ସୁପ୍ରିମ କୋର୍ଟଙ୍କ ବଡ ଘୋଷଣା ! ମହିଳାଙ୍କୁ ଆଉ ଲୁଚାଇ ଗର୍ଭପାତ କରିବାକୁ ପଡ଼ିବନାହିଁ, ଗର୍ଭପାତର ଅଧିକାର ପ୍ରଦାନ କଲେ ସୁପ୍ରିମକୋର୍ଟ I

ମହିଳା ମାନଙ୍କ ପାଇଁ ଖୁସି ଖବର । ଏଣିକି ଚିନ୍ତା କରିବେ ନାହିଁ ମହିଳା ମାନେ । ଅବିବାହିତ ନାରୀ ମାନେ ମଧ୍ୟ ଗର୍ଭପାତ କରି ପାରିବେ । ହଁ ଆଜ୍ଞା ସୁପ୍ରିମକୋର୍ଟ ର ବଡ଼ ବୟାନ ଏଣିକି ଅବିବାହିତ ନାରୀ ମାନେ ଗର୍ଭପାତ କରି ପାରିବେ । ସେହି ପରି ବିବାହିତା ନାରୀ ମାନେ ମଧ୍ୟ ତାଙ୍କ ଇଛା ଅନୁସାରେ ଗର୍ଭପାତ କରି ପାରିବେ ।

ଆଜି କାଲି ଦୁନିଆ ରେ ଝିଅ ମାନେ କିଛି ପଇସା ପାଇଁ ପୁଅ ମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖୁ ଛନ୍ତି । ଯାହାଯାହା ଫୋଳରେ ବିବାହ କରିବା ପୂର୍ବରୁ ସେମାନେ ଗର୍ଭବତୀ ହୋଇ ଯାଉ ଛନ୍ତି । ତା ପରେ ଲୋକ ମାନେ ତାକୁ ବହୁତ କଟୁ କଥା କହୁ ଛନ୍ତି ।

ଯଦି ପିଲାକୁ ମାରିବା ପାଇଁ ଚେଷ୍ଟା କରୁଚି ତାହାଲେ ହସ୍ପିଟାଲ ରେ ପଇସା ଦେବାକୁ ପଡୁଛି କେତେ ଜଣଙ୍କ ହାତ ଧରିବା ପରେ ଯାଇ ଝିଅ କୁ ଅପେରେସନ କରା ଯାଉଛି । ତେଣୁ ଆଜିର ନାରୀ ମାନେ ଏଥି ପାଇଁ ବହୁତ ଟେନସନ । ଏବେ କିନ୍ତୁ ଚିନ୍ତା କରିବାର କିଛି ନାହିଁ ।
ସୁପ୍ରିମକୋର୍ଟ ଏପରି ନିୟମ କରି ବହୁତ ଭଲ କାମ କରିଛି । ଏଣିକି ମହିଳା ମାନେ ସେକ୍ସ କରିବା ପାଇଁ ଡରିବେ ନାହିଁ କି ପୁଅ ମାନେ ମଧ୍ୟ ସେକ୍ସ କରିବା ପାଇଁ ଡରିବେ ନାହିଁ । ମାର୍କେଟ ରେ ବୁଲୁ ଥିବା ପ୍ରେମିକ ଓ ପ୍ରେମିକା ମାନେ ଆଉ ଚିନ୍ତା କରିବେ ନାହିଁ ।

 ଏଣିକି ବିନା ହେଲିମେଟ ବ୍ୟବହାର କରି ସେମାନେ ସେକ୍ସ କରି ପାରିବେ । ଆଗରୁ ନିୟମ ଥିଲା ପିଲା ଥରେ ପେଟରେ ରହିଲେ ତାକୁ ମାରି ପାରିବ ନାହିଁ । ଅଲ୍ଟ୍ରାସାଉଣ୍ଡ ମଧ୍ୟ କରି ପାରିବ ନାହିଁ ।

ପିଲା ଥରେ ପେଟରେ ରହି ଯାଉ ଥିଲେ ହସ୍ପିଟାଲ ରେ ମଧ୍ୟ କୌଣସି ସୁବିଧା ନ ଥିଲା ଅପେରେସନ କରିବା ପାଇଁ । ତେଣୁ ମହିଳା ମାନେ ଚିନ୍ତିତ ଥିଲେ । କେହି କେହି ମହିଳା ମଧ୍ୟ ଆତ୍ମହତ୍ୟା କରିବାର ଦେଖିବା ପାଇଁ ମିଳିଛି । ଏଣିକି ପ୍ରେମିକ ପ୍ରେମିକା ମାନେ ବିନା ହେଲିମେଟ ରେ ସେକ୍ସ କରି ପାରିବେ ।

ତେଣୁ ଏବେ ଆଉ ଚିନ୍ତା କରିବା ର କିଛି ନାହିଁ । ଝିଅ ମାନେ ଏବେ ପୁରା ଚିନ୍ତା ମୁକ୍ତ । ସାଧାରଣତଃ ଦେଖିବା ପାଇଁ ଗଲେ ସୁପ୍ରିମକୋର୍ଟ ଯେଉଁ ପଦକ୍ଷପ ନେଲେ ତାହା ସମାଜ ପାଇଁ ଯେତେ ଲାଭ ଦାୟକ ଅଟେ ସେତେ ମଧ୍ୟ କ୍ଷତି କାରକ ଅଟେ ।

ତେଣୁ ଯିଏ ଭଲ ପିଲା ସେ ଭଲ ପିଲା ହୋଇକି ରହିବ ଆଉ ଯେ ଖରାପ ପିଲା ସେ ଖରାପ ହୋଇକି ରହିବ । ଯେଉଁ ମାନେ ନୂଆ ବିବାହ କରୁ ଛନ୍ତି ସେମାନେ ଅଜାଣତରେ ପିଲା ପେଟ ରେ ରଖି ଦୌଉ ଛନ୍ତି । ଯାହା ଫୋଳରେ ବହୁତ ଅସୁବିଧାର ସମ୍ମୁଖୀମ ହେଉ ଛନ୍ତି ମା ମାନେ । ନିଜ ସ୍ୱପ୍ନ କୁ ଶାଖାର କରି ପାରୁ ନାହାନ୍ତି ମା ମାନେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ