ମୃତ୍ୟୁର live ଭିଡ଼ିଓ – ନଦୀରେ ଭାସିଯାଉଥିଲେ ଯୁବକ, ଜୀବନ କୁ ବାଜିଲଗାଇ ଉଦ୍ଧାର କଲେ ଆଇଟିବିପି ଯବାନ…,ଛାତିଥରା ଦୃଶ୍ୟ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ.

ନଦୀ ରେ ପ୍ରଖର ସ୍ରୁତ। ନଦୀ ପାଖରେ ଜମା ହୋଇଛନ୍ତି କେତେକ ଲୋକ। ଆଉ ଏହାରି ଭିତରେ ଚାଲିଛି ଅପରେସନ୍। ଏକ ରେଷ୍ଟୁ ଅପରେଶନ୍। ଯାହାକୁ କାଯ୍ଯକାରୀ କରୁଛନ୍ତି। ଇନ୍ଦୁମତୀ ବେତାନ ବୋଡର୍ ପୋଲିସ୍ ର ଜବାନ ମାନେ। ପ୍ରଖର ସ୍ରୁତ ପାଣି ରେ ଏକ ତାରରେ ଝୁଲି ରହି। ଜୀବନ କୁ ବାଜି ଲଗାଇ କେମିତି ଏହି ଅପରେଶନ ଚାଲୁ ରଖିଛନ୍ତି ଜବାନି ମାନେ।।

ଘଟଣା ଟି ଚଣ୍ଡୀ ଗଡ ର ମନାଲି ହାଇୱେ ର ଏଠାରେ ପ୍ରବଳ ବର୍ଷା ରେ ଏକ କାର୍ ଭାସିଯାଇଥିଲା। ବିଚ୍ ନଦୀର ପ୍ରଖର ସ୍ରୋତ ରେ ଭାସି ଯାଇଥିଲା କାର୍। କାର୍ ରେ ବସିଥିଲେ ତିନି ଜଣ ଲୋକ ତେବେ ପ୍ରବଳ ବର୍ଷା ରେ ନଦୀର ସ୍ରୋତ ରେ ଭାସିଗଲା କାର୍ ।ସେଥିରେ ଥିବା ତିନି ଜଣ ଲୋକ ଙ୍କ ମଧ୍ଯରୁ ପ୍ରଥମ ଜଣକୁ ଉଦ୍ଧାର କରାଯାଇଥିଲା। ଆଉ ଅନ୍ୟ ଦୁଇ ଜଣ ଲୋକ ଙ୍କ ପତା ମିଳିନଥିଲା।

ଜୀବନ କୁ ବାଜିରେ ଲଗାଇ ଛନ୍ତି ଯାହାକି ଏକ ଜବାନ ର ପରିଚୟ ସବୁବେଳେ ଜୀବନ କୁ ବାଜି ରେ ଲଗାଇ କମାଲ୍ ଦେଖାଇ ଆସିଛନ୍ତି ଏହାର ଜବାନ ମାନେ। ତାହାର ଆଉ ଏକ ପ୍ରମାଣ ଦେଖିବାକୁ ମିଳିଛି ଏଠାରେ କେତେକ ଲୋକ। ଆଉ ଏହାରି ଭିତରେ ଚାଲିଛି ଅପରେସନ୍।

ଏକ ରେଷ୍ଟୁ ଅପରେଶନ୍। ଯାହାକୁ କାଯ୍ଯକାରୀ କରୁଛନ୍ତି। ଇନ୍ଦୁମତୀ ବେତାନ ବୋଡର୍ ପୋଲିସ୍ ର ଜବାନ ମାନେ। ପ୍ରଖର ସ୍ରୁତ ପାଣି ରେ ଏକ ତାରରେ ଝୁଲି ରହି। ଜୀବନ କୁ ବାଜି ଲଗାଇ କେମିତି ଏହି ଅପରେଶନ ଚାଲୁ ରଖିଛନ୍ତି ଜବାନି ମାନେ।

ଦେଖନ୍ତୁ ପ୍ରଖର ସ୍ରୋତ ପାଣିରେ ଏକ ତାର ରେ ଝୁଲି ରହି ଜୀବନ କୁ ବାଜି ଲଗାଇ କେମିତି ଏହି ଅପରେଶନ ଚାଲୁ ରଖିଛନ୍ତି ଜବାନ ମାନେ।
ଏହି ସମୟ ରେ ଉଦ୍ଧାର କାଯ୍ୟ ରେ ସାମିଲ୍ ହୋଇଥିଲେ।

ITBP ର ହିମ ବୀର ଜବାନ ମାନେ। ଜୀବନ କୁ ବାଜୀ ରେ ଲଗାଇ ଥିଲେ। ଦୁଇ ନିଖୋଜ କୁ ଖୁଜିବା ରେଲାଗିପଡିଥିଲୋ।ଭାସି ଯାଉଥିବା କାର୍ ଯାଏ ପହଞ୍ଚି ଲେ ତେବେ ଜଣକୁ ଉଦ୍ଧାର କରି ତାକୁ ହସପିଟାଲ୍ ଭତ୍ତି କରାଯାଇ ଥିଲା।

ଏଠାରେ କେତେକ ଲୋକ। ଆଉ ଏହାରି ଭିତରେ ଚାଲିଛି ଅପରେସନ୍। ଏକ ରେଷ୍ଟୁ ଅପରେଶନ୍। ଯାହାକୁ କାଯ୍ଯକାରୀ କରୁଛନ୍ତି। ଇନ୍ଦୁମତୀ ବେତାନ ବୋଡର୍ ପୋଲିସ୍ ର ଜବାନ ମାନେ। ପ୍ରଖର ସ୍ରୁତ ପାଣି ରେ ଏକ ତାରରେ ଝୁଲି ରହି। ଜୀବନ କୁ ବାଜି ଲଗାଇ କେମିତି ଏହି ଅପରେଶନ ଚାଲୁ ରଖିଛନ୍ତି ଜବାନି ମାନେ।ଏହି ସମୟ ରେ ଉଦ୍ଧାର କାଯ୍ୟ ରେ ସାମିଲ୍ ହୋଇଥିଲେ। ITBP ର ହିମ ବୀର ଜବାନ ମାନେ। ଜୀବନ କୁ ବାଜୀ ରେ ଲଗାଇ ଥିଲେ। ଦୁଇ ନିଖୋଜ କୁ ଖୁଜିବା ରେ ଲାଗିପଡିଥିଲୋ !

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।