Exclusive : ତୃପ୍ତି ଦେଲେ ବାବୁଶାନଙ୍କୁ ଜନ୍ମଦିନ ଉପହାର, ଉଠେଇଲେ କେସ,ଏବେ ସବୁ ସମସ୍ୟାର ହେବ ସମାଧାନ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବାବୁଶାନଙ୍କ ପାଖକୁ ଫେରିବେ କି ବାବୁଶାନ ସ୍ତ୍ରୀ ତୃପ୍ତି?କଣ ତୃପ୍ତିଙ୍କ ମନ ବଦଳିବା କି?ସବୁ ରାଗ ଋଷା ଭୁଲି ଯାଇ କଣ ତୃପ୍ତି ଆଗକୁ ବଢିବ କି?ଏବେ ଏଭଳି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ।ଗତକାଲି ବାବୁଶାନଙ୍କ ଜନ୍ମଦିନ ରହିଥିଲା,ବାବୁଶାନ କେକ କାଟି ତାଙ୍କ ଜନ୍ମଦିନ ପାଳନ କରିଥିଲେ ଆଉ ତାଙ୍କ ଫ୍ୟାନ ମାନେ ମଧ୍ୟ ସେହି ଜାଗାରେ ଉପସ୍ଥିତ ରହିଥିଲେ।

ସମସ୍ତେ ଜନ୍ମଦିନରେ ଉପସ୍ଥିତ ଥିଲେ ମଧ୍ୟ ତୃପ୍ତି ଜନ୍ମଦିନରେ ଆସିନଥିଲେ ହେଲେ ତୃପ୍ତିଙ୍କ ବାପା ଆସି ପହଁଚିଥିଲେ ବାବୁଶାନଙ୍କ ଜନ୍ମଦିନରେ।ବାବୁଶାନ କାଲି ତାଙ୍କ ଜନ୍ମଦିନରେ ପ୍ରତିକ୍ରିୟା ରଖିଥିଲେ ଯେ ତୃପ୍ତି ମୋ ଜନ୍ମଦିନରେ ନସିଲେ ମଧ୍ୟ ସେ ସବୁବେଳେ ମୋ ସହିତ ରହିଛି।ତେଣୁ ମୁଁ ତାଙ୍କୁ ମିଶା କରୁନାହିଁ।

 ଜନ୍ମଦିନ ଅବସରରେ ବାବୁଶାନ ତାଙ୍କ ଆସନ୍ତା ଫିଲ୍ମ ଗଜପତି ଘୋଷଣା କରିଛନ୍ତି।ବାବୁଶାନଙ୍କ ସମ୍ପର୍କୀୟ ମାମୁ ରବି ମିଶ୍ର କାଲି ସୂଚନା ଦେଇଛନ୍ତି ଯେ ସେମାନେ ତାଙ୍କ ଦୁଇ ପରିବାର ମଧ୍ୟରେ ଆପୋଷ ବୁଝାମଣା କରିଛନ୍ତି ଆଉ ସମାଧାନର ବାଟ ମଧ୍ୟ ଫିଟିଛି।ବାବୁଶାନ:ଗଜପତି ଫିଲ୍ମ ହେଉଛି ଓଡ଼ିଶାର ଗୋଟେ ବଡ଼ ଫିଲ୍ମ ହେବାକୁ ଯାଉଛି!

ଆଉ ମୁ ସମସ୍ତଙ୍କୁ ପ୍ରମିସ କରୁଛି ସବୁ ଦର୍ଶକ ପୁଣି ଫେରିଆସିବେ ସବୁ କିଛି ଠିକ୍ ହେଇଯିବ,ମୋର ପୁରା ପରିଶ୍ରମ ଆଉ ପୁରା ଚେଷ୍ଟା ରହିବ ଏହି ସିନେମାରେ ସବୁ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ।ଆଉ ଏଇ ଫିଲ୍ମ ମଧ୍ୟ ଆମ ଓଡ଼ିଶାର ପରମ୍ପରା ଓଡ଼ିଶାର ମାଟିରେ ସବୁ ରହିବ,ଯେମିତି ବିଦ୍ୟାରାଣ ଫିଲ୍ମ ହେଇଥିଲା ଏଇଟା ମଧ୍ୟ ସେଇଭଳି ବହୁତ ହିଟ ହେବ।

 ଆଉ ତୃପ୍ତି ବିଷୟରେ ଯଦି କହିବି ମୁ ତାକୁ ଜମା ମିସ କରୁନି କାହିଁକିନା ସେ ସବୁବେଳେ ମୋ ପାଖରେ ଅଛି।ଆଉ ସବୁବେଳେ ସେ ମୋ ପାଖରେ ରହିବ।ଆଉ ତା ସହ ମୁଁ ଆଜି କଥା ହେଇଛି ଫୋନରେ।ସ୍ନିଗ୍ଧ (ସାମ୍ବାଦିକ):ଦେଖନ୍ତୁ ନିଶ୍ଚିନ୍ତ ଭାବରେ ଓଡ଼ିଶାର ସମସ୍ତ ଫ୍ୟାନ ତାଙ୍କର ଯେତେ ଅଛନ୍ତି ସମସ୍ତେ ଚାହାଁନ୍ତି ବାବୁଶାନ ଆଉ ତୃପ୍ତି ପୁଣି ଏକାଠି ହେଇଯାନ୍ତୁ,ଆଉ ପରିବାର ମଧ୍ୟ ସେଇଆ ଚାହୁଁଛି।

ଆଉ ଆମେ। ଦେଖିଲେ ବାବୁଶାନଙ୍କ ସମ୍ପର୍କୀୟ ମାମୁ ମଧ୍ୟ କହିଛନ୍ତି ସବୁକିଛି ସମାଧାନ ହେଇଯାଇଛି।ଆଉ ଆପଣମାନେ ଯାହା ଚାହୁଁଛନ୍ତି ସେୟାହିଁ ହେବ ବୋଲି ମଧ୍ୟ କହିଛନ୍ତି।ଆଉ ବାବୁଶାନ ମଧ୍ୟ କାଲି ତାଙ୍କର ଆସନ୍ତା ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି।ଯାହା ତାଙ୍କ ଦିଜଣଙ୍କ ପରିବାରର ଲୋକଙ୍କୁ ଦେଖିଲେ!

କିମ୍ବା କାଲି ଜନ୍ମ ଦିନରେ ମଧ୍ୟ ଆମେ ଦେଖିଛନ୍ତି ବାବୁଶାନ ଙ୍କ ଶଶୁର ଆଉ ତାଙ୍କ ବାପା ମା ମଧ୍ୟ ବହୁତ ଖୁସିରେ ଜନ୍ମଦିନ ପାଳିଛନ୍ତି।ଆଉ ଏସବୁକୁ ଦେଖିଲେ କଉଠିି ନା କଉ ଜାଗାରେ ଲାଗୁଛି ସବୁ ଠିକ ହେଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।