viral ଭିଡ଼ିଓ – ଶଶୁର ଓ ଦେଢଶୁର ଡେଇଁଲେ ସବୁ ସୀମା, ଦାଣ୍ଡରେ ଗୋଡାଇ ଗୋଡାଇ ଭାଈ ବୋହୂ ସହିତ ଏମିତି କାଣ୍ଡ କଲେ ଭିଡିଓ ଦେଖିଲେ ଆପଣଙ୍କ ହୋସ ରହିବନି…,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ପ୍ରେମ ପାଇଁ ହଙ୍ଗାମା। ଏକଥାଟି କିଛି ନୂଆ ନୁହେଁ। ଆମ ସମାଜରେ ପ୍ରତିଦିନ ଏଭଳି ଅନେକ ଘଟଣା ସାମ୍ନାକୁ ଆସୁଛି। ଦିନକୁ ଦିନ ପ୍ରେମ ଭଳି ପବିତ୍ର ଶବ୍ଦଟି କିଛି ଅସାମାଜିକ ଲୋକ ମାନଙ୍କ ପାଇଁ ଖରାପ ହେବାକୁ ଲାଗିଲାଣି। ବିଭିନ୍ନ ସମୟରେ ପ୍ରେମକୁ ନେଇ ବିଭିନ୍ନ ପ୍ରକାର ଗଣ୍ଡଗୋଳ ଲାଗୁ ଥିବାର ଦେଖିବାକୁ ମିଳୁଛି।
ପୁଣି ଥରେ ସାମ୍ନାକୁ ଯେଉଁ ଚିତ୍ର ଆସିଛି ତାହା ଦେଖିଲେ ଜଣେ ପ୍ରେମ କରିବା ଆଗରୁ ଥରେ ଭାବିବା ପାଇଁ ବାଧ୍ୟ ହେବ। ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି। ପ୍ରେମ ଓ ପ୍ରେମିକା ପ୍ରେମିକକୁ ନେଇ ଗାଁ ଦାଣ୍ଡରେ ଏକ ଲଜ୍ୟା ଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଯାହା ସମସ୍ତକୁ ଖୁବ୍ ଆଶ୍ଚର୍ଯ୍ୟ କରୁଛି।
ତେବେ ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବତୀକୁ ଜଣେ ବୟସ୍କ ବ୍ୟକ୍ତି ଓ ଜଣେ ଯୁବକ ନିର୍ଦ୍ଧୁମ ଭାବରେ ମାଡ ମାରି ଚାଲିଛନ୍ତି। ଯୁବତୀ ଜଣକୁ ଅତି ନିଷ୍ଟୁର ଭାବରେ ପିଟୁଛନ୍ତି।
ଭିଡିଓରେ ଦେଖିବା ପାଇଁ ମିଳୁଛି ଯୁବତୀ ଜଣକ ଛିଡ଼ା ହୋଇ ମୋବାଇଲ ବ୍ୟବହାର କରୁଛନ୍ତି। ସେପଟୁ ଜଣେ ଅଧା ବୟସ୍କ ବ୍ୟକ୍ତି ଆସି ଯୁବତୀ ଜଣକ ମୋବାଇଲକୁ ଛଡେଇ ନେବା ପାଇଁ ଚେଷ୍ଟା କରୁଛନ୍ତି। ଏହାପରେ ଯୁବତୀ ଜଣକ ସେହି ବ୍ୟକ୍ତି ଉପରକୁ ହାତ ଉଠାଉଛନ୍ତି।
ଏହା ପରେ ଅନ୍ୟ ଏକ ଯୁବକ ଆସି ହଠାତ୍ ଯୁବତୀଙ୍କ ଉପରେ ଭାରି ପଡ଼ୁଛନ୍ତି। ଯୁବତୀଙ୍କୁ ମାଡ ମାରିବା ସହିତ ତାଙ୍କୁ ଧକ୍କା ମାରି ତଳେ ପକାଇ ଦେଇଛନ୍ତି। ଏହାପରେ ଯୁବତୀଙ୍କ ମୋବାଇଲକୁ ଆଣି କଚାଡ଼ି ଭାଙ୍ଗି ଦେଉଛନ୍ତି। ଯୁବତୀ ଜଣକ ଏବଂ ତାଙ୍କର କିଛି ସମ୍ପର୍କୀୟ ମାନେ ଖୁବ୍ ଅଶ୍ଳୀଳ ଭାଷା ମଧ୍ୟ ପ୍ରୟୋଗ କରୁଛନ୍ତି।ଏଭଳି ହାଇଡ୍ରାମା ଏକ ଗାଁ ଦାଣ୍ଡରେ ଦେଖିବାକୁ ମିଳୁଛି।
ତେବେ ପ୍ରେମ ପାଇଁ ଏମିତି ହାଇଡ୍ରାମା ଚାଲିଥିବାର ଜାଣିବାକୁ ମିଳୁଛି। ଯୁବତୀ ଜଣକ ଯେଉଁ ଯୁବକକୁ ପ୍ରେମ କରୁଥିଲେ ସେ ତାଙ୍କୁ ଗ୍ରହଣ କରିବା ପାଇଁ ଚାହୁଁ ନାହାଁନ୍ତି। ତେବେ ଯୁବତୀଙ୍କ କହିବା ଅନୁଯାୟୀ ଉକ୍ତ ଯୁବକ ଜଣକ ତାଙ୍କ ସହିତ ଶାରୀରିକ ସମ୍ପର୍କ ମଧ୍ୟ ରଖିଛନ୍ତି।
କିନ୍ତୁ ଯୁବକ ଜଣକ ଏହାକୁ ମାନିବା ପାଇଁ ନାରାଜ। ତାଙ୍କ କହିବା ଅନୁଯାୟୀ ଯୁବତୀ ଜଣକ ପୂର୍ବରୁ ବିବାହିତ ଏବଂ ତାଙ୍କର ସ୍ବାମୀ ରହିଛି। ଯୁବତୀ ଜଣକ ଏହି କଥାକୁ ମିଥ୍ୟା ଆରୋପ ବୋଲି କହିଛନ୍ତି।
ତେବେ ଏଭଳି ଏକ ଅଭାବନୀୟ ଘଟଣା ବାଲେଶ୍ବର ଜିଲ୍ଲାରେ ଘଟିଛି ବୋଲି ଜଣା ପଡ଼ୁଛି। ଗାଁ ମଝିରେ ଏପରି ଲଜ୍ୟା ଜନକ ପରିସ୍ଥିତି ସୃଷ୍ଟି ହୋଇଛି। ଆଖ ପାଖରେ ଲୋକ ମାନେ ଏହି ହାଇଡ୍ରାମା ଦେଖିବାକୁ ରୁଣ୍ଡ ହୋଇଥିଲେ।
ତେବେ ସେମାନଙ୍କ ମଧ୍ୟରୁ ଏହି ଭିଡିଓକୁ କିଏ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବାର ଜଣା ଯାଉଛି। ଯାହା ସୋସିଆଲ ମିଡିଆରେ ନିଆଁ ଭଳି ମାଡ଼ି ଚାଲିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।