ଓଃ..କି..ଡ୍ୟାନ୍ସ…ଅପେରା ସାଇସାମ୍ରାଟ ରେ ସିଦ୍ଧାର୍ଥ ଓ ସୁପ୍ରିୟାଙ୍କ ଜବରଦସ୍ତ ହଟ ଡ୍ୟାନ୍ସ,ଦେଖିଲେ ନିଜକୁ ସମ୍ଭାଳି ପାରିବେନି। ମାତ୍ର ୪ ଘଣ୍ଟାରେ 245k ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ…..

ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ କି ଯାତ୍ରା ଦୁନିଆ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି । ଆଉ ଯାତ୍ରା ଜଗତରେ ବର୍ତ୍ତମାନ ପାଦ ଦେଉଛନ୍ତି ଅଲିଉଡ ଅଭିନେତ୍ରୀ ଚୁଲବୁଲି ନାୟିକା ସୁପ୍ରିୟା ଓ ନାୟକ ସିଦ୍ଧାର୍ଥ ମହାପାତ୍ର ।

ଆଉ ଭୂମିକା ନିଜର ଡାନ୍ସ ସହିତ ଡାଇଲଗ ଓ କମେଡି ର ଜଲୱା ରେ ସମସ୍ତଙ୍କର ମନକୁ ଆକୃଷ୍ଟ କରେଇଛନ୍ତି । ତେବେ ଦେଖିବା କୁ ମିଳିଥିଲା କି ସିଦ୍ଧାର୍ଥ ଓ ସୁପ୍ରିୟା ଷ୍ଟେଜ ରେ ତାଙ୍କର ନିଆରା ଅନ୍ଦାଜ ରେ ଦର୍ଶକ ମାନଙ୍କ ର ମନରେ ଏକ ସ୍ୱତନ୍ତ୍ର ଜାଗା ବନେଇ ପାରିଛନ୍ତି । ତେବେ ଷ୍ଟେଜ ରେ କମାଲ ଦେଖାଇ ଦର୍ଶକ ମାନଙ୍କ ର ମନ କୁ କିଣିଥିବା ସିଦ୍ଧାର୍ଥ ଓ ସୁପ୍ରିୟା ଙ୍କର ଭାଇରାଲ ଭିଡିଓ ଉପରେ ନିହାତି ଦେଖନ୍ତୁ ।

ତେବେ ବେଶ କିଛି ଦିନ ହେବ ସମସ୍ତ ପ୍ରକାରର ଷ୍ଟେଜ ପ୍ରଗ୍ରାମ ବନ୍ଦ ଥିବା ବେଳେ ବର୍ତ୍ତମାନ ସାଇ ସମ୍ରାଟ୍ ଅପେରା ଅବସରରେ ବିଭିନ୍ନ ସ୍ଥାନ ରେ ବିଭିନ୍ନ ପ୍ରକାରର ପ୍ରଗ୍ରାମ ମାନ ଦେଖିବାକୁ ମିଳିଥିଲା । ତେବେ ଏହି ସାଇ ସମ୍ରାଟ୍ ଅପେରା ରେ ମଞ୍ଚ ଉପରେ ନିଜର ଝଲକ ଦେଖାଇ ନିଆରା ଅନ୍ଦାଜ ରେ ସମସ୍ତଙ୍କ ମନକୁ କିଣି ନେଇଥିଲେ ସିଦ୍ଧାର୍ଥ ଓ ସୁପ୍ରିୟା ଆଉ ତାଙ୍କର ଅଭିନୟ କଥା ଆଉ ଡାନ୍ସ ର ଶୌଳି ଉପସ୍ଥିତ ଦର୍ଶକ ମାନଙ୍କ ର ମନ କୁ କିଣି ନେଇଥିବାର ଦେଖିବାକୁ ମିଳିଥିଲା । ଆଉ ବର୍ତ୍ତମାନ ସେହି ଭଳି କିଛି ଭିଡିଓ ଦେଖିବାକୁ ମିଳିଥିଲା ।

ଆଉ ଯେଉଁଠି ଦେଖା ଯାଇଥିଲା କି ଅଲିଉଡ ଇଣ୍ଡୋଷ୍ଟ୍ରି ର ଜଣା ଶୁଣା ଅଭିନେତ୍ରୀ ଓ ଅଭିନେତା ହେଉଛନ୍ତି ସିଦ୍ଧାର୍ଥ ଓ ସୁପ୍ରିୟା । ଆଉ ସୁପ୍ରିୟା ଙ୍କର ଅଭିନୟ ଓଡିଶା ର ଘରେ ଘରେ ପ୍ରତେକ ଦର୍ଶକ ମାନଙ୍କର ମନରେ ଏକ ସ୍ୱତନ୍ତ୍ର ଜାଗା ବନେଇ ପାରିଥିଲା ।

ତେବେ ଦର୍ଶକ ମାନେ ମଧ୍ୟ ସେହି ଭଳି ଜଣେ ଅଭିନେତ୍ରୀ ମାନଙ୍କ ସହିତ ମିଶିବା ପାଇଁ ଆଉ ତାଙ୍କର ଟିକିଏ ଝଲକ ପାଇବା ପାଇଁ ଅପେକ୍ଷା କରିକି ବସିଥିଲେ । ତେବେ ସାଇ ସମ୍ରାଟ୍ ଅପେରା ଅବସରରେ ସିଦ୍ଧାର୍ଥ ଓ ସୁପ୍ରିୟା ଙ୍କୁ ଷ୍ଟେଜ ଉପରେ ପାଇଁ ଦର୍ଶକ ମାନଙ୍କର ମନ ମଧ୍ୟ ବେଶ ଖୁସି ହୋଇ ଯାଇଥିଲା ବୋଲି କୁହାଯାଉଛି । ଆଉ ଏଠାରେ କମାଲ ଦେଖାଇବା କୁ ଲାଗିଛନ୍ତି ସିଦ୍ଧାର୍ଥ ଓ ସୁପ୍ରିୟା।

ତେବେ ସୁପ୍ରିୟା ଓ ସିଦ୍ଧାର୍ଥ ପ୍ରଥମେ ଦର୍ଶକ ମାନଙ୍କୁ ତାଙ୍କର ପ୍ରଣାମ ଜଣାଇବା ସହିତ ସେ ଦର୍ଶକ ମାନଙ୍କ ସହିତ ମିଶିକି କେତେ ଖୁସି ଥିଲେ ତାହା ମଧ୍ୟ କହିବା ସହିତ ପ୍ରଥମେ ତାଙ୍କର ଅଭିନୟ ର ଯାଦୁ ଦେଖାଇବା ସହିତ ପରେ ଗୀତରେ ସୁନ୍ଦର ଭାବରେ ଡାନ୍ସ କରିଥିଲେ ଷ୍ଟେଜ ରେ ଆଉ ତାଙ୍କ ସହିତ ଦର୍ଶକ ମାନଙ୍କର ମନକୁ ମଧ୍ୟ ଝୁମାଇ ଥିଲେ । ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।