ରାତିସାରା କଲେ ଦୁଷ୍କର୍ମ…ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

ନାୟିକା ଙ୍କୁ ସତ ସତିକା ରେପ କଲା ନାୟକ । ନାୟିକା ଗୋଟେ ବିଶ୍ୱାସ ନେଇ ଯାଇ ଥିଲେ । ଯେ ସେ ଦିନେ ହିରୋଇନ ହେବେ ଲୋକେ ତାଙ୍କୁ ଜାଣିବେ । ସେ ଆଶା ନେଇ ଯାଇ ଥିଲେ । କିନ୍ତୁ ସେଠାରେ ତାଙ୍କୁ ରେପ କରା ଯାଇ ଥିଲା । ଘଟଣା ଟି ଦେଖିବା ପାଇଁ ମିଳିଛି ଭୁବନେଶ୍ୱର ରେ । ସମ୍ୟ ଓ ସୋନାଲି କୁ ଆଧାରିତ କରି ଗୋଟେ ସର୍ଟ ଆଲବମ ସହିତ ଗୋଟେ ଫିଲ୍ମ ତିଆରି ହୋଇ ଥାନ୍ତା ।

ସେଥି ପାଇଁ ସେ ଯାଇ ଥିଲେ ଭୁବନେଶ୍ୱର । ତେବେ ପ୍ରଥମ ଦିନର ଆକ୍ଟିଂଗ ସରି ଯାଇ ଥିଲା । ଦ୍ୱିତୀୟ ଦିନରେ ସକାଳେ ଗୋଟିଏ ମନ୍ଦିର ରେ ମଧ୍ୟ ଆକ୍ଟିଂଗ ସରି ଯାଇ ଥିଲା । କିନ୍ତୁ ରାତ୍ରି ରେ ହୋଇ ଥାନ୍ତା ଅପହରଣ ସିନ ।

ସେଥି ପାଇଁ ନାୟିକା ଙ୍କୁ ରାତ୍ରି ରେ ରହିବା ପାଇଁ କହି ଥିଲେ । ନାୟିକା ମଧ୍ୟ ବିଶ୍ୱାସ କରି ସେଠାରେ ରହି ଯାଇ ଥିଲେ । ତେବେ ଏହି ଘଟଣା ଟି ଗତ ଗୁରୁବାର ଦିନ ଘଟି ଥିଲା । ତେବେ ସେ ଗୋଟେ ରୁମ ରେ ରହି ଥିଲେ । କିନ୍ତୁ ନାୟକ ସେଠାରେ ନ ଥିଲେ ।

ତେବେ ସୁଟିଂ ନା ରେ ନାୟିକା ଙ୍କୁ ଗୋଟେ ରୁମ ରେ ରହିବା ପାଇଁ କହି ଥିଲେ । କିନ୍ତୁ ମିଛରେ ତାଙ୍କ ହାତ ଓ ଗଡ଼ କୁ ବାନ୍ଧି ଦେଇ ଥିଲେ । ବାନ୍ଧିବା ସମୟ ରେ ନାୟିକା ପଚାରି ଥିଲା ମୋ ହାତ ଗୋଡ଼ କଣ ପାଇଁ ଏମିତି ବାନ୍ଧିଛନ୍ତି । ତେବେ ନାୟକ କହି ଥିଲେ ଏବେ ଅପହରଣ ସିନ ହେବ ତୁମର ।

ତା ପରେ କିଛି ସମୟ ଯିବା ପରେ ଜର ଜବରଦସ୍ତ ଝିଅ ଟିର ଡ୍ରେସ କୁ ଖୋଲି ଦେଇ ଥିଲେ । ଆଉ ତା ପରେ ରାତି ସାରା ତାଙ୍କ ସହିତ ନାୟକ ଦୁଷ୍କର୍ମ କରି ଚାଲି ଥିଲେ । ତେବେ ନାୟକ 7 ଥର ଦୁଷ୍କର୍ମ କରି ଥିଲେ ବୋଲି ନାୟିକା କହି ଛନ୍ତି । ତେବେ ସେ ଏବେ ଥାନା ରେ ଏତଲା ଦେଇ ଛନ୍ତି । ଏବେ ପୋଲିସ ନାୟକ ଙ୍କୁ ଖୋଜୁଛି ।

ତେବେ ନାୟିକା ଏବେ ତାଙ୍କ ଘରେ ଅଛନ୍ତି । ଯାଇ ଥିଲେ ଷ୍ଟାର ହେବା ପାଇଁ । ହେଲେ କଣ ହେଲା । ତେଣୁ କାହାରି ଉପରେ କେବେ ବିଶ୍ୱାସ କରନ୍ତୁ ନାହିଁ । ନହଲେ ଆପଣ ମାନେ ମଧ୍ୟ ଦିନେ ଏମିତି ଶିକାର ହେବେ । ତେବେ ଶେଷରେ ଆଲବମ ଟି ଅଧାରେ ରହି ଗୋଲା । ଝିଅ ହେଲା ଦୁଷ୍କର୍ମ ।

ଏଥିରୁ ଜଣା ପଡୁଛି 16 ବର୍ଷ ର ନାବାଳିକା ଙ୍କୁ ଦୁଷ୍କର୍ମ କରିବା ପାଇଁ ବୋଧେ ଆଲବମ ନାମ ରେ ଡକା ଯାଇ ଥିଲା । ତେବେ ପୋଲିସ ଏବେ ତଦନ୍ତ କରୁଛି । ଭଡ଼ିଓ ମଧ୍ୟ ବହୁତ ଭାଇରାଲ ହେବାରେ ଲାଗି ଲାଣି । ତେଣୁ ଗୋଟେ କଥା ମନେ ରଖନ୍ତୁ । କାହାରି ଉପରେ କେବେ ବିଶ୍ଵାସ କରନ୍ତୁ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।