viral ଭିଡ଼ିଓ – ଅଷ୍ଟମ ଶ୍ରେଣୀ ର ଝିଅ କୁ ଅଚେତ କରି 3 ଥର 4 ଜଣ ଯୁବକ କଲେ ରେପ,ଶେଷରେ ଝିଅ ଅଚେତ୍ ହେବ ଯାଏଁ ଦୁଷ୍କର୍ମ କଲେ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

ଆଜି ଏକ ଘଟଣା ସାମ୍ନା କୁ ଆସିଛି । ଘଟଣା ଟି ଆସିଛି ରାମପୁର ଥାନା ରୁ । ଯେଉଁଠି ଜଣେ ବାପ ତା ଝିଅ ପାଇଁ ନ୍ୟାୟ ମାଗିଛି । ଘଟଣା ଟି ଅତି ଦୁଃଖ ଦାୟକ ଆପଣ ମାନେ ଶୁଣିଲେ ଆପଣ ମାନଂକ ଆଖିରୁ ଲୁହ ଆସି ଯିବ । ତେବେ ଅଷ୍ଟମ ଶ୍ରେଣୀ ର ଗୋଟେ ଝିଅ କୁ କିଛି ଟୋକା ବାରମ୍ବାର ଧର୍ଷଣ କରି ଛନ୍ତି । ଥରେ ନୁହେଁ କି ଦୁଇ ଥର ନୁହେଁ 3 ଥର ଧର୍ଷଣ କରି ଛନ୍ତି ।

ଆଜି କାଲି ସମାଜ ଏତେ ତଳକୁ ଖସି ଗଲାଣି ତାହା ଆପଣ କହି ପାରିବେ ନାହିଁ । ଏଠି ମା କିଏ ଭଉଣୀ କିଏ ଜାଣି ପାରୁ ନାହାନ୍ତି । ନାରୀ ଅବହେଳା ଦୁର୍ବଳା ତେଣୁ ତାକୁ ସାହାର୍ଯ୍ୟ କରିବା ପୁରୁଷ ମାନଙ୍କ କାମ ।

ହେଲେ ଆଜି ପୁରୁଷ ରକ୍ଷକ ହୋଇ ଭକ୍ଷକ ସାଜୁଛି । ତେବେ ଆଜିର କାହାଣୀ ଏତେ ଦୁଃଖ ଦାୟକ ଯେ ତାହା ଆପଣ ଶୁଣିବା ପରେ ଆଖିରୁ ଲୁହ ଆସି ଯାଇ ପାରେ । ତେବେ ଆସନ୍ତୁ ଘଟଣା ଟିକୁ ଶୁଣିବା ଯାହା ଝିଅ ର ବାପା କହି ଛନ୍ତି ।

ଜାନୁଆରୀ 1 ତାରିଖ ରେ ଏକ ଅଷ୍ଟମ ଶ୍ରେଣୀ ର ନା ବାଳିକା ସ୍କୁଲ ଯାଉ ଥିବା ସମୟ ରେ ରାସ୍ତା ରେ ଦୁଇ ଯୁବକ ଝିଅ ଟିକୁ ଅଟକାଇ ଥିଲେ । ଆଉ ପ୍ରେମ ର ପ୍ରସ୍ତାବ ଦେଇ ଥିଲେ । କିନ୍ତୁ ଝିଅ ମନା କରି ଦେଇ ଥିଲା । ଝିଅ ମନା କରି ଦେବାରୁ ଝିଅ କୁ ଦୁଇ ଯୁବକ ଧମକାଇ ଥିଲେ , ତା ବାପା ମା କୁ ମାରି ଦେବେ ବୋଲି ।

ତେବେ ଝିଅ କୁ ଗୋଟେ ଘରକୁ ନେଇ ଦୁଇ ଯୁବକ ରେପ କରି ଥିଲେ । କିନ୍ତୁ ଏ କଥା ଝିଅ କାହାରିକୁ କହି ନ ଥିଲା । ପୁଣି ଦ୍ୱିତୀୟ ଥର ଜାନୁଆରୀ ତିନି ତାରିଖ ଝିଅ ପୋଖରୀ ରେ ଗାଧଉ ଥିବା ସମୟ ରେ ଦୁଇ ଯୁବକ ଆସି ଟେକି ନେଇ ଯାଇ ଥିଲେ ଆଉ ଶେଷରେ ରେପ କରି ଦେଇ ଥିଲେ । ଝିଅ ସବୁ ସହି ଘରର ଇଜତ କୁ ଦେଖି ଦ୍ୱିତୀୟ ଥର ମଧ୍ୟ କାହାରିକୁ କିଛି କହି ନ ଥିଲା

କିନ୍ତୁ ତୃତୀୟ ଥର ଏପ୍ରିଲ ମାସ 22 ତାରିଖ ଝିଅ ସ୍କୁଲ ଯାଉ ଥିବା ସମୟ ରେ ତାକୁ ବେହସ କରି ଗୋଟେ ଭଙ୍ଗା ଘରକୁ ନେଇ ଯାଇ ଥିଲେ ଯୁବକ । ଏଥର କିନ୍ତୁ ଦୁଇ ଜଣ ନ ଥିଲେ । ଏଥର ଚାରି ଜଣ ଥିଲେ ।

ତେବେ ଝିଅ କୁ ଚାରି ଜଣ ରେପ କରିବା ପରେ ଝିଅ ଟି ବେହସ ହୋଇ ଯାଇ ଥିଲା । ତା ପରେ ତାକୁ ଗୋଟେ ଅନ୍ୟ ଡ୍ରେସ ପିନ୍ଧେଇ ଦୃବୁତ ମାନେ ଫେରାର ହୋଇ ଯାଇ ଥିଲେ । ଜଣେ ସ୍ତ୍ରୀ ଲୋକ ଦେଖି ଘରେ ଖବର ଦେଇ ଥିଲେ । ଆଉ ତାପରେ ଝିଅ ର ବାପା ଥାନା ରେ ଏତଲା ଦେଇ ଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।