Comedy King ଦୟା ର – ତମେ ହସିଲେ ଭାରି ଭଲ ଲାଗ | କମେଡି ଦେଖିଲେ ନିଜକୁ ସମ୍ଭାଳି ପାରିବିନି ! ମାତ୍ର ୪ ଘଣ୍ଟାରେ 240k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ | ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ |

ତେବେ ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ | ଅନେକ ସମୟରେ କିଛି ଏମିତି ଦୁଃଖଦ ଘଟଣା ସାମ୍ନା ଆସିଥାଏ ଯେ ଯାହାକୁ ଦେଖିବା କ୍ଷଣି ଆଖିରୁ ଲୁହ ଆସିଯାଇଥାଏ | ତେବେ ସେହିପରି କିଛି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ହୁଏତ ଆପଣ ବିଶ୍ୱାସ କରିବେନି |

ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଥିବା ସେହି ଭିଡ଼ିଓ ସମ୍ପର୍କ ରେ ଜାଣିବା |ତେବେ ବନ୍ଧୁଗଣ ଓଡିଆ ଯାତ୍ରା ଜଗତର ନିଜର ଅଭିନୟ କଳା ମାଧ୍ୟମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବିଭିନ୍ନ ଯାତ୍ରା ପାଟି ମାନଙ୍କ ମଧ୍ୟରୁ ଯାତ୍ରା ଇଷ୍ଟର୍ନ ଅପେରା ଅନ୍ୟତମ |

ଯାହାର ନାମ ଶୁଣିବା ମାତ୍ର ଦର୍ଶକ ମାନଙ୍କ ମନରେ ଯାତ୍ରା ଦେଖିବା ର ଆଗ୍ରହ ସୃଷ୍ଟି କରିଥାଏ | ସେଥିପାଇଁ ତୋ ଆଜି ଲୋକମାନଙ୍କ ହୃଦୟ ରେ ସେମାନେ ଜାଗା ସୃଷ୍ଟି କରିପାରିଛନ୍ତି | କାରଣ ଓଡିଶା ହେଉଛି କଳାର ଭୂମି ତେଣୁ ଏଠାକାର ଲୋକ ମଧ୍ୟ କଳାକୁ ବେଶୀ ଭଲ ପାଇଥାନ୍ତି |

ତେଣୁ ବିଭିନ୍ନ ଯାତ୍ରା ମାନଙ୍କ ମଧ୍ୟରୁ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାତ୍ରା ଜଗତର ବାଦଶାହ ଇଷ୍ଟର୍ନ ଅପେରା ତେବେ ଏହି ଇଷ୍ଟର୍ନ ଅପେରା ଯାତ୍ରା ରେ କିଛି ଏମିତି ଅଭିନୟ ଦେଖିବାକୁ ମିଳିଛି ଯାହାକୁ ଦେଖି |

ଲୋକମାନେ ପ୍ରଶଂସା କରିବା ସହିତ ତାଳି ମାରିବା ର ନଜର ଆସିଥିଲେ |ତେବେ ଏହି ଭିଡିଓ ତିରେ ଦେଖିବାକୁ ମିଳିଛି କି ଏବେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଯାତ୍ରା ଇଷ୍ଟର୍ନ ଅପେରା ଏକ ରମାଞ୍ଚକର ସିନ | ତେବେ ସିନରେ ଜଣେ ମହିଳା ମୁନି ଙ୍କ ପାଖକୁ ଆସି ତାଙ୍କୁ ତାଙ୍କର ଏକ ପୁଅ ଦରକାର ବୋଲି କହିଥିଲି ଓ ସେ ପୁଅ ବି ତାଙ୍କ ସେହି ମୁନି ଙ୍କ ପରି ହେବା ଦରକାର ବୋଲି କହିଥିଲେ ଯୁବତୀ ଜଣଙ୍କ |

ତାପରେ ମୁନି ତାଙ୍କ ପ୍ରଥମେ ମନା କରିଦେଇଥିଲେ | ହେଲେ ଯୁବତୀ ଜଣଙ୍କ ତାପରେ ତାଙ୍କୁ ବିବାହ କରିବା ପ୍ରସ୍ତାବ ଦେଇଥିଲେ ହେଲେ ମୁନି ତାଙ୍କୁ ମନା କରିଥିଲେ |ତେବେ ଏହିଭଳି ଭାବରେ ଅଭିନୟ ର ଝଲକ ଦେଖାଇବାକୁ ଲାଗିଥିଲେ ଯାତ୍ରା କଳାକାର ମାନେ | ଆଉ ଦେଖିବାକୁ ମିଳିଥିଲା କି ଯୁବତୀ ଜଣଙ୍କ ତାଙ୍କର ସବୁ କିଛି ଦେବା କହିଥିଲେ ତାଙ୍କର ସେହି ଅଭିନୟ ର ସିନ ରେ ଓ ତାହା ବଦଳରେ ତାଙ୍କର ଗୋଟିଏ ପୁଅ ଦରକାର |

ହେଲେ ମୁନି ତାହା ମନା କରି ସେ ଯୁବତୀ ଙ୍କ ପୁଅ ହେବା ପାଇଁ ରାଜି ହୋଇଯାଇଥିଲେ | ତା ହା ପରେ ଅନ୍ୟ କଳାକାର ମାନେ ଯେଉ ପ୍ରକାର ଅଭିନୟ କରିଥିଲେ ତାହା ମଧ୍ୟ ପ୍ରଶଂସା ଯୋଗ୍ୟ ଥିଲା ଓ ସେମାନଙ୍କର ଅଭିନୟ ର ଯାଦୁ ଦେଖାଇବାକୁ ଲାଗିଥିଲେ | ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।