Facebook ରେ ପ୍ରେମ କଲେ, Cool Drinks ରେ ନିଶା ମିଶାଇ ମୋ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ…ଦେଖନ୍ତୁ Viral ଭିଡ଼ିଓ

ପ୍ରେମ ଏକ ପବିତ୍ର ବନ୍ଧନ ହୋଇ ଥିବା ବେଳେ । ଆଜି କାଲି ର ପିଲା ମାନେ ପ୍ରେମ କୁ ଏକ ସେକ୍ସ କାର ବାର ବୋଲି ଭାବୁ ଛନ୍ତି । କାରଣ ଆଜି ଆମେ ଯାହା କହିବା ପାଇଁ ଯାଉଛୁ ତାହା ଆପଣ ଶୁଣିବା ପରେ ଆପଣ ଡରି ଯିବେ । ଆପଣ ଏହି ଭିଡିଓ ଟି ଦେଖି ସରିବା ପରେ ଭାବିବେ ଏମିତି ମଧ୍ୟ ଭୟଙ୍କର କାମ ହୋଇ ପାରେ । ତେବେ ବନ୍ଧୁ ମାନେ ଆସନ୍ତୁ ଜାଣିବା ସେହି କଥାଟି ।

ତେବେ ଦେବୀ ନାମକ ଏକ ଝିଅ ବିବାହ ପରେ ତାଙ୍କର ସ୍ୱାମୀ ଇଲେକ୍ଟ୍ରି ସକ ରେ ମରି ଯାଇ ଥିଲେ । ତେବେ ଦେଖିବକୁ ଗଲେ ସେ ଜଣେ ବିଧବା ସ୍ତ୍ରୀ ଲୋକ । ତେବେ 2017 ମସିହାରେ ଜଣେ ଲୋକ ତାକୁ ଫେସବୁକ ରେ ଫ୍ରେଣ୍ଡ ରିକୁୱେଷ୍ଟ ପଠେଇ ଥିଲେ । ସେ ମଧ୍ୟ ତାଙ୍କ ଫ୍ରେଣ୍ଡ ରିକୁୱେଷ୍ଟ କୁ ଗ୍ରହଣ କରି ଥିଲେ ।

କିଛି ଦିନ ଯିବା ପରେ ତାଙ୍କ ମଧ୍ୟ ବହୁତ କଥା ବାର୍ତା ଚାଲି ଥିଲା । ସେହି କଥା ବାର୍ତା ପରେ ସେମାନେ ଦୁହେଁ ଦୁହିଁ କୁ ଭଲ ଭାବରେ ଜାଣି ନେଇ ଥିଲେ । ତା ପରେ କିଛି ଦିନ ଯିବା ପରେ ସେମାନେ ନିଜ ନିଜର ମୋବାଇଲ ନମ୍ବର କୁ ଦିଆ ନିଆ ହୋଇ ଥିଲେ । ପୁଣି କିଛି ଦିନ ପରେ ଭୁବନେଶ୍ୱର ରେ ଗୋଟେ ସ୍ଥାନ ରେ ବହୁତ ଥର ଦେଖା ହୋଇ ଛନ୍ତି ।

ତେବେ ଏତେ ସବୁ ଭଲ ସମ୍ପର୍କ ରଖି ସରିବା ପରେ ଯଦି ପ୍ରେମରେ କଳଙ୍କ ଲାଗିବ, ତାହାଲେ ଆପଣ କାହାକୁ କହିବେ । ତେବେ ଘଟଣା ସ୍ଥଳ ରେ ଟୋକା ଦିନେ ଗୋଟେ ହୋଟେଲ କୁ ଡାକି ଥିଲେ । ଏମିତି କୌଣସି ଖରାପ ସମ୍ପର୍କ ନେଇ ସ୍ତ୍ରୀ ଲୋକ ଟି ହୋଟେଲ କୁ ଆସି ନ ଥିଲା । କିନ୍ତୁ ଟୋକା ଏମିତି ଖରାପ କାମ କରିବ ବୋଲି ସେ କେବେ ଭାବି ନ ଥିଲା ।ତାଙ୍କୁ କୋଲ ଡ୍ରିଂକ୍ସ ରେ ନିଦ ବଟିକା ଦେଇ ଥିଲେ । ନିଦ ବଟିକା ଖାଇ ସାରିବା ପରେ ମହିଳା ଲୋକ ଟି ବେହସ ହୋଇ ଯାଇ ଥିଲା । ଆଉ ତା ପରେ ଟୋକା ତାକୁ ନେଇ ବହୁତ ଫୋଟ ଉଠେଇ ଥିଲା ।

ତେବେ ସେହି ଫୋଟ ଗୁଡିକ ରଖି ଏବେ ସେହି ଟୋକା ମହିଳା ଜଣକୁ ବ୍ଲାକ ମେଲ କରୁ ଥିବାର କଥା ଶୁଣିବା ପାଇଁ ମିଳୁଛି । ବନ୍ଧୁ ମାନେ ଆଜି କାଲି ଦୁନିଆରେ କାହାରି ଉପରେ ଭରସା କରିବେ ନାହିଁ । ଯୋଉଠି ଏତେ ଦିନର ପ୍ରେମ ରେ ଧକା ହେଇ ଯାଉଛି । ତାହାଲେ ଆପଣ କଣ ପାଇଁ ଗୋଟେ ଅସାଧାରଣ ଲୋକ ଙ୍କୁ ବିଶ୍ଵାସ କରିବେ । ତେବେ ଏହି କଥା ଟି ମହିଳା ଜଣକ ଥାନାରେ ଅଭିଯୋଗ କରି ଥିବା ବେଳେ । ଏବେ ପୋଲିସ ତଦନ୍ତ କରି ଥିବାର ସୂଚନା ମିଳିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।