viral video : ଇନଷ୍ଟାଗ୍ରାମରେ ଭିଡିଓ କରିବା ପାଇଁ ମନା କଲେ ଶାଶୁଘର ଲୋକ..ତା ପରେ ଜୀବନ ହାରିଲା ନୂଆ ବହୂ ,ଦେଖନ୍ତୁ ଭିଡ଼ିଓ viral ଭିଡ଼ିଓ ଟିକୁ

ଇନଷ୍ଟାଗ୍ରାମ ରେ ଭିଡିଓ ନକରିବା ପାଇଁ ଶାଶୁ ଘର ଲୋକ ମନା କରିବାରୁ।ସେ ନାଚ ହେଉ କି ଗୀତ ଯଦି ତାହା ଭଲ ଭାବରେ ହୋଇଥିବ ଆଉ ତାଳ ସହିତ ହେଉଥିବ ତାହେଲେ ପିଲା ଠାରୁ ଆରମ୍ଭ କରି ବୁଢ଼ା ବୁଢ଼ି ପର୍ଯ୍ୟନ୍ତ ସମସ୍ତେ ତାକୁ ପସନ୍ଦ କରିଥାନ୍ତି |

ତେବେ ଯଦି ନାଚ ଟି ଭଲ ହୋଇଥାଏ ତାହେଲେ ସେହି ନାଚର ତାଳେ ତାଳେ ଦର୍ଶକ ମାନେ ମଧ୍ୟ ତାହା ଆଡକୁ ଆକର୍ଷିତ ହୋଇଥାନ୍ତି ଓ ସେହି ନାଚର ତାଳେ ତାଳେ ଠୁମକା ଲଗାଇଥାନ୍ତି ଓ ଗୀତ ଓ ନାଚକୁ ଆନନ୍ଦର ସହିତ ଉପଭୋଗ ମଧ୍ୟ କରିଥାନ୍ତି | ତେବେ ସେମିତି ଏକା ଝିଅ ର ନାଚ ଏବେ ଭାଇରାଲ ହେଉଛି ଯାହାକୁ ଦେଖିକି ସମସ୍ତେ ପ୍ରଶଂସା ମଧ୍ୟ କରିଛନ୍ତି |

ତେବେ ଆଜିର ସମାଜରେ ଛୋଟ ହେଉ କି ବଡ ନିଜର ପ୍ରଶଂସା ନିଜେ ସାଉଁଟି ବା ସୋସିଆଲ ମିଡ଼ିଆ ଏକ ବଡ ମାଧ୍ୟମ ପାଲଟିଛି | ଏବେ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ରା ରେ ଭାଇରାଲ ହେଉଛି ଗୋଟିଏ ଡ୍ୟାନ୍ସ ଯେଉଁ ଡ୍ୟାନ୍ସ ରେ ଯୁବତୀ ଜଣଙ୍କ ଓ ସୁନ୍ଦର ଗୀତ ରେ ନିଜର ପ୍ରତିଭା କୁ ଦର୍ଶକ ମାନଙ୍କୁ ଦେଖାଇଥିଲେ ଓ ଲୋକମାନେ ଯୁବତୀ ଜଣଙ୍କ ଏହି ଡ୍ୟାନ୍ସ କୁ ଦେଖି ପ୍ରଶଂସା ମଧ୍ଯ କରିଥିଲି |

ଯୁବତୀ ଜଣଙ୍କ ଡ୍ୟାନ୍ସ କରୁଥିବା ସମୟରେ କେହି ଜଣେ ଏହି ଡ୍ୟାନ୍ସ ର ଭିଡ଼ିଓ ମୋବଇଲ ରେ କ୍ଲିକ କରି ସୋସିଆଲ ମିଡିଆରେ ଛାଡିଛନ୍ତି ଯାହା ଦ୍ୱାରା ଏହି ଭିଡ଼ିଓ ଅତି ସହଜ ରେ ଖୁବ କମ ସମୟ ଭିତରେ ସମସ୍ତ ଙ୍କ ମନ ଜିତି ପାରିଥିଲା | ତେବେ ନିଜର ପ୍ରତିଭା ମାଧ୍ୟମରେ ଲୋକ ମାନେ ସମସ୍ତଙ୍କ ଠାରେ ପ୍ରଶଂସା ର ପାତ୍ର ହେଉଛନ୍ତି |

 ଏହି ଭଳି ଛୋଟ ଠାରୁ ଆରମ୍ଭ କରିକି ବଡ଼ ପର୍ଯ୍ୟନ୍ତ ସମସ୍ତେ ନିଜର ପ୍ରତିଭାକୁ ଦେଖାଇ ଭାଇରାଲ କରାଉଛନ୍ତି |ତେବେ ଝିଅ ଜଣଙ୍କ ବେଠେଙ୍ଗୀ କ୍ରିତେ କାର ହୁ ମେ ଏହି ଗୀତରେ ସୁନ୍ଦର ଭାବରେ ଡାନ୍ସ କରିଛନ୍ତି, ଆଉ ଗୀତର ତାଳେ ତାଳେ ମଧ୍ୟ ଠୁମକା ଲଗେଇଛନ୍ତି, ଯାହାକୁ ଦର୍ଶକ ମାନେ ଦେଖିକି ବହୁତ ପ୍ରଶଂସା କରିଛନ୍ତି | ତେବେ ଏହି ଗୀତରେ ଝିଅଟି ଡାନ୍ସ କରୁଥିବା ବେଳେ ନିଜର ଚୂନରି କୁ ମୁଣ୍ଡ ଉପରେ ରଖିକି ମୁହଁକୁ ଘୋଡାଇ ସୁନ୍ଦର ଭାବରେ ଡାନ୍ସ କରିଛନ୍ତି |

ଆଉ ସେହି ନାଚର ତାଳେ ତାଳେ ମଧ୍ୟ ସମସ୍ତେ ବିମୋହିତ ହୋଇଯାଇଛନ୍ତି | ଏହିରି ମଧ୍ୟ ଆମେ ଜାଣିଛୁ କି ସେସିଆଲ ମିଡ଼ିଆର ଯୁଗରେ ଯିଏ ଯେତେ ନିଜର ପ୍ରତିଭା ଦେଖେଇ ପାରିବେ ସିଏ ସେତେ ଲୋକ ମାନଙ୍କ ଠାରେ ପ୍ରସଂଶା ର ପାତ୍ର ହୋଇପାରିବେ | ତେବେ ଏହି ଝିଅଟିର ଡାନ୍ସ ର ଭିଡିଓ ସେସିଆଲ ମିଡିଆରେ ଭାଇରାଲ ହେବା ପରେ ସମସ୍ତେ ତାହାକୁ ପ୍ରଶଂସା କରିବା ସହିତ ଭିଡ଼ିଅକୁ ଲାଇକ ମଧ୍ୟ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।