ଧଳା ( White ) ବାଳକୁ ମୂଳରୁ କଳା ( Black ) କରିବାର ଘରୋଇ ଉପାୟ…

ବର୍ତମାନ ସମୟରେ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତ ଙ୍କ ର ଗୋଟିଏ ସମସ୍ୟା ମୁଣ୍ଡର ବାଳ ଧଳା ହୋଇଯିବା। ଏଥି ପାଇଁ ଲୋକୋ ମାନେ ବିଭିନ୍ନ ଉପାୟ ଅବଲମ୍ବନ କରିବା ସତ୍ତ୍ୱେ ମଧ୍ୟ କୌଣସି ଲାଭ ମିଳୁନାହିଁ। ତେଣୁ !

ଯେଉଁ ଯୁବ ପିଢ଼ି ମାନଙ୍କ ର ବାଳ ଖୁବ ଶୀଘ୍ର ଧଳା ହୋଇ ଯାଉଛି ସେମାନେ ଆଉ କୌଣସି ଚିନ୍ତା ନ କରି କୌଣସି ପ୍ରକାର ର କେମିକାଲ ଜିନିଷ ର ବ୍ୟବହାର ନ କରି କୌଣସି ସେମ୍ପୁ ର ବ୍ୟବହାର ନ କରି ସପ୍ତାହକୁ ମାତ୍ର 2 ରୁ 3 ଦିନ ବ୍ୟବହାର କରନ୍ତୁ ଏହି ତେଲ ଦେଖିବେ ଆପଣଙ୍କ ର ବାଳ ସମ୍ପୁର୍ଣ ରୂପେ କଳା ହେଇଯିବ। ଏହା ସହ ଏହା ମୂଳରୁ ମଜବୁତ ହୋଇଯିବ ଓ ବାଳ କେବେବି ଝଡ଼ିବ ନାହିଁ। ତେବେ ଆସନ୍ତୁ ଜାଣିବା ସେହି ତେଲ ବିଷୟରେ।

ବନ୍ଧୁଗଣ ଆଜିକାଲି ଯୁବ ପିଢ଼ି ମାନେ ବାଳ ପାଚିବା କୁ ନେଇ ବହୁତ ଚିନ୍ତା ରେ ରହୁଛନ୍ତି। ବହୁତ କମ ବୟସରେ ସେମାନଙ୍କ ର ବାଳ ପାଚି ଯାଉଥିବାରୁ ସେମାନେ ବାହାରେ ବୁଲାବୁଲି କରିବା ସମୟରେ ନିଜକୁ ଖରାପ ଲାଗିଥାଏ ବୋଲି କହି ଥାଆନ୍ତି।

ତେଣୁ ଭି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଆମେ ଆଜି ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏପରି ଘରୋଇ ଉପଚାର ଯାହା କୁ ଆପଣ ବ୍ୟବହାର କରି ଆପଣଙ୍କ ର ବାଳ କୁ ଧଳା ରୁ ସମ୍ପୁର୍ଣ କଲା କରି ଦେଇପାରିବେ । ତେଣୁ ଆସନ୍ତୁ ଜାଣିବା ଆପଣ ସେହି ତେଲ କୁ କିପରି ପ୍ରସ୍ତୁତ କରିବେ।

ପ୍ରସ୍ତୁତି।

ପ୍ରଥମେ ଆପଣ ଏକ ଲୁହାର କଢେଇ ନିଅନ୍ତୁ ଏହା ପରେ ଆପଣ ସେଥିରେ ଗୋଟିଏ କପ ସୋରିଷ ତେଲ ଢାଳନ୍ତୁ। ସୋରିଷ ତେଲ ଢାଳିବା ପରେ ତେଲ କୁ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ 2 ଚାମଚ ମେଥି ଗୁଣ୍ଡ ମିଶାନ୍ତୁ।

ଏହା ପରେ ସମାନ ପରିମାଣ ର ମେହେନ୍ଦୀ ପତ୍ର ଗୁଣ୍ଡ ସେଥିରେ ମିଶାନ୍ତୁ ଓ ଏହା ପରେ ଶେଷରେ ସମାନ ପରିମାଣ ରେ ଅଁଳା ଗୁଣ୍ଡ ମିଶାନ୍ତୁ। ଏହା ପରେ ଏହାକୁ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ। ଏହା କୁ ଗରମ କରିବା ପରେ କାଢି ଦିଅନ୍ତୁ ଓ ଭଲ ଭାବରେ ଏକ କପଡା ରେ ଛାଣି ଦିଅନ୍ତୁ।

ଏହା ପରେ ଏହି ତେଲ କୁ ନେଇ ଆପଣ ବ୍ୟବହାର କରି ପାରିବେ। ଏହାକୁ ନେଇ ଆପଣ ଙ୍କ ବାଳ ରେ ମୂଳରୁ ଭଲ ଭାବରେ ମାଲିସ କରନ୍ତୁ। ଏହାକୁ ଭଲ ଭାବରେ ଲଗାନ୍ତୁ। ଏହି ପରି ଭାବରେ ସପ୍ତାହ ରେ 2 ରୁ 3 ଦିନ ଏହି ତେଲେକୁ ନିଜ ବାଳରେ ଲଗାନ୍ତୁ। ଦେଖିବେ ଆପଣଙ୍କ ର ଧଳା ହୋଇ ଯାଇଥିବା ବାଳ ସମ୍ପୁର୍ଣ ରୂପରେ କଲା ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।