shocking ଭିଡ଼ିଓ – ରାସ୍ତାରେ କଲେଜ ଛାତ୍ରୀ ଙ୍କୁ ଏକାଠି ନିରଳା ରାସ୍ତା ରେ ଦେଖି । ଯୁବକ ମାନେ ଝିଅମାନଙ୍କ ସହ ଯାହାକଲେ, ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

ନାରୀ ମାନକୁ ସମ୍ମାନ ଓ ସୁରକ୍ଷା ଦେବା ପୁରୁଷ ମାନଙ୍କ କାମ । କିନ୍ତୁ ଆଜି ଏକ ଘଟଣା ଦେଖିବା ପାଇଁ ମିଳିଛି ନାରୀ ମାନଂକୁ କିଛି ପୁରୁଷ ରାସ୍ତା ଉପରେ ହଇରାଣ କରୁ ଛନ୍ତି । ତେବେ ଏହି ଘଟଣା ଟି ସେଠାକାର ଜଣେ ଲୋକ ଭିଡିଓ କରି ସୋସିଆଲ ମିଡ଼ିଆ ରେ ଭାଇରାଲ କରି ଥିଲେ । ତେବେ ଘଟଣା ଟି ହେଉଛି 2 ଜଣ ଝିଅ ଓ ତାଙ୍କ ସାଥି ଙ୍କୁ 5 ଜଣ ଲୋକ ତାଙ୍କ ଉପରେ ବହୁତ ଅତ୍ୟାଚାର କରୁ ଥିଲେ ।

ଗୋଟେ ପୁରୁଷ ପଛରେ ଗୋଟେ ନାରୀ ର ହାତ ରହିଲେ ପୁରୁଷ ଟି ବହୁତ ଜ୍ଞାନୀ ଓ ଧନୀ ହୋଇ ଥାଏ । ତେବେ ଯଦି ଏହି ଉକ୍ତି ଟି ସତ୍ୟ ଅଟେ ଜଣେ ପୁରୁଷ ସଫଳ ପଛରେ ଗୋଟେ ନାରୀ ର ହାତ ଥାଏ , ସେ ମା ହେଉ କି ଭଉଣୀ କିମ୍ବା ସ୍ତ୍ରୀ ହେଉ କି ଗାର୍ଲ ଫ୍ରେଣ୍ଡ ।

ତେଣୁ ନାରୀ ଅବହେଳା ଦୁର୍ବଳା ତେଣୁ ତାଙ୍କୁ ସାହାର୍ଯ୍ୟ ଓ ସହଜଗ କରିବା ପୁରୁଷ ମାନଙ୍କ ର କର୍ତ୍ତବ୍ୟ । କିନ୍ତୁ ଆଜି କାଲି ଯୁଗରେ ପୁରୁଷ ମାନେ ଟିକେ ଚାନ୍ସ ପାଇଲା ବେଳକୁ ସବୁ କିଛି କରି ପକାଉ ଛନ୍ତି ।

ତେବେ ଆଜି ଆମେ ଏ କଥା କହିବା ର ମାନେ ଆଜି 2 ଜଣ ଝିଅ ଓ ଦୁଇ ଜଣ ପୁଅ ସହିତ ଝାରସୁଗୁଡା ର ଗୋଟେ ସ୍ଥାନ କୁ ଯାଇ ଥିଲେ । ତେବେ କଲେଜ ଡ୍ରେସ ରୁ ଲାଗୁ ଥିଲା ସେମାନେ କଲେଜ ପିଲା । ତେବେ ସେମାନେ 4 ଜଣ ବୁଲିବା ପାଇଁ ଯାଇ ଥିବା ବେଳେ । ପାଞ୍ଚ ଜଣ ଯୁବକ ଯାଇ ତାଙ୍କୁ ବହୁତ ହଇରାଣ କରୁ ଥିଲେ ।

ତାଙ୍କ ପାଖରୁ ମୋବାଇଲ ଛଡାଇ ନେଇ ଯାଉ ଥିଲେ । ପୁଣି ତାଙ୍କୁ ପାଞ୍ଚ ହଜାର ଟଙ୍କା ମାଗୁ ଥିଲେ । କିନ୍ତୁ ଦେଖିବା ପାଇଁ ଗଲେ କଲେଜ ଛାତ୍ର ଓ ଛାତ୍ରୀ ମାନେ ବୁଲିବା ପାଉଁ ଯାଇ ଥିଲେ । କିନ୍ତୁ କିଛି ଯୁବକ ତାଙ୍କୁ ଖରାପ ଉଦେଶ୍ୟ ରେ ଆସି ଥିବାର ଭାବି ତାଙ୍କୁ ବହୁତ ହଇରାଣ କରି ଥିଲେ ।

ତେବେ ସେମାନେ ବହୁତ ହୋଇ ରାଣ କରୁ ଥିଲେ ଏମାନଙ୍କୁ । ଏମିତି କି ଦୁଇ ଛାତ୍ର ଙ୍କୁ ମଧ୍ୟ ବହୁତ ପିଟି ଥିଲେ । ଆଜି କାଲି ଲୋକ ମାନଙ୍କ ଚିନ୍ତା ଧାରା ସବୁ ସମୟ ରେ ନେଗେଟିଭି । ଗୋଟେ ଝିଅ କଣ ଗୋଟେ ପୁଅ ସହିତ ସାଙ୍ଗ ହୋଇ ଏକାଠି ଯାଇ ପାରିବ ନାହିଁ ।

କିନ୍ତୁ ଆଜିର ସମାଜ ଏହାକୁ ଦେଖି ମନରେ ଖରାପ ଚିନ୍ତା ଧାରା କୁ ଆଣି ତାଙ୍କୁ ବହୁତ ଅପମାନିତ କରୁ ଛନ୍ତି ସମାଜ ଆଗରେ । କିନ୍ତୁ ଯେଉଁ ଝିଅ ପୁଅ ମାନେ ରାସ୍ତା ରେ ଏକାଠି ହୋଇ ବୁଲୁ ଛନ୍ତି ତାଙ୍କ ମନରେ ଖରାପ ଚିନ୍ତା ଧାରା ନ ଥାଏ । ଖରାପ ଚିନ୍ତା ଧାରା ଦେଖୁ ଥିବା ଲୋକ ଟିର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।