HEALTH TIPS-ଋତୁସ୍ରାବ (periods ) ଅନିୟମିତତା କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ ଗୁଡିକ ବିଷୟରେ….

ମହିଳା ମାନଙ୍କ ର ଶରୀର ରେ ଅନେକ ପ୍ରକାର ର ପରି ବର୍ତନ ହୋଇ ଥାଏ। ସେଥି ମଧ୍ୟରୁ ମାସିକ ଋତୁସ୍ରାବ ଏପରି ଏକ ପ୍ରକ୍ରିୟା ଯାହା କି ସମସ୍ତ ମହିଳା ମାନେ ସାମ୍ନା କରି ଥାଆନ୍ତି। ଏହି ଋତୁସ୍ରାବ ସମୟ ରେ ମହିଳା ମାନଙ୍କୁ ଅନେକ କଷ୍ଟ ସହିବାକୁ ପଡିଥାଏ ଓ ସେମନେ ବହୁତ ଅସୁବିଧା ର ସମ୍ମୁଖିନ ହୋଇ ଥାନ୍ତି। ଏହି ସମୟରେ ମହିଳା ମାନଙ୍କ ର ଅନିୟମିତତା ପିରିୟଡ଼ ମଧ୍ୟ ହୋଇ ଥାଏ। ତେବେ ଆପଣଙ୍କ ର ଯଦି ଏଭଳି ସମସ୍ୟା ଗୁଡିକ ରହୁଛି ତେବେ ଆପଣ ଏହାକୁ ସାଧାରଣ କଥା ନ ଭାବି ଡାକ୍ତର ଙ୍କ ର ପରାମର୍ସ ନିଶ୍ଚୟ ଭାବରେ ନିଅନ୍ତୁ।

ଏହା ସମସ୍ତେ ଜାଣିଛନ୍ତି କି ପିରିୟଡ଼ ସମୟରେ ମହିଳା ମାନଙ୍କୁ କିଛି ନା କିଛି ଯନ୍ତ୍ରଣା ହୋଇ ଥାଏ। ଅଧିକାଂଶ ମହିଳା ମାନଙ୍କୁ ପେଟ ବଥା ପରି ସମସ୍ୟା ର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ମାସିକ ଋତୁସ୍ରାବ ରେ ଅନିୟମିତତା ମହିଳା ମାନଙ୍କ ଅଧିକ ଅସୁବିଧା ରେ ପକାଇ ଥାଏ। କାହିଁକି ନା ଏହା ଦ୍ୱାରା ସେମାନଙ୍କ ର ଶରୀର ର ପ୍ରକ୍ରିୟା ସଠିକ ଭଣରେ ଚାଲି ପାରେ ନାହିଁ। ତେବେ ଆଜି ଆମେ ଏପରି କିଛି କାରଣ ଜାଣିବା ଯାହା ଦ୍ୱାରା କି ଋତୁସ୍ରାବ ରେ ଅନିୟମିତତା ହୋଇଥାଏ।

ତେବେ ଯଦି ମହିଳା ମାନଂକ ଶରୀର ରେ ହର୍ମୋନାଲ ଡିସବାଲାନ୍ସ ହୋଇଥାଏ ତାହାଲେ ପିରିୟାଡ୍ସ ଇରେଗୁଲାର ହୋଇଥାଏ। ଯେମିତି କି ଠିକ ଭାବରେ ନ ଖାଇବା। ଠିକ ସମୟରେ ନ ଶୋଇବା ଅଧିକ ଚିନ୍ତା ରେ ରହିବା ଇତ୍ୟାଦି କାରଣ ପାଇଁ ପିରିୟଡ଼ ଇରେଗୁଲାର ହୋଇ ଥାଏ।

ତେବେ ଏହି ସମୟରେ ଡାକ୍ତର ଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ ହୋଇ ଥାଏ। ଏହା ସହ ପିରିୟାଡ୍ସ ସମୟରେ ଅଧିକ ସଫା ସୁତୁରା ରହିବା ନିହାତି ଆବଶ୍ୟକ । ନଚେତ ଇଂଫେକ୍ସନ ହେବାର ଯଥେଷ୍ଟ ଅଧିକ ସମ୍ଭାବନା ରହି ଥାଏ ଓ ଏହା ଦ୍ୱାରା ମଧ୍ୟ ପିରିଓଡ୍ସ ଇରେଗୁଲାର ହୋଇ ଥାଏ।

ପିସିଓସି ସମସ୍ୟା

ଏହି ସମସ୍ୟା ହେବା ଦ୍ୱାରା ମଧ୍ୟ ପିରିୟାଡ୍ସ ଇରେଗୁଲାର ହୋଇଥାଏ। ଲାଇଫ ଷ୍ଟାଇଲ ରେ ପରିବର୍ତ୍ତନ। ଏହା ସହ ଅଧିକ ଫାଷ୍ଟ ଫୁଡ଼ ଖାଇବା। ନିଶା ଦ୍ରବ୍ୟ ସେବାନ ଆଦି ଦ୍ୱରା ଏହି ରୋଗ ହୋଇ ଥାଏ ଯାହା ଆପଣଙ୍କ ର ପିରିୟାଡ୍ସ ଉପରେ ଖରାପ ପ୍ରଭାବ ପକାଇ ଥାଏ। ତେବେ ଏହି ସମସ୍ୟା ଦେଖା ଦେଲେ ଏହାକୁ ହାଲୁକା ଭାବରେ ନ ନେଇ ଆପଣ ଡାକ୍ତର ଙ୍କ ପରାମର୍ଶ ନେବା ଆବଶ୍ୟକ।

ପିରିୟଡ଼ ବେଳେ ଯନ୍ତ୍ରଣା ହେବା ଏକ ସାଧାରାଣ କଥା କାହିଁକି କାହିଁକି ପ୍ରତି ମାସରେ ମହିଳା ମାନଙ୍କ ୟୁ ଟ୍ରେସ ରେ ଏଣ୍ଡୋମେଟ୍ରୋମ ତିଆରି ହୋଇ ଥାଏ ଓ ଏହା ମାସର ଶେଷରେ ବ୍ଲଡ଼ ଆକାର ରେ ବାହାରକୁ ବାହାରି ଆସିଥାଏ। ତେଣୁ ଏହି ସମୟରେ ୟୁ ଟ୍ରେସ ଟିକିଏ ମୋଡି ହେଲା ପରି ଥାଏ ଯୋଉଥି ପାଇଁ ଆପଣ ମାନଙ୍କୁ କଷ୍ଟ ଅନୁଭବ ହୋଇ ଥାଏ।

ଏହା ସମସ୍ତ ଙ୍କ ପାଖରେ କମ ବେସି ପରିମାଣ ରେ ହୁଏ। କାହାକୁ କେବେଳ ପିରିୟଡ଼ ର ପ୍ରଥମ ଦିନ କଷ୍ଟ ହେଉଥିବା ସମୟରେ କାହାକୁ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ କଷ୍ଟ ହୋଇ ଥାଏ। ତେଣୁ ଅଧିକ କଷ୍ଟ ହେଲେ ଡାକ୍ତର ଙ୍କ ପରାମର୍ଶ ନିଅନ୍ତି ନିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।