ଓଃ..କି..ଡ୍ୟାନ୍ସ – ସମ୍ବଲପୁରୀ ଗୀତାରେ କୁନି ଝିଅର ଡ୍ଯାସ୍ସ ଦେଖିଲେ ନିଜକୁ ସମ୍ଭାଳି ପାରିବେନି….! ମାତ୍ର ୪ ଘଣ୍ଟାରେ 240k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିଲେ | ତେବେ ବେଳେ ବେଳେ ଏଭଳି କିଛି ଡାନ୍ସ ଆଉ ଗୀତ ର ଭିଡିଓ ଭାଇରାଲ ହେବାକୁ ଲାଗିଥାଏ ଯାହାକୁ ଦେଖିଲେ ଆମ ମନ ଖୁସି ହୋଇ ଯାଇଥାଏ |
ଆଉ ସମସ୍ତଙ୍କୁ ମୋତୁଆଲା କରିଦେଲା ଭଳି ଭିଡିଓ ହୋଇଥାଏ | ତେବେ ବର୍ତ୍ତମାନ ସେହିଭଳି ଏକ ଭିଡିଓ ଟିଏ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ପ୍ରସଂଶା କରିବାକୁ ଲାଗିବେ |
ଆଉ ନିଜର ଡାନ୍ସ ର ଠୁମକା ରେ ସମସ୍ତଙ୍କୁ ଦିୱାନା ବନେଇଥିବା ସେହି ଝିଅ ଜଣଙ୍କ ବିଷୟରେ ଆସନ୍ତୁ ଆଜି ଆମେ ଆଲୋଚନା କରିବା |ତେବେ ବନ୍ଧୁଗଣ ଆମେ ଜାଣିଛୁ କି ଆଜିର ଯୁଗ ଦିନକୁ ଦିନ ଡେଭଲୋପ କରିବାରେ ଲାଗିଛି |
ତେବେ ଆଜି କାଲି ନିଜ ଭିତରେ ଥିବା ଗୁଣ ଆଉ ଟେଲେଣ୍ଟ କୁ ଦେଖାଇବା ପାଇଁ ଆଉ କାହା ଉପରେ ନିର୍ଭର କରିବା ପାଇଁ ପଡ଼ୁନି ଆଜିର ଯୁବ ପିଢ଼ି ମାନଙ୍କୁ | ପିଲା ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଆଜି ନିଜର ଟେଲେଣ୍ଟ କୁ ସୋସିଆଲ ମିଡିଆରେ ଭାଇରାଲ କରେଇବାରେ ଲାଗିଛନ୍ତି | ଆଉ ଯାହା ଫଳରେ ବହୁତ ପ୍ରସଂଶା ର ପାତ୍ର ମଧ୍ୟ ହେଉଛନ୍ତି ସେମାନେ |
ଆଉ ଯାହା ମାଧ୍ୟମରେ ସେମାନେ ଲୋକ ଙ୍କ ପାଖରେ ବହୁତ ଫେମସ ହେବାରେ ଲାଗିଛନ୍ତି | ତେବେ ବର୍ତ୍ତମାନ ସେହି ଭଳି ଏକ ଭିଡିଓ ଟିଏ ଭାଇରାଲ ହେବାରେ ଲାଗିଛି |ତେବେ ଏହି ଭିଡିଓ ରେ ଦେଖା ଯାଇଛି କି ଝିଅ ଜଣଙ୍କ ଙ୍କ ଣା ହେଉଛି ଅଲିଶା ଆଉ ଯିଏ କି “ଆଜା ନାଚଲେ ନାଚଲେ ” ଗୀତରେ ସୁନ୍ଦର ଭାବରେ ଧଳା ରଙ୍ଗର ଗୋଟିଏ ଡ୍ରେସ କୁ ପିନ୍ଧିଛନ୍ତି ଓ ନିଜର ଅଣ୍ଟା କୁ ହଲେଇ କରିବାକୁ ଲାଗିଛନ୍ତି ଡାନ୍ସ |
ଆଉ ଝିଅ ଜଣଙ୍କର ଡାନ୍ସ ର ଯାଦୁ ଏତେ ସୁନ୍ଦର ଥିଲା କି ଯିଏ ବି ଦେଖିବ ଝିଅ ଟିର ନାଚର ପ୍ରସଂଶା ନ କରିକି ରହି ପାରିବନି ଆଉ ଝିଅ ଟିର ଡାନ୍ସ ର ଦିୱାନୀ ହୋଇଯିବ ବୋଲି କୁହାଯାଉଛି |ଆଉ ଯାହା ସମସ୍ତଙ୍କ ହୃଦୟକୁ ବେଶ ଛୁଇଁଛି |ତେବେ ଡାନ୍ସ ଟିରେ ଝିଅ ଜଣଙ୍କ ଗୀତ ର ତଳେ ତଳେ ନିଜର ଅଣ୍ଟା କୁ ହଳଲାଇ ଡାନ୍ସ ର ଯାଦୁ ଦେଖାଉଛନ୍ତି |
ଆଉ ସମସ୍ତଙ୍କୁ ଆକୃଷ୍ଟ ମଧ୍ୟ କରାଉଛନ୍ତି ଡାନ୍ସ ର ଛଳରେ | ଆଉ ଲୋକ ମାନେ ମଧ୍ୟ ଏହି ଭିଡିସମସ୍ତଙ୍କ ହୃଦୟକୁ ବେଶ ଛୁଇଁଛି |ତେବେ ଡାନ୍ସ ଟିରେ ଝିଅ ଜଣଙ୍କ ଗୀତ ର ତଳେ ତଳେ ନିଜର ଅଣ୍ଟା କୁ ହଳଲାଇ ଡାନ୍ସ ର ଯାଦୁ ଦେଖାଉଛନ୍ତି |
ଆଉ ସମସ୍ତଙ୍କୁ ଆକୃଷ୍ଟ ମଧ୍ୟ କରାଉଛନ୍ତି ଡାନ୍ସ ର ଛଳରେ | ଆଉ ଲୋକ ମାନେ ମଧ୍ୟ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଝିଅ ଜଣଙ୍କ ଅନେକ ପ୍ରସଂଶା ମଧ୍ୟ ସାଉଁଟି ଛନ୍ତି | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |