Hair Tips – ଧଳା ବାଳକୁ ମୂଳରୁ କଳା କରିବାର ଘରୋଇ ଉପାୟ,ମାତ୍ର କରନ୍ତୁ ଏହି ଛୁଟିଆ ଉପାୟ…..

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଛନ୍ତି କି ଆମ ଆମେ ନୀତି ଦିନ ଜୀବନ ରେ ଖାଇବା ରେ ବ୍ୟବହାର ହାର କରୁଥିବା ଗୁଜୁରାତି ର ଅନେକ ଔଷଧ ଗୁଣ ରହିଛି ଯଦି ଆପଣ ମାନେ ଜାଣିନାହାନ୍ତି ତାହାଲେ ଜାଣି ରଖନ୍ତୁ ଗୁଜୁରାତି ର ଔଷଧୟ ଗୁଣ ବିଷୟରେ ଯାହା ଜାଣିଲେ ଆପଣ ମାନେ ଖୁସି ହେଇଯିବେ ଓ ପ୍ରତେକ ଦିନ ଏହାକୁ ଘରକୁ ନେଇଆସିବେ |

ହଁ ଆଜ୍ଞ ଛୋଟ ରୁ ଆରମ୍ଭ କରି ବଡ ଯାଏଁ ସମସ୍ତ ଙ୍କର କିଛି ନା କିଛି ରୋଗ ରହିଥାଏ ହେଲେ ଗୁଜୁରାତି ଖାଇବା ଦ୍ୱାରା ଆପଣଙ୍କ କିଛି ରୋଗ ଦୂର ହେଇଯିବ ବୋଲି କୁହାଯାଏ, ତାହାଲେ ଆସନ୍ତୁ ଜାଣିବା ଗୁଜୁରାତି କୁ କିପରି ଭାବରେ ଖାଇଲେ ଆମର କେଉଁ କେଉଁ ରୋଗ ଦୂର ହେଇଥାଏ ତାହା ବିଷୟ ରେ ଜାଣିବା |

ଯଦି ଆପଣଙ୍କ କେଶ ପ୍ରାକୃତିକ ଉପାୟରେ ଅତି କମ୍ ବୟସରୁ ଧଳା ପଡିଯାଏ। ତାହାଲେ ଘର ଉପାୟରେ ଏହି ପରି ଆଳୁ ଓ ଗୋଲାପ ଜଳକୁ ବ୍ଯବହାର କରି ଏହି ଜୀନିଷ ବ୍ଯବହାର କରନ୍ତୁ।
ଜାଣିଥିବେ ସାଧାରଣତଃ ଆଳୁ ଚୁପାରେ ଭିଟାମିନ୍A ଓ ଭିଟାମିନB ଥାଏ। ଯାହା ଆପଣଙ୍କ ମୁଣ୍ଡ ରେ ଉପି କୁ ବାହାରିବା ପାଇଁ ଦିଏ ନାହିଁ।

ଏହା ପରେ ଏକ ପାତ୍ର ଗ୍ଯାସ୍ ରେ ବସାନ୍ତୁ ତା ପରେ କଢେଇ ବସାଇ ଗ୍ଯାସ୍ କୁ ଅନ୍ କରାନ୍ତୁ। ଏବଂ ଏହାକୁ ୧୦ ରୁ ୧୫ ମିନିଟ ଫୁଟାନ୍ତୁ।

ଏହା ପରେ ସେହି ପାଣି କୁ ଏକ ପାତ୍ର କୁ ଛାଣି ନିଅନ୍ତୁ। ଦ୍ବିତୀୟ ରେ ସାମଗ୍ରୀ ଭାବରେ ଆପଣଙ୍କୁ ଜଡା ତେଲ ଆବଶ୍ଯକ ଏବଂ ଆପଣମାନେ ପୂର୍ବରୁ ପ୍ରସ୍ତୁତ ଆଳୁ ପାଣି ରେ ଏହି ଜଡା ତେଲ କୁ ମିଶାନ୍ତ ଦ୍ବିତୀୟ ଉପାୟରେ ଆପଣମାନେ ଆଳୁ ପାଣିରେ ଗୋଲାପ ଜଳ ମିଶି ପ୍ରସ୍ତୁତ କରନ୍ତୁ। ଏହା ମଧ୍ଯ୍ଯ ଧଳା କେଶରୁ ମୁକ୍ତି କରେ। ।

ଲଗାଇବା ପ୍ରଣାଳୀ-: ପ୍ରଥମେ ଆପଣମାନେ ନିଜ କେଶକୁ ଭଲ ଭାବରେ ଧୁଆଇ ଦିଅନ୍ତୁ। ତା ପରେ କେଶକୁ ଭଲ ଭାବରେ ପୋଛି ଦିଅନ୍ତୁ। ଏବଂ ତା ପରେ ଯେଉଁ ପ୍ରସ୍ତୁତି କରିଥିବା ସାମଗ୍ରୀ କୁ ଲଗାନ୍ତୁ। ତା ପରେ ୩୦ ରୁ ୩୫ ମିନିଟ୍ ପଯ୍ଯନ୍ତ ଶୁଖାଇ ବାକୁ ଛାଡିଦିଅନ୍ତୁ। ଜଣିଥିବେ ସାଧାରଣତଃ ଆଳୁ ଚୁପାରେ ଭିଟାମିନ୍A ଓ ଭିଟାମିନB ଥାଏ। ଯାହା ଆପଣଙ୍କ ମୁଣ୍ଡ ରେ ଉପି କୁ ବାହାରିବା ପାଇଁ ଦିଏ ନାହିଁ।

ଏହା ପରେ ଏକ ପାତ୍ର ଗ୍ଯାସ୍ ରେ ବସାନ୍ତୁ ତା ପରେ କଢେଇ ବସାଇ ଗ୍ଯାସ୍ କୁ ଅନ୍ କରାନ୍ତୁ। ଏବଂ ଏହାକୁ ୧୦ ରୁ ୧୫ ମିନିଟ ଫୁଟାନ୍ତୁ। ଏହା ପରେ ସେହି ପାଣି କୁ ଏକ ପାତ୍ର କୁ ଛାଣି ନିଅନ୍ତୁ। ଦ୍ବିତୀୟ ରେ ସାମଗ୍ରୀ ଭାବରେ ଆପଣଙ୍କୁ ଜଡା ତେଲ ଆବଶ୍ଯକ ପଡିବ। ଏହା ମଧ୍ଯ୍ଯ ଧଳା କେଶରୁ ମୁକ୍ତି କରେ। ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।