viral ଭିଡ଼ିଓ -omg ! ରାମ ଲୀଳା ବଦଳ ରେ ଚାଲିଛି ରାସ ଲୀଳା,ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

ଆଜି ଏକ ଅଦ୍ଭୁତ ଘଟଣା ଦେଖିବା ପାଇଁ ମିଳିଛି , ଘଟଣା ଟି ଦେଖିବା ପାଇଁ ମିଳିଛି ମହାରାଷ୍ଟ୍ର ରେ । ମହାରାଷ୍ଟ୍ର ରେ ଏକ ଛୋଟ ଜିଲ୍ଲା ରେ ପାଳିତ ହେଉ ଥିଲା ରାମ ନବମୀ । ରାମ ନବିମ ରେ ଲୋକ ମାନେ ନିଜେ ହିନ୍ଦୁ ବୋଲି ପ୍ରମାଣିତ କରି ଥାନ୍ତି । ସେଥି ପାଇଁ ଭାରତ ରେ ଅନେକ ସ୍ଥାନ ରେ ଏହି ରାମ ନବମୀ ପାଳିତ ହୋଇ ଥାଏ । ଓଡିଶା ରେ ରାମନବମୀ ଭଦ୍ରକ ଜିଲ୍ଲାରେ ଦେଖିବା ପାଇଁ ମିଳି ଥାଏ । ଭଦ୍ରକ ଜିଲ୍ଲା ରେ ଅତି ଆଡ଼ମ୍ବର ରେ ରାମ ନବମୀ ପାଳନ କରନ୍ତି । କାରଣ ସେଠାରେ ଅଧିକାଂଶ ମୁସଲିମ ଲୋକ ଦେଖିବା ପାଇଁ ମିଳି ଥାଏ ।

ଆପଣ ମାନେ ଦେଖିବେ ଓଡିଶା ର କଣ ଅନୁ କଣ ରେ ହିନ୍ଦୁ ଓ ମୁସଲିମ ରହି ଛନ୍ତି । କିନ୍ତୁ ଓଡିଶା ରେ ଭଦ୍ରକ ଜିଲ୍ଲା ରେ ହିନ୍ଦୁ ଲୋକ ଯେତିକି ରହୁ ଛନ୍ତି ଠିକ ସେତିକି ମୁସଲିମ ରହୁଛନ୍ତି । ତେଣୁ ତାଙ୍କ ମଧ୍ୟ ରେ ସେଠାରେ ବହୁତ ଦଙ୍ଗା ହୋଇ ଥାଏ । ରାମ ନବମୀ ଏକ ଏମିତି ପର୍ବ ଯେଉଁ ପର୍ବ ରେ ହିନ୍ଦୁ ଲୋକ ମାନେ ନିଜର ହିନ୍ଦୁତ୍ୱ ଦେଖାଇ ଥାନ୍ତି ।

 ତେଣୁ ଆଜି କାଲି ଦୁନିଆ ରେ ଆଉ ଠାକୁରଙ୍କ ପ୍ରତି କାହାରି ଭକ୍ତି ନାହିଁ । ଏଠାରେ ରାମ ନବମୀ ପାଳନ ହେଉଛି ହିନ୍ଦୁ ଜାତି ପାଇଁ । ଏହି ପର୍ବ ରେ ହିନ୍ଦୁ ମାନେ ନିଜର ହିନ୍ଦୁତ୍ୱ ଓ ବଳ ଦେଖାଇ ଥାନ୍ତି । ତେବେ ଆଜି ଆମେ ଏତେ କଥା କହିବା ର ମାନେ ହେଉଛି । ଆଜି ମହାରାଷ୍ଟ୍ର ରେ ଦେଖିବା ପାଇଁ ମିଳି ଥିଲା ରାମ ନବମୀ ।

ଯେଉଁ ରାମ ନବମୀ ରେ ପାଳିତ ହେଉ ଥିଲା ରାମ ଲିଳା । ରାମ ଲିଳା କହିଲେ ଗୋଟେ ରାମ ଚରିତ କୁ ନେଇ ନାଟକ ଟାଇପ ର । କିନ୍ତୁ ସେଠାରେ ରାମ ଲିଳା ବଦଳ ରେ ଚାଲି ଥିଲା ରାସ ଲିଳା । ଯାହା ଆଖି ରେ ଆପଣ ମାନେ ଦେଖି ପାରିବେ ନାହିଁ । କିମ୍ବା ପରିବାର ସହିତ ସେଠାରେ ରାମ ଲିଳା ଦେଖି ପାରିବେ ନାହିଁ ।

ସେଠାରେ ଚାଲି ଥିଲା , ବୁଲେଟ ରାଜା ଗୀତରେ ହେଉ ଥିଲା ନାଚ । ରାମ ଲିଳାରେ ରାମ ବସି ଏହି ଡ୍ୟାନ୍ସ କୁ ଦେଖୁ ଥିଲେ । ଗୋଟେ କଥା କହିବା ପାଇଁ ଗଲେ , ସେଠାରେ ଚାଲି ଥିଲା ଯାତ୍ରା । ଆଜି କାଲି ଦୁନିଆ ରେ ସବୁ ଆଧୁନିକ । ଏଠାରେ ରାମ ଆଧୁନିକ ଏଠାରେ ସୀତା ମଧ୍ୟ ଆଧୁନିକ ।

ତେଣୁ ଏ ଦୁନିଆ ରେ ବଂଚିବା ପାଇଁ ହେଲେ ଆପଣ ମାନକୁ ମଧ୍ୟ ଆଧୁନିକ ହେବାକୁ ପଡ଼ିବ । ଏହି ଦୃଶ ଦେଖିଲେ ଆପଣ ଭାବିବେ । ସତରେ କୋଳି ଯୁଗ ପାଖେଇ ଆସି ଲାଣି । ଆଉ ସେଥି ପାଇଁ ଲୋକ ମାନେ ଏମିତି ହେଉ ଛନ୍ତି । ତେବେ ଆପଣ ମାନେ ଭିଡିଓ ଟି ଦେଖିଲେ ଜାଣି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।