viral ଭିଡ଼ିଓ – ପ୍ରେମ, ବିବାହ ଏବଂ ଧୋକା ! ଫେସବୁକ ପ୍ରେମ କଲା ପାଗଳ ସ୍ୱାମୀ ଓ ପୁଅ କୁ ଛାଡି ପଳାଇଲେ ମା ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ପ୍ରେମ ହେଉଛି ଏକ ମଧୁର ସମ୍ପର୍କ ର ନାମ। ପ୍ରେମ ମାନେ ଦୁଇଟି ମନର ପବିତ୍ର ମିଳନ। କେତେ ବେଳେ କାହା ସହ ପ୍ରେମ ହେଇଯିବ ତାହା କେବେ କେହି କହି ପାରିବେନାହିଁ। ପ୍ରେମ ରେ ଜାତି ବର୍ଣ ଧର୍ମ କିଛି ବି ଦେଖା ଯାଏ ନାହିଁ। ପ୍ରେମ ହୋଉ ହୋଉ ହେଇ ଯାଏ। କିନ୍ତୁ ବର୍ତ୍ତମାନ ପ୍ରେମ ର ପରି ଭାଷା ସମ୍ପୂର୍ଣ ବଦଳି ଯାଇଛି। କାହିଁକି ନା ଏବେ ପ୍ରେମ ରେ ଏବେ ଆଉ ସେ ମଧୁରତା ନାହିଁ।
ତେବେ ଆଜି ଏଭଳି ଏକ ପ୍ରେମ ବିଷୟରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ। ଏ କୌଣସି ଏମିତି ସେମିତି ପ୍ରେମ ନୁହେଁ। ଏ ହେଉଛି ଫେସବୁକ ପ୍ରେମ।
ଏହି ଘଟଣା ଟି ହେଉଛି ନୟାଗଡ଼ ଜିଲ୍ଲାର ଫଳମୁଣି ବ୍ଲକ ଅନ୍ତର୍ଗତ ଦମୁଲି ଗ୍ରାମ ରେ। ଏହି ଗ୍ରାମରେ ସବିତା ନାୟକ ଓ ରାଜେଶ ନାୟକ ଦୁହେଁ ଦୁହିଁଙ୍କୁ ବିବାହ କରିଥିଲେ। ରାଜେଶ ବହୁତ ଧନୀ ହୋଇ ଥିବାରୁ ସବିତା ତାଙ୍କୁ ଭଲ ପାଇ ବିବାହ କରି ଥିଲେ।
ଏକ ବର୍ଷ ପରେ ତାଙ୍କର ଏକ ପୁଅ ହୋଇ ଥିଲା। ପୁଅ ହେବା ପରେ ରାଜେଶ ଙ୍କ ର ଆର୍ଥିକ ଅବସ୍ଥା ଖରାପ ହେବାକୁ ଲାଗିଲା। ଯାହା ଫଳରେ ସବିତା ଙ୍କ ର ଆବଶ୍ୟକ ତା କୁ ରାଜେଶ ଭଲ ଭାବରେ ପୂରଣ କରି ପାରିଲେ ନାହିଁ। ଏମିତି 3 ବର୍ଷ ପର୍ଯ୍ୟନ୍ତ ରାଜେଶ ନିଜର ସ୍ତ୍ରୀ ସବିତାଙ୍କ ର ଆବଶ୍ୟକ ତା କୁ ପୁରଣ କରି ପାରିଲେ ନାହିଁ।
ଏହା ପରେ ରାଜେଶ ତାଙ୍କ ସ୍ତ୍ରୀ କୁ ଖୁସି କରାଇବା ପାଇଁ ଏକ ଆଣ୍ଡ୍ରୋଇଡ଼ ଫୋନ ଆଣି ଦେଇ ଥିଲେ। ସେହି ଆଣ୍ଡ୍ରୋଇଡ଼ ଫୋନ ଧରିବା ପରେ ସବିତା ଖୁସି ହୋଇ ଯାଇ ଥିଲେ। ଏହା ପରେ ସେ ଫେସ ବୁକ ଚଳାଇବା ଶିଖି ଯାଇ ଥିଲେ।
ଫେସ ବୁକ ବ୍ୟବହାର କରୁ କରୁ ସବିତା ହଠାତ ଜଣେ ଯୁବକ ଙ୍କ ପ୍ରେମ ରେ ପଡି ଯାଇ ଥିଲେ। ଏମିତି କି କିଛି ଦିନ ଫେସବୁକ ରେ କଥା ହେବା ପରେ ସବିତା ସେ ଯୁବକ କଜ ନିଜର ନମ୍ବର ଦେଇ ଦେଇଥିଲେ। ଏହା ପରେ ସେ ଦୁହେଁ ଫୋନ ରେ କଥା ହୋଇ ଥିଲେ।
ଏମିତି କଥା ହୋଉ ହୋଉ ସେମାନେ ନିସ୍ପତି ନେଇ ଥିଲେ ଯେ ସେମାନେ ପରସ୍ପର ସହ କୁଆଡେ ପଳାଇବେ। ତେବେ ସବିତା ନିଜର 5 ବର୍ଷ ର ପୁଅ ଓ ସ୍ୱାମୀ କୁ ଛାଡି ସେହି ଯୁବକ ଙ୍କ ସହ କୁଆଡେ ଚାଲି ଯାଇ ଥିଲେ। ରାଜେଶ ଏ ବାବଦରେ ଥାନା ରେ ଏତଲା ଦେବାରୁ ପୋଲିସ କୁ ସବିତା ନିଜ ଇଛା ରେ ଯାଇ ଥିବା କଥା କହି ଥିଲେ। ତେବେ ଏହି ଘଟଣା ଏବେ ଚାରି ଆଡ଼େ ଚର୍ଚ୍ଚା ର ବିଷୟ ପାଲଟି ଯାଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।