🛑EXCLUSIVE : “ମିଶ୍ରେ ! ଭଲ ଜ୍ୱାଇଁ ଦେଖି ତମ ଝିଅର ବାହାଘର କରିଦିଅ…ଛାତ୍ର ସମାଜ କ’ଣ ଶିଖିବେ” ଏମିତି କହିଲେ ସୁର ରାଉତରାୟ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ତେବେ ଆପଣ ମାନେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ବିଷୟରେ ଅଳ୍ପ ବହୁତ ଜାଣିଥିବେ।ସେ ଜଣେ ଟାଣୁଆ ନେତା ଅଟନ୍ତି।ସେ କଂଗ୍ରେସ ଦଳ ପକ୍ଷରୁ ବିଧାୟକ ଅଛନ୍ତି।ତେବେ ସେ ଓଡ଼ିଆ ଜନତା ମାନଙ୍କ ମଧ୍ୟରେ ବହୁତ ପ୍ରସିଦ୍ଧ ଅଟନ୍ତି।ତେବେ ସୁର ରାଉତରାୟ ବାବୁଶାନ ଓ ପ୍ରକୃତି ମିଶ୍ରଙ୍କ ବିଷୟରେ କଣ ପ୍ରତିକ୍ରିୟା ଦେଇଛନ୍ତି ତାହା ମୁଁ ଆଜି ଆପଣ ମାନଙ୍କୁ କହିବି।

ହେ କେତେ ପ୍ରେମ ବାଟରେ ଘାଟରେ ଯୁଆଡେ ଯିବ ଏ ଗାର୍ଡେନରେ ଇନ୍ଦିରା ପାର୍କରେ ଇଏ ତ ଖାଲି ପ୍ରେମ ଇଏ ଯେଉଁ କୁଣ୍ଢିଆ କୁଣ୍ଢି କାମୁଡ଼ା କାମୁଡ଼ି ଭାରି ବିରକ୍ତିଆ ଲାଗୁଚି।ତେବେ ତମେ ତମ ଝିଅକୁ ନେଇ ଭଲ ଜ୍ବାଇଁ ଦେଖି ବାହା କରି ଦେଉନ।ବାବୁଶାନ ମହାନ୍ତି ବାପା ଉତ୍ତମ ମହାନ୍ତି ମୋର ଗୋଟିଏ ସାନ ଭାଇ।

 ତାଙ୍କ ବୋଉ ଜଣେ ଓଡ଼ିଶାର ପ୍ରତିଷ୍ଠିତ ଷ୍ଟାର।ତାଙ୍କ ଅଭିନୟ ମତେ ବହୁତ ଭଲ ଲାଗେ।ତାଙ୍କ ପୁଅ ବାବୁଶାନ।ଇଆଡ଼େ ମ୍ୟୁଜିକ ନିର୍ଦ୍ଦେଶକ ମନ୍ମଥ ମିଶ୍ର ସେ ୨୦ ବର୍ଷ ହେଲା ନିର୍ଦ୍ଦେଶକ ଗୁଡ଼ାଏ ଗୀତ ଗାଇଛନ୍ତି ଗୁଡ଼ାଏ କାର୍ଯ୍ୟକ୍ରମ ତାଙ୍କର।ତାଙ୍କ ଝିଅ ଇଏ।ଇଏ ବି ଗୁଡ଼ାଏ ଫିଲ୍ମରେ ପ୍ରକୃତି ମିଶ୍ର ଦୁନିଆ ଫିଲ୍ମରେ ପାର୍ଟ କଲେଣି

ଯାହା ଗୋଟେ ହେଇଗଲା ହେଇଗଲା ଥାନାକୁ ଯେତିକି ଗଲ ଗଲ ଉତ୍ତମ ମହାନ୍ତିକୁ ମୋର ସାନ ଭାଇ ହିସାବରେ ଉପଦେଶ ଓ ମନ୍ମଥ ମିଶ୍ରଙ୍କୁ ମୋର ଉପଦେଶ ସାନ ଭାଇ ହିସାବରେ ଉତ୍ତମ ବାବୁ ତମ ପୁଅକୁ ଥାନାରୁ କେସ ହଟେଇ ତମ ପୁଅ ଓ ବୋହୂକୁ ଧରି ଘରେ ରୁହ।ଏବଂ ମିଶ୍ରେ ତମେ ତମ ସ୍ତ୍ରୀଙ୍କୁ କହି!

ଏସବୁ ବନ୍ଦ ହେବା ଦରକାର।ଛାତ୍ର ସମାଜ ଯୁବ ସମାଜ ଶିଖିବେ କଣ।ଏ ଯେଉଁ ଆକ୍ଟିଂ ଦେଖିକି ବିରକ୍ତି ଲାଗୁଚି।ତେଣୁ ଏପଟ ସେପଟ ନ ହେଇକି ବାହା କରିଦିଅ ଭଲ ହେବ ଭଲ ପୁଅ ଗୋଟେ ଯଥା ଶୀଘ୍ର ଦେଖା ଭଲ ସମସ୍ତଙ୍କ ପାଇଁ ରହିବ
ହେ କେତେ ପ୍ରେମ ବାଟରେ ଘାଟରେ ଯୁଆଡେ ଯିବ ଏ ଗାର୍ଡେନରେ ଇନ୍ଦିରା ପାର୍କରେ ଇଏ ତ ଖାଲି ପ୍ରେମ ଇଏ ଯେଉଁ କୁଣ୍ଢିଆ କୁଣ୍ଢି କାମୁଡ଼ା କାମୁଡ଼ି ଭାରି ବିରକ୍ତିଆ ଲାଗୁଚି।ତେବେ ତମେ ତମ ଝିଅକୁ ନେଇ ଭଲ ଜ୍ବାଇଁ ଦେଖି ବାହା କରି ଦେଉନ।ବାବୁଶାନ ମହାନ୍ତି ବାପା ଉତ୍ତମ ମହାନ୍ତି ମୋର ଗୋଟିଏ ସାନ ଭାଇ।

ତାଙ୍କ ବୋଉ ଜଣେ ଓଡ଼ିଶାର ପ୍ରତିଷ୍ଠିତ ଷ୍ଟାର।ତାଙ୍କ ଅଭିନୟ ମତେ ବହୁତ ଭଲ ଲାଗେ।ତାଙ୍କ ପୁଅ ବାବୁଶାନ।ଇଆଡ଼େ ମ୍ୟୁଜିକ ନିର୍ଦ୍ଦେଶକ ମନ୍ମଥ ମିଶ୍ର ସେ ୨୦ ବର୍ଷ ହେଲା ନିର୍ଦ୍ଦେଶକ ଗୁଡ଼ାଏ ଗୀତ ଗାଇଛନ୍ତି ଗୁଡ଼ାଏ କାର୍ଯ୍ୟକ୍ରମ ତାଙ୍କର।ତାଙ୍କ ଝିଅ ଇଏ।ଇଏ ବି ଗୁଡ଼ାଏ ଫିଲ୍ମରେ ପ୍ରକୃତି ମିଶ୍ର ଦୁନିଆ ଫିଲ୍ମରେ ପାର୍ଟ କଲେଣି!

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।