ଛିଃ…ଛିଃ….୧୮ ବର୍ଷ ର ଯୁବତୀ କୁ ବିବାହ କରିଲେ ୬୦ ବର୍ଷ ର ରସିକିଆ ବୁଢା,ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବୁଢ଼ା ବରର ସୁନ୍ଦରୀ ସ୍ତ୍ରୀ ବର ଠୁ ୪୨ ବର୍ଷ ସାନ ହେଉଛି କନ୍ୟା । ବର ର ବୟସ ୬୦ ବର୍ଷ ଏବଂ କନ୍ୟା ର ବୟସ ୧୮ ବର୍ଷ । ସୁନ୍ଦର ଜୀବନ ସାଥୀ ଟି ଏ ପାଇବା କୁ ସମସ୍ତେ ଚାହାଁନ୍ତି । ବିବାହ ପାଇଁ ସୁନ୍ଦର ଆଉ ସୁଶୀଲ ଝିଅ ଖୋଜନ୍ତି ବର ପକ୍ଷ । ଝିଅ ସାଧାରଣତଃ କମ୍ ବୟସ ର ହେବା ଉପରେ ବର ପକ୍ଷ ଅଧିକ ଗୁରୁତ୍ବ ଦିଅନ୍ତି । ସେମିତି ଜଣେ ୬୦ ବର୍ଷୀୟ ବୃଦ୍ଧ ବ୍ୟକ୍ତି ୧୮ ବର୍ଷୀୟ ଯୁବତୀ ଙ୍କୁ ବିବାହ କରିଛନ୍ତି ।

୪୨ ବର୍ଷ ବୟସ ବ୍ୟବଧାନ ରେ ହୋଇଛି ବିବାହ । ବୁଢ଼ା ବର ସହ କମ୍ ବୟସ ର କନ୍ୟା କୁ ଦେଖି ଲୋକେ କହୁଛନ୍ତି ବୃଦ୍ଧ ଙ୍କ ର କି ଭାଗ୍ୟ । ସୋସିଆଲ ମିଡିଆ ରେ ବର ଆଉ କନ୍ୟା ଏକାଠି ମନ୍ଦିର ରେ ଠାକୁର ଙ୍କୁ ଦର୍ଶନ କରୁଥିଲେ ସେଥିରେ କିଛି ଲୋକ ତାଙ୍କର ଭିଡ଼ିଓ କରିଥିଲେ ଭିଡିଓ ଭାଇରାଲ ହେଉଛି । କ୍ୟାମେରା ମ୍ୟାନ ଭିଡିଓ ରେକର୍ଡ କରିବା ସମୟରେ କନ୍ୟା ଜଣକ କାନ୍ଦୁ ଥିବା ର ଯାଉ ଥିବା ର ମଧ୍ୟ ସେହି ଭିଡିଓ ରେ ଦେଖା ଦେଇଛି ।

୬୦ ବର୍ଷ ରେ ବୃଦ୍ଧ ୧୮ ବର୍ଷ ର ଝିଅ କୁ ବିବାହ କରିଥିଲେ । ଯୁବତୀ ଙ୍କୁ ପଚାରିଲେ କୁ ତୁମେ ତୁମ ଇଛା ରେ ବିବାହ କରୁଛ କି ଯୁବତୀ ଜଣକ କହିଥିଲେ ମୋତେ ଜବରଦସ୍ତ ବିବାହ କରୁଛନ୍ତି ଲୋକ ମାନେ ପଚାରିଲେ ତୁମ ଘର ତାଙ୍କ ଘର ଉତ୍ତରପ୍ରଦେଶ ରେ ତାଙ୍କୁ ପାଠ ପଡେଇବେ ବୋଲି ତାଙ୍କ ଘରେ କହିକି ଆସିଥିଲେ କିନ୍ତୁ ବୃଦ୍ଧ ଜଣକ କହୁଛନ୍ତି ମୁଁ ତାଙ୍କ ଘରେ ୨ ଲକ୍ଷ୍ୟ ଟଙ୍କା ଦେଇକି ଆଣିଛି ।

ବୃଦ୍ଧ ଜଣ ଙ୍କ ଝିଅ ଟି ର ଦାମ୍ ଦେଇ କିଣି ଚାନ୍ତି । ଆହୁତି ମଧ୍ୟ କହୁଛନ୍ତି ମୁଁ ତାଙ୍କୁ ବିବାହ ପରେ ପାଠ ପଡେଇବି ଏମିତି ନୃଷସ ବୃଦ୍ଧ ଟି ଝିଅ ର ବାପା ବୟସ ର ହେଵ ତାଙ୍କୁ ଜରବରଦସ୍ତ୍ ବିବାହ କରୁଛନ୍ତି ଓ ତାଙ୍କ ସାମ୍ନା ରେ ତାଙ୍କୁ ଧମକ ଦେଉଛନ୍ତି ବୃଦ୍ଧ ଟି ଝିଅ ଟି କାନ୍ଦି କାନ୍ଦି କହୁଛନ୍ତି ଭିଡ଼ିଓ କରୁଥିବା ଲୋକ ମାନକୁ ଏହି ଯୋଡି ଙ୍କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ।

ବର କୁ ଲୋକେ ବୋଲି ଡାକୁଛନ୍ତି । ବର ଙ୍କ ର ଦାଢ଼ି ଧଳା ହୋଇ ଯାଇଥିବା ରୁ ଲୋକେ ତାଙ୍କୁ ଏପରି ଡାକୁଛନ୍ତି । ଏହି ଭିଡିଓ କୁ ଇନଷ୍ଟା ଗ୍ରାମ ରେ ସେୟାର କରା ଯାଇଛି । ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାର କାରୀ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କିଏ କହୁଛି ବୃଦ୍ଧ ଜଣ କ ବହୁତ ପୁଣ୍ୟ କରିଛନ୍ତି । ଆଉ କିଛି ଲୋକ ବୃଦ୍ଧ ଙ୍କ ପାଖରେ ବହୁତ ଧନ ଅଛି ବୋଲି ପ୍ରଶ୍ନ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।