ହେ ଭଗବାନ ! ସାନ ଭାଇକୁ ଝୁରି ଝୁରି ବଡ ଚାଲିଗଲା ଭଉଣୀ ଦେଖିଲେ ଆଶ୍ଚର୍ଯ୍ୟହୋଇଯିବେ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…..

ତେବେ ଆମେ ଟିଭି ମୋବାଇଲ ଆଦିରେ ଅନେକ ଫିଲ୍ମ ଦେଖି ଥାଉ ଆଉ ଏହାକୁ ଦେଖି ଆମର ମନରଞ୍ଜନ ମଧ୍ୟ ହୋଇ ଥାଏ | ଏହି ଫିଲ୍ମ ରେ ଅନେକ ସେଲିବ୍ରେଟି ମାନେ ଅଭିନୟ କରି ଥାଆନ୍ତି ଯାହାଙ୍କର ଅଭିନୟ ଦେଖି ଆମର କିଛି ପ୍ରିୟ ଅଭିନେତ୍ରୀ ଓ ଅଭିନେତା ମାନେ ମଧ୍ୟ ରହି ଥାଆନ୍ତି |

ସେମାନଙ୍କର ଲାଇଫ ଷ୍ଟାଇଲ ରେ ପ୍ରତି ଟି କଥା ଜାଣିବା ଓ ଦର୍ଶକ ଆଗ୍ରହ କରି ବସି ଥାଆନ୍ତି କାରଣ ତାଙ୍କ ଜୀବନ ଶୈଳୀ ସାଧାରଣ ଭାବରେ ଅଲଗା ପ୍ରକାର ର ହୋଇ ଥାଏ | ସେମାନେ ସୋସିଆଲ ମିଡ଼ିଆ ରେ ସବୁ ବେଳେ ଚର୍ଚ୍ଚିତ ହୋଇ ରହି ଥାଆନ୍ତି ଆଉ ତାଙ୍କର କିଛି ଛୋଟ ଛୋଟ କଥା କୁ ମଧ୍ୟ ବଡ଼ କରି ସାମ୍ନା କୁ ଆସି ଥାଏ |

 ତେବେ ଜଲିଓଡ଼ ଇଣ୍ଡଷ୍ଟ୍ରି ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ଓଡ଼ିଆ ଇଣ୍ଡଷ୍ଟ୍ରି ର ଏକ ହଟ କୁଇନ ଅଟନ୍ତି | ସେ ଯାତ୍ରା ସହିତ ଅନେକ ଫିଲ୍ମ ଏବଂ ଅନେକ ଆଲବମ ରେ କାମ କରିଛନ୍ତି ଆଉ ସାରା ଓଡ଼ିଶା ର ଘରେ ଘରେ ପରିଚିତ ହୋଇ ପାରିଛନ୍ତି |

ପ୍ରାୟ ତାଙ୍କୁ ଆଇଟମ ଗୀତ ରେ ଦେଖିବା ପାଇଁ ମିଳି ଥାଏ ଆଉ ତାଙ୍କର ହଟ ଡ୍ୟାନ୍ସ ଦେଖିବା ପାଇଁ ଦର୍ଶକ ମାନେ ମଧ୍ୟ ଚାତକ ଭଳି ଚାହିଁ ରହି ଥାଆନ୍ତି |ସେ ତାଙ୍କର ରୋକ ଠୋକ ବୟାନ ପାଇଁ ମଧ୍ୟ ସବୁବେଳେ ଚର୍ଚ୍ଚା ରେ ରହି ଥାଆନ୍ତି ଏବଂ ତାଙ୍କର କିଛି ଭଲ କାମ ପାଇଁ ମଧ୍ୟ ଲୋକ ମାନେ ତାଙ୍କୁ ଖୁବ ପ୍ରଶଂସା କରିଥାନ୍ତି |

ରାନୀ ପଣ୍ଡା ପ୍ରାୟ ସୋସିଆଲ ମିଡ଼ିଆ ରେ ନିଜର ସଠିକ ମନ୍ତବ୍ୟ ଦେଇ ଥାଆନ୍ତି, ଆଉ ଏବେ ପୁଣି ଏକ ଭିଡ଼ିଓ ମାଧ୍ୟମ ରେ ସେ ତାଙ୍କର ମନ କଥା କୁ ସେୟାର କରିଛନ୍ତି | ଯେଉଁଥିରେ ସେ ଅତି ଦୁଃଖ ରେ ଥିବାର ଦେଖା ଯାଇଛନ୍ତି, ଏମିତି କି ମାନସିକ ଚିନ୍ତା କାରଣ ରୁ ସେ ତାଙ୍କର ଜୀବନ ହାରି ଦେବେ ବୋଲି ମଧ୍ୟ କହୁଛନ୍ତି |

ସେ କହିଛନ୍ତି କି ସେ ଅନେକ ଲୋକ ଙ୍କ ପାଖରୁ ଟଙ୍କା ଧାର ଆଣିଛନ୍ତି ଆଉ ସେହି ଟଙ୍କା ସେ ଦେଇ ନ ପାରିବାରୁ ତାଙ୍କୁ ସବୁବେଳେ ଅପଦସ୍ତ ହେବାକୁ ପଡୁଛି | ରାନୀ ପଣ୍ଡା ଖରାପ ସମୟରେ ଚାଲିବା ପାଇଁ ଏବଂ କିଛି ଲୋକ ଙ୍କୁ ସାହାଯ୍ୟ କରିବା ପାଇଁ !

ଜଣେ ବ୍ୟକ୍ତି ଙ୍କ ପାଖରୁ ସେ 25 ଲକ୍ଷ ଟଙ୍କା ଆଣି ଥିଲେ ଆଉ ଯାହାକୁ ସେ ଏବେ ଫେରାଇ ପାରୁ ନାହାଁନ୍ତି | ଏହି ଘଟଣା କୁ ନେଇ ଉକ୍ତ ବ୍ୟକ୍ତି ଜଣଙ୍କ ରାନୀ ପଣ୍ଡା କୁ ଟର୍ଚ୍ଚର କରିବା ସହିତ ଅନେକ ବାଧିଲା ଭଳି କଥା ମଧ୍ୟ କହିଛନ୍ତି | ତେବେ ଏଭଳି ଅନେକ କିଛି କଥା କହି ରାନୀ ପଣ୍ଡା କାନ୍ଦୁ ଥିବାର ନଜର ରେ ଆସିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ !